ସ୍ୱାସ୍ଥ୍ୟ

ଏହି ଗଛ ମୂଳରେ ଏତେ ଶକ୍ତି ଅଛି ଯେ କେବଳ ପାଟି ରେ ରଖିଲେ ୭୫ ପ୍ରକାର ରୋଗ ଭଲ ହୋଇ ଥାଏ

ଆମ ସମସ୍ତତଙ୍କ ମଧ୍ୟରୁ କେତେକ ଲୋକ ଯଷ୍ଟି ଖାଇ ଥିବେ ଏବଂ ବହୁତ ଲୋକ ମଧ୍ୟ ଖାଇ ନଥିବେ, ତେବେ ଯଦି ଆପଣ ଏହାକୁ ଖାଉ ନାହାନ୍ତି ତେବେ ଆମେ ଆପଣଙ୍କୁ କହିବୁ ଯେ ଆପଣଙ୍କୁ ଏହାକୁ ଖାଇବା ଆରମ୍ଭ କରିବା ଉଚିତ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଯଷ୍ଟି କାସ, ଥଣ୍ଡା, ବାନ୍ତି ଓ ପିତ ବନ୍ଦ କରି ଥାଏ । ଯଷ୍ଟି କୌଣସି ପ୍ରକାର ଘା ପାଇଁ ବହୁତ ଲାଭକାରୀ ହୋଇ ଥାଏ, ଖରାପ ଜିନିଷ ଖାଇଲେ ପେଟରେ ହେଉ ଥିବା ସମସ୍ୟାକୁ ଯଷ୍ଟି ଦୂର କରି ଥାଏ ।

ତେବେ ଆସନ୍ତୁ ଜାଣିବା ଯଷ୍ଟି ଖାଇବାର ଲାଭ ଗୁଡିକ ବିଷୟରେ :

 

– ଥଣ୍ଡା କାସ :

ଆପଣଙ୍କୁ କହିବାକୁ ଚାହୁଞ୍ଚୁ ଯେ ଯଷ୍ଟି ଦ୍ଵାରା ଥଣ୍ଡା କାସ ଏବଂ ଛାତି ରେ କଫ ଭଳି ସମସ୍ଯା ସମାପ୍ତ ହୋଇ ଥାଏ ।

– ପେଟ ରେ ଏସିଡ :

ଯଦି ଆପଣଙ୍କ ବେକ ରେ ପୋଡା ଜଳା ଲାଗିଛି ବା ବେକ ଫୁଲି ଯାଇଛି ତେବେ ଆପଣ ଯଷ୍ଟି ପାଟିରେ ରଖି ରସ ନିଅନ୍ତୁ ଏହା ଦ୍ଵାରା ଆପଣଙ୍କ ବେକ ସମସ୍ଯା ଏବଂ ରସ ଦ୍ଵାରା ପେଟ ଏସିଡ ସମସ୍ଯା ମଧ୍ୟ ଦୂର ହୋଇ ଥାଏ ।ପେଟ ରେ ତିଆରି ହାଉଥିବା ଏସିଡ କୁ ଯଷ୍ଟି ସମାପ୍ତ କରି ଥାଏ, ଏହା ସହ ଅଲ୍ସର ଭଳି ପେଟ ରୋଗ ମଧ୍ୟ ଦୂର ହୋଇ ଥାଏ । ପେଟ ଘା ପାଇଁ ସବୁ ଠାରୁ ସଫଳ ଔଷଧ ଯଷ୍ଟି ହୋଇ ଥାଏ, ଯଷ୍ଟି ସେବନ ବହୁତ ସମୟ ଧରି କରିବା ଉଚିତ ନୁହ ।

 

 

– ପୁରୁଷ ଦୁର୍ବଳତା :

ସବୁ ଦିନ ଯଷ୍ଟି ଖାଇଲେ ଶାରୀରିକ ଦୁର୍ବଳତା ନଷ୍ଟ ହୋଇ ଥାଏ, ୧୦ଗ୍ରାମ ଯଷ୍ଟି ପାଉଡର, ଘିଅ ଏବଂ ମହୁ ସବୁ ମିଶାଇ ଖାଇଲେ ଏବଂ ଏହା ସହ ଗରମ ଖିର ରେ ମିଶିରି ପକାଇ ପିଳେ ପୁରୁଷ ଦୁର୍ବଳତା ଏବଂ ଅନ୍ୟ କେତେକ ରୋଗ କିଛି ଦିନ ମଧ୍ୟରେ ନଷ୍ଟ ହୋଇ ଥାଏ ।

– ପୋଡା ଜଳା :

ଯଷ୍ଟି ଓ ନାଲି ଚନ୍ଦନ ବାଟି ଶରୀର ଉପରେ ଲଗେଇଲେ ପୋଡା ଜଳା କମି ଥାଏ, ଯଷ୍ଟି ଦ୍ଵାରା ବହୁତ ପ୍ରକାର ଲାଭ ହୋଇ ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button