ଯଦି ଏହି ଲକ୍ଷଣ ଦେଖା ଦେଉଛି ତ ହୋଇଯାନ୍ତୁ ସାବଧାନ ! ବିପଦରେ ଅଛି ଆପଣଙ୍କ Heart, ତୁରନ୍ତ କରାନ୍ତୁ ନିଜର ଚିକିତ୍ସା…

। ସୂଚନା ଅନୁସାରେ ହାର୍ଟ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଏକ ଅଙ୍ଗ ହୋଇଥାଏ । ହାର୍ଟ ଠିକ ସେ କାର୍ଯ୍ୟକାରୀ ହେଉଥିଲେ । ଶରୀରରେ କୌଣସି ପ୍ରକାର ଅସୁବିଧା ଆସିନଥାଏ । ଯଦି ହାର୍ଟରେ କିଛି ସମସ୍ଯା ଆସିଥାଏ । ତେବେ ବ୍ୟକ୍ତି କାର୍ଡିଆକ ଆରେଷ୍ଟ ବା ହାର୍ଟ ଆଟାକ ଆସିବାର ସମ୍ଭାବନା ରହିଥାଏ । ବହୁତ ଲୋକଙ୍କ କହିବା ଅନୁସାରେ ଯେତେବେଳେ ହାର୍ଟ ଆଟାକ ହେଲେ ଅଚାନକ ଭାବରେ ହୋଇଗଲା ।
ସେପରି କିଛି ବି ନୁହେଁ । ଅନ୍ୟ ସମସ୍ତ ରୋଗ ବେମାରୀ ପରି ହାର୍ଟ ଆଟାକ ହେବାର ପୂର୍ବରୁ ଶରୀରରେ ଏପରି କିଛି ଲକ୍ଷଣାମାନ ଦେଖିବାକୁ ପାଉଥିଲେ । ତେବେ ଆଗକୁ ହାର୍ଟ ରିଲେଟେଡ଼ ସମସ୍ଯା ଆସିବାର ସମ୍ଭାବନା ରହିଥାଏ । ବେକ ଓ କାନ୍ଧରେ ଯନ୍ତ୍ରଣା ହେବା । ଶରୀରର ବେକ ରୁ ନେଇ କାନ୍ଧ ପର୍ଯ୍ୟନ୍ତ ଯଦି ବାମ ପାଖରେ ଯନ୍ତ୍ରଣା ହେବା ଏହା ଏକ ସାଧାରଣ ଲକ୍ଷଣ ହୋଇପାରେ ।
ଯଦି ସବୁବେଳେ ବଡିର ବେକ ଓ କାନ୍ଧ ପାଖାପାଖି ଏରିଆରେ ଯନ୍ତ୍ରଣା ଅନଭୂତ ହେଉଥାଏ । ତେବେ ଏହା ହାର୍ଟକୁ ନେଇ କିଛି ସୂଚନା ଦେଇଥାଇପରେ। ତେବେ ଏହାକୁ ସବୁବେଳେ ଅଣଦେଖା କରିବା ଉଚିତ ନୁହେଁ । ଦିତୀୟ ଲକ୍ଷଣରେ ଯଦି ହାତର ପାପୁଲି ଓ ଗୋଡର ପାଦ ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ଅଧିକ ଥଣ୍ଡା ଲାଗୁଥାଏ ।
ତେବେ ଏହା ମଧ୍ୟ ହାର୍ଟ ଦୁର୍ବଳ ହେବାର ସମ୍ଭାବନା ଦେଇଥାଏ । କାରଣ ହାର୍ଟ ଠାରୁ ପାପୁଲି ଓ ପାଦ ହାର୍ଟ ଠାରୁ ବହୁତ ଦୂରରେ ରହିଥାନ୍ତି । ଯେତେବେଳେ ହାର୍ଟ ଦୁର୍ବଳ ରହିଥାଏ । ସେ କେବଳ ମୁଖ୍ୟ ଅଙ୍ଗ ଗୁଡିକ ପାଇଁ ରକ୍ତ ଯୋଗାଣ କରିଦେଇଥାଏ । ପାଦ ଓ ପାପୁଲି ପର୍ଯ୍ୟନ୍ତ ରକ୍ତ ସଞ୍ଚଳିତ ହୋଇପାରିନଥାଏ ।
ତେବେ ତୃତୀୟରେ ଦେହରୁ ବିନା କାରଣରୁ ବି ଗମଗମ ହୋଇ ଝାଳ ବାହାରିବା । ଚତୁର୍ଥରେ ଯେଉଁ ପୁରୁଷ ମାନଙ୍କ ଠାରେ ନ୍ପୁଂଷକତା ଭଳି ସମସ୍ଯା ରହିଥାଏ । ସେମାନଙ୍କର ହାର୍ଟ ଦୁର୍ବଳ ଥିବାର ଚାନ୍ସ ରହିଥାଏ । ପଞ୍ଚମରେ ଅଧିକ କିଛି ଶାରୀରିକ ପରିଶ୍ରମ ଭଳି କାର୍ଯ୍ୟ ନକରି ମଧ୍ୟ ଧଇଁସଇଁ ହୋଇ ନିଶ୍ଵାସ ନେବାରେ କଷ୍ଟ ହେବା । ଷଷ୍ଠରେ ଶରୀର ଅଧିକ ଦୁର୍ବଳ ହେବାର ସୂଚନା ହାର୍ଟ ଦୁର୍ବଳ ହେବାର ସଂକେତ ଦେଇଥାଏ ।