ସ୍ୱାସ୍ଥ୍ୟ

ସକାଳୁ ସକାଳୁ ଉଠି ଭିଜା ଖିସମିଶ ଖାଇଲେ କଣ ହୁଏ ଜାଣିଲେ ପାଦତଳୁ ଖସିଯିବ ମାଟି

ଶୁଖିଲା ଅଙ୍ଗୁରୁ କୁ ଖିସମିଶ ବୋଲି କୁହାଯାଏ । ରାତି ରେ ପାଣି ରେ ବୁଡାଇ ରଖିଥିବା ଖିସ୍ ମିସ କୁ ସକାଳେ ଖାଇବା ଦ୍ଵାରା କଣ ସବୁ ଲାଭ ହୋଇଥାଏ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ଶୁଖିଲା ଅଙ୍ଗୁରୁ ବା ଖିସମିଶ ଏକ ଏପରି ଜିନିଷ ଯାହା ବଜାର ରେ ଅତି ସହଜ ରେ ଆପଣଙ୍କୁ ମିଳିଯିବ । ଏହି କିସମିସ ଖାଇବା ଦ୍ଵାରା ଆମର ଏତେ ସବୁ ଲାଭ ହୋଇଥାଏ ବୋଲି ଆପଣ ଜାଣିବେ ତାହେଲେ ଆପଣ ଆଜି ଠୁ ଖିସ ମିସ ଖାଇବା ଆରମ୍ଭ କରିଦେବେ । ତେବେ ଆସନ୍ତୁ ଜାଣିବା ଏହି ଖିଶ୍ ମିସ ଖାଇବା ଦ୍ବାରା ଆମର କି କି ଲାଭ ହୋଇଥାଏ ।

ଶାରୀରିକ ଦୁର୍ବଳତା – ଖିଷ୍ ମିସ କୁ ସାଧାରଣତଃ ଶାରୀରିକ କମଯୋରି କୁ ଦୂର କରିବା ପାଇଁ ସେବନ କରାଯାଇ ଥାଏ । ଯେମିତିକି ଆପଣଙ୍କ ଭିତରେ କିଛି କମଜୋରି ଅଛି ତାହେଲେ ଏହାର ସେବନ କରିବା ଦ୍ଵାରା ତାହା ଦୂର ହୋଇଯାଇଥାଏ ।

ରକ୍ତ ଚାପ ନିୟନ୍ତ୍ରଣ – ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ର ସମସ୍ୟା ଅଛି ତାହେଲେ ରାତି ରେ ଗୋଟେ ଗ୍ଲାସ ପାଣି ରେ ୮ ରୁ ୧୦ ଟି ଖିଶ ମିସ ବୁଡାଇ ରଖନ୍ତୁ ଏବଂ ସକାଳୁ ଉଠି ଖାଲି ପେଟ ରେ ସେହି ଖିଷ ମିସ ର ସେବନ କରନ୍ତୁ ଏବଂ ତାର ପାଣି କୁ ମଧ୍ୟ ପିଇ ଦିଅନ୍ତୁ । ଯଦି ଆପଣ ପ୍ରତିଦିନ ଏହିପରି କରିବେ ତାଗେଜେଲ ଆପଣଙ୍କ ଶରୀର ର ରକ୍ତ ଚାପ ନିୟନ୍ତ୍ରଣ ରେ ରହିଥାଏ ।

ହାଲିଆ ଲାଗିବା – ଯଦି ଆପଣଙ୍କୁ ଅଫିସ ରେ କିମ୍ବା କୌଣସି ସ୍ଥାନରେ କାର୍ଯ୍ୟ କରୁଥିବା ସମୟରେ ହାଲିଆ ଲାଗୁଛି କିମ୍ବା ଦେହ ରେ ଶକ୍ତି ନ ଥିଲା ପରି ଲାଗୁଛି ତାହେଲେ ଆପଣ ମଝିରେ ମଝିରେ ଖିସ ମିସ ର ସେବନ କରିବେ ଯଦି ଆପଣଙ୍କୁ ଏହା ଶକ୍ତି ପ୍ରଦାନ କରିଥାଏ ।

ରକ୍ତ ତିଆରି କରିଥାଏ – ଏହି ଖିସମିସ ରେ ଆଇରନ ର ମାତ୍ରା ଅଧିକ ଥାଏ ସେଥିପାଇଁ ଯଦି ଆପଣ ନିୟମିତ ଏହାର ସେବନ କରିବେ ତାହେଲେ ଆପଣଙ୍କ ଶରୀର ରେ ରକ୍ତ ର ମାତ୍ରା ସବୁବେଳ ପାଇଁ ଠିକ୍ ରହିବ ଏବଂ ଏହା କୁ ଖାଇବା ଦ୍ବାରା ଶରୀର ମଧ୍ୟ ମୋଟା ହୋଇଥାଏ ।

ଶୁଖିଲା କାଶ ରୁ ଆରାମ – ଯଦି ଆପଣଙ୍କ ର ଅଧିକ ଦିନ ପର୍ଯ୍ୟନ୍ତ ଶୁଖିଲା କାଶ ଲାଗିରହିଛି ଯାହାକୁ କୁ ଆମେ ଶୁଖିଲା କାଶ କହିଥାଉ କିମ୍ବା ଯଦି ଆପଣଙ୍କୁ ଶ୍ୱାସ ପରି ସମସ୍ୟା ଅଛି ତାହେଲେ ଆପଣ ଏହାର ନିୟମିତ ଭାବରେ ସେବନ କରିବେ ତାହେଲେ ଆପଣଙ୍କ ଏହି ସବୁ ସମସ୍ୟା ଦୂର ହୋଇଥାଏ ଏବଂ ଏହା ବେଶ୍ ଲାଭ ଦାୟକ ହୋଇଥାଏ ଆପଣଙ୍କ ଶରୀର ପାଇଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button