ଆଣ୍ଠୁ ବିନ୍ଧା ସବୁଦିନ ପାଇଁ ଭଲ ହୋଇଯିବ, କରନ୍ତୁ ଏହି ସରଲା ଦେଶୀ ଉପଚାର

ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଜଏଣ୍ଟ ପେନ ସମସ୍ଯା ସବୁ ଦିନ ପାଇଁ ଭଲ କରିଦେବ । ଏହି ଉପଚାର ଟି ବନେଇବା ପାଇଁ ବହୁତ ସହଜ ଅଟେ । ଗୋଟିରେ ଆପଣଙ୍କୁ ମାଲିସ ଓ ଅନ୍ୟଟିରେ ଆପଣଙ୍କୁ ସେବନ କରିବାକୁ ହେବ । ଏହା ବନେଇବା ପାଇଁ ଆବଶ୍ୟକ ରହିଛି ମେଥି ଗୁଣ୍ଡ । ପ୍ରଥମ ଥର ପାଇଁ ଯଦି ଆପଣ ବନାଇବେ ତେବେ 50 ଗ୍ରାମ ଲେଖାଏଁ ପ୍ରୟୋଗ କରନ୍ତୁ ।
ଦ୍ଵିତୀୟ ସାମଗ୍ରୀ ହେଉଛି ସୁଣ୍ଠି ପାଉଡର ଯାହାକୁ ଆମେ ଶୁଖିଲା ଅଦା କହିଥାଉ । ଏହା ପରେ ଆପଣ ନିଅନ୍ତୁ ହଳଦୀ ଗୁଣ୍ଡ । ଚତୁର୍ଥ ସମାଗରୀ ହେଉଛି ଅଶ୍ଵଗନ୍ଧା ଯାହା ଶରୀରର ଅନେକ ପ୍ରକାରର ରୋଗ ଦୂର କରିଥାଏ । ଏହି 4ଟି ସାମଗ୍ରୀ କୁ ଆପଣ ଭଲେ ଭାବେ ମିଶ୍ରଣ କରନ୍ତୁ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପଡିବ ଉଷୁମ ପାଣି ବା କ୍ଷୀର ।
କ୍ଷୀର ବା ପାଣିରେ ଏହି ସବୁ ସାମଗ୍ରୀର ମିଶ୍ରଣକୁ ଏକ ଚାମଚ ମିଶାଇ ସେବନ କରନ୍ତୁ । ଏହା ବହୁ ପରୀକ୍ଷିତ ଓ ଚମତ୍କାରୀ ରେମେଡି ଅଟେ । ଆପଣ ଏମିତି ଗୁଣ୍ଡ ତିଆରି କରି ଏହାକୁ ଷ୍ଟୋର କରି ରଖିପାରିବେ । ଏହାକୁ ଆପଣ ଖାଇବା ପରେ ବ ପୂର୍ବ ରୁ ସେବନ କରନ୍ତୁ । ଏହା ଆପଣଙ୍କର ଜଏଣ୍ଟ ପେନ ସମସ୍ଯା ଦୂର କରିବା ପାଇଁ ଆୟୁର୍ବେଦିକ ଉପଚାର ଅଟେ ।
ଏବେ ଆସନ୍ତୁ ଜାଣିବା ଦ୍ଵିତୀୟ ଉପଚାର ବିଷୟରେ । ଏଥିପାଇଁ ଏକ ପ୍ୟାନ ନିଅନ୍ତୁ । ସେଥିରେ 100 ଗ୍ରାମ ରାଶି ତେଲ ପକାନ୍ତୁ । ଦ୍ଵିତୀୟ ସମାଗରୀ ହେଉଛି 50 ଗ୍ରାମ ରସୁଣ ଯାହା ଆଣ୍ଠୁ ଗଣ୍ଠି ବିନ୍ଧା ଦୂର କରିବା ପାଇଁ ସାହାଜ୍ଯ କରିଥାଏ । ଏହି ତେଲକୁ ହାଲକା ଗରମ କରି ନିଅନ୍ତୁ । ଏହା ଆଣ୍ଠୁ ଗଣ୍ଠି ସମସ୍ଯା ଦୂର କରିବା ପାଇଁ ବହୁତ ଲାଭଦାୟକ ଅଟେ ।
ଏହାକୁ ଅଳ୍ପ ଥଣ୍ଡା ହେବାକୁ ଦିଅନ୍ତୁ । ରସୁଣ କୁ କିଛି ସମାଜ ଯାଏଁ ତେଲ ରେ ରହିବାକୁ ଦିଅନ୍ତୁ ଯେମିତି ଏହାର ପୋଷାକ ତତ୍ତ୍ଵ ଏଥିରେ ମିଶ୍ରଣ ହେବ । ଏବେ ଆପଣଙ୍କର ଯେଉଁ ଜାଗାରେ ଆଁଠୁଗଣ୍ଠି ସମସ୍ଯା ଅଛି ସେଠାରେ ଏହି ତେଲ କୁ ମାଲିସ କରନ୍ତୁ । ଏହା ପ୍ରାକୃତିକ ଘରୋଇ ଉପଚାର ଅଟେ ।