ଜ୍ୟୋତିଷ

ତୁଳସୀ ପତ୍ର ଓ ଲେମ୍ବୁର କରନ୍ତୁ ଏହି ଉପାୟ- ସ୍ଵାମୀ ସ୍ତ୍ରୀର ସମ୍ପର୍କ ହେବ ମଧୁର

ସ୍ଵାମୀ ସ୍ତ୍ରୀ ମଧ୍ୟ ରେ ବେଳେ ବେଳେ ବିବାଦ ଉତ୍ପନ ହେବା ସ୍ଵାଭାବିକ ଅଟେ, ଏମିତି କୌଣସି ଦମ୍ପତ୍ତି ନାହିଁ ଯାହାର କେବେ ଝଗଡା ହୋଇ ନାହିଁ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଛୋଟ ମୋଟ ଝଗଡା ସାମାନ୍ୟ କଥା ଅଟେ । ଝଗଡା ପରେ କେତେକ ଜିନିଷ ବଦଳି ଯାଇଥାଏ ଓ କେତେ ଥର ସ୍ଥିତି ସାମାନ୍ୟ ହବା ପାଇଁ ସମୟ ଲାଗିଥାଏ କିନ୍ତୁ ବେଳେ ବେଳେ ସମ୍ପର୍କ ଆଗ ଭଳି ହୋଇ ପାରେ ନାହିଁ । ସମ୍ପର୍କ ସୁଧାରିବାକୁ ଚେଷ୍ଟା କଲେ ମଧ୍ୟ ଆଗ ପରି ହୋଇ ପାରେ ନାହିଁ, ଯଦି ସମ୍ପର୍କ ରେ ଦୂରତ ଆସେ ତାହେଲେ ଏହା ସାମାନ୍ୟ ନୁହେଁ ।

ଏହା ବି କୁହାଯାଏ ଯେ ଯେଉଁଠି ପ୍ରେମ ଥାଏ ସେଇଠି ଝଗଡା ବି ହୋଇଥାଏ, ସର୍ବ ପ୍ରଥମେ ନିଜ ପରିସ୍ଥିତି କୁ ବୁଝି ସାମାନ୍ୟ କରିବା ପାଇଁ ଚେଷ୍ଟା କରିବା ଉଚିତ । କେବେ କେବେ ଏମିତି ବି ହୋଇଥାଏ ଯେ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଦୁହିଁଙ୍କ ମଧ୍ୟରେ କିଛି ଭଲ ହୋଇ ନଥାଏ ସେଥିପାଇଁ ଚିନ୍ତା କରିବା କିଛି ଦରକାର ନାହିଁ, ସେହି ସମୟରେ ଆପଣଙ୍କୁ ଏହି ଉପାୟ କରିବା ଉଚିତ ଅଟେ ଏହା କଲେ ଆପଣଙ୍କ ସମ୍ପର୍କ ଆଗ ଭଳି ସୁଖମୟ ହୋଇଯିବ ।

ଆଜି ଆମେ ଆପଣଙ୍କୁ ଗୋଟେ ଏମିତିଆ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଯିବ ଓ ଆପଣଙ୍କ ମଧ୍ୟରେ ଆସିଥିବା ଦୂରତା ସମାପ୍ତ ହୋଇଯିବ । ଏହି ଉପାୟ ନା କେବଳ ଆପଣଙ୍କ ସମ୍ପର୍କ କୁ ଯୋଡିବ ଏହା ଛଡା ଆପଣଙ୍କ ପାର୍ଟନର ଖରାପ ଅଭ୍ୟାସ ବି ଛଡେଇ ଦେବ । ଏହି ଉପାୟକୁ କପଲ୍ସମାନେ ବି କରିପାରିବେ ଯାହା ଫଳରେ ତାଙ୍କ ମଧ୍ୟରେ ହେଉଥିବା ଝଗଡା ସମାପ୍ତ ହୋଇ ନୂଆ ପ୍ରେମ ଉତ୍ପନ ହେବ ।

e
ଏହି ଊପାୟ ପାଇଁ ଦୁଇଟି ଜିନିଷ ଅତି ଆବଶ୍ୟକ ଅଟେ ପ୍ରଥମେ ତୁଳସୀ ପତ୍ର ଓ ଦ୍ଵିତୀୟ ଲେମ୍ବୁ, ତୁଳସୀ ସମସ୍ତଙ୍କ ଘରେ ଘରେ ପୂଜା ହୋଇଥାନ୍ତି । ତୁଳସୀଙ୍କୁ ଦେବୀ ଭଳି ପୂଜା କରା ଯାଇଥାଏ, ଦୀପାବଳି ପରେ ହୋଇଥିବା ଏକାଦଶିରେ ତୁଳସୀ ସହ ଶ୍ରୀକୃଷ୍ଣଙ୍କ ବିବାହ କରା ଯାଇଥାଏ । ସେଥିପାଇଁ ବିବାହିତ ଦମ୍ପତ୍ତି ମଧ୍ୟରେ ବାଦ ବିବାଦ ହେଲେ ଓ ସମ୍ପର୍କ ଖରାପ ହେଲେ ତୁଳସୀ ପୂଜା କରିବା ଅତ୍ୟାବଶ୍ୟକ ହୋଇଥାଏ ଯାହା ଦ୍ଵାରା ଦୁହିଁଙ୍କ ମନ ପରିବର୍ତ୍ତନ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button