ଏହି ରୋଗରେ ଫୁଲକୋବି ଖାଇବା ବିଷ ଖାଇବା ସହ ସମାନ, ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ

ଆଜି ଆମେ ଫୁଲକୋବି ବିଷୟ ରେ ଜାଣିବା, ଏହା ଏକ ଏମିତି ପାରିବା ଯାହାକୁ ବଜାର ରେ ଦେଖିଲେ ଲୋଭ ହୁଏ ଏବଂ ଲୋକ ଏହାକୁ ଭାତ ସହ ଖାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ କିଛି ରୋଗ ଏମିତିୟା ବି ଅଛି ଯାହା ପାଇଁ ଫୁଲକୋବି ବିଷ ପରି କାମ କରେ, ଏହି ରୋଗ ରେ ଫୁଲକୋବି ଖାଇଲେ ରୋଗ ଅତ୍ୟଧିକ ବଢି ଥାଏ । ଆଜି ଏହି ଆର୍ଟିକ୍ଲ ରେ ଆମେ ଆପଣଙ୍କୁ ଏହି ରୋଗ ବିଷୟ ରେ କହିବାକୁ ଯାଉଛୁ । ଯଦି କାହାକୁ ହୃଦୟ ରୋଗ ବା କିଡନି ରୋଗ ହୋଇଥାଏ ଏବଂ ତା ସହ ସୁଗାର ବଢି ଥାଏ ସେହି ଲୋକଙ୍କ ପାଇଁ ଫୁଲକୋବି ବିଷ ପରି କାମ କରିଥାଏ ।
କାହିଁକିନା ଫୁଲକୋବି ରେ ପ୍ୟୁରିନ ମାତ୍ରା ଅଧିକ ଥାଏ, ଏହା ଦ୍ଵାରା ଶରୀର ରେ ୟୁରିନ ଲେବଲ ବଢି ଯାଇଥାଏ ଯାହା ଏହି ରୋଗରେ ହାନିକାରକ ହୋଇଥାଏ । ଏମିତି ନୁହେଁ କି ଫୁଲକୋବି ଖରାପ ପରିବା ଏହା ଅଲଗା ଲୋକଙ୍କ ପାଇଁ ଲାଭକାରୀ ଅଟେ କିନ୍ତୁ ଏହି ରୋଗୀ ମାନଙ୍କ ପାଇଁ ବିଷ ଅଟେ ।
ଏହା ଆମ ଶରୀର ରେ ରକ୍ତ କୁ ସଫା କରି ଚର୍ମ ରୋଗରୁ ବଞ୍ଚାଇଥାଏ, ଏମିତିଆ ଲୋକ ଯାହାକୁ ଚର୍ମ ରୋଗ ହୋଇଥାଏ ସେହି ଲୋକ ଫୁଲକୋବି ର ଯେତେ ପାରୁଛନ୍ତି ଉପଯୋଗ କରନ୍ତୁ । କିନ୍ତୁ ଯେଉଁ ଲୋକ ହୃଦୟ ବା କିଡନି ପାଇଁ ଔଷଧ ଖାଉଛନ୍ତି ସେ ଫୁଲକୋବି ରୁ
ଫୁଲକୋବି ରେ ସୁଗାର ହୋଇଥାଏ ସେଥିପାଇଁ ଦଇବେଟିଜ ଲୋକ ଏହାର ସେବନ କରନ୍ତୁ ନାହିଁ । ଏହି ପରିବା ଠାରୁ ଦୂରେଇ ରୁହନ୍ତୁ । ନଚେତ ଏହା ଆପଣଙ୍କ ପାଇଁ ବହୁତ ଖରାପ ହୋଇପାରେ । ଯଦି ବି ଆପଣ ଏହାର ସେବନ କରୁଛନ୍ତି ତେବେ ଦେଖି ଚାହିଁ ଅଳ୍ପ ମାତ୍ରାରେ କରି ପାରିବେ ନଚେତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।