ସ୍ୱାସ୍ଥ୍ୟ

କୁମ୍ଭକର୍ଣ୍ଣ ଭଳି ନିଦ ଆସିଯିବ… କେବଳ ଏହି ମଞ୍ଜିକୁ ଭାଜିକି ଖାଆନ୍ତୁ, ଚିନ୍ତାମୁକ୍ତ ହୋଇ ଶୋଇବେ

ନ୍ଧୁଗଣ ଯଦି ଆପଣଙ୍କୁ ମଧ୍ୟ ନିଦ ନହେବା ଭଳି ସମସ୍ଯା ରହୁଅଛି । ଆପଣ ମଧ୍ୟ ଅନିଦ୍ରାପଣରେ ପୀଡିତ ରହିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହାର ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ଆପଣ ବେଡ୍ କୁ ଯିବା ମାତ୍ରେ ଆପଣଙ୍କ ଆଖିକୁ ନିଦ ମାଡି ଆସିବ । ତେବେ ବନ୍ଧୁଗଣ ଆଉ ସମୟ ବିଳମ୍ବ ନକରି ଭଲ ନିଦ୍ରା ପାଇଁ ବହୁତ ଭଲ ଘରୋଇ ଉପଚାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ତେବେ ଏହି ଉପଚାର କରିବା ପାଇଁ ଆପଣଙ୍କୁ ଫୁଟି କାକୁଡିର ମଞ୍ଜିର ଆବଶ୍ୟକତା ପଡିବ । ଯଦି ଆପଣଙ୍କୁ ତାହା ମିଳୁ ନାହିଁ । ତେବେ ଆପଣ ତାହା ପରିବର୍ତ୍ତେ ତରଭୁଜ ମଞ୍ଜିର ବ୍ୟବହାର କରି ମଧ୍ୟ ଏହି ଉପଚାରଟି ପ୍ରସ୍ତୁତ କରିପାରିବେ । ଫୁଟି କାକୁଡି ମଞ୍ଜିର ପ୍ରୟୋଗ କରି ଭଲ ନିଦ ଆଣିପାରିବା । କାରଣ ଏହି ମଞ୍ଜିର ସେବନ ଦ୍ଵାରା ଏହା ବ୍ୟକ୍ତିକୁ ମାନସିକ ଶାନ୍ତି ଦେଇଥାଏ । ମସ୍ତିଷ୍କରେ ବଳ ଭାବେ ବ୍ଲଡ଼ ସଂଚାଳନ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତିକୁ ଭଲ ନିଦ ମଧ୍ୟ ଏଥିଦ୍ଵାରା ହୋଇଥାଏ ।

ପ୍ରଥମେ ଆପଣ ଅଳ୍ପ କିଛି ଫୁଟି କାକୁଡି ମଞ୍ଜି ନେଇ ତାହାକୁ ତାୱାରେ ଡ୍ରାଏ ରୋଷ୍ଟ ଧିମା ଆଞ୍ଚରେ କରନ୍ତୁ । ନଚେତ ଅଳ୍ପ ଟିକେ ଘିଅ ଦେଇ ମଧ୍ୟ ତାହାକୁ ଭାଜି ପାରିବେ । ମଞ୍ଜି ଅଳ୍ପ ଭାଜି ହୋଇସାରିବା ପରେ ତାହାକୁ ଆଞ୍ଚରୁ କାଢି ଆଣି କିଛି ସମୟ ପର୍ଯ୍ୟନ୍ତ ଥଣ୍ଡା ହେବାକୁ ତାହାକୁ ଛାଡି ଦିଅନ୍ତୁ । ତାହା ସଂପୂର୍ଣ୍ଣ ଥଣ୍ଡା ହୋଇଯିବା ପରେ କୌଣସି ଏକ ଜାରରେ ତାକୁ ଷ୍ଟୋର କରି ରଖିଦିଅନ୍ତୁ ।

 

ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଭାଜି ରଖିଥିବା ମଞ୍ଜିରୁ 1 ଚାମଚ ଭଳି ନେଇ ତାହାକୁ ଖାଇ ଶୁଅନ୍ତୁ । ଏହାକୁ ଖାଇ ଶୋଇବା ଦ୍ଵାରା ରାତିରେ ନିଦ ନହେବା ଭଳି ସମସ୍ଯା ଲୋକଙ୍କର ଦୂର ହୋଇଥାଏ । ଯାହାଫଳରେ ଲୋକଙ୍କୁ ଭଲ ନିଦ ଆସିଥାଏ । ଆପଣ ଏହାକୁ ପାଖାପାଖି 10 ଦିନ ପର୍ଯ୍ୟନ୍ତ କରନ୍ତୁ ।

ରାତିରେ ଖାଇ ସାରିବାର କିଛି ସମୟ ପରେ ଅର୍ଥାତ ଶୋଇବା ପୂର୍ବରୁ ଫୁଟି କାକୁଡିର ଭାଜି ରଖିଥିବା ମଞ୍ଜିକୁ ଖାଇକି ଶୋଇଲେ ନିଦ ଭଲ ହୋଇଥାଏ । ହେଲେ ବିପି ଲୋ ରହିଥିବା ଲୋକଙ୍କୁ ଏହି ଫୁଟି କାକୁଡି ମଞ୍ଜିର ସେବନ କରିବା ଉଚିତ ନୁହେଁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button