ସ୍ୱାସ୍ଥ୍ୟ

ପାନ ପତ୍ର ଭଲ କରେ ମୁଣ୍ଡବିନ୍ଧା,କାଶ,ଆଣ୍ଠୁଗଣ୍ଠି ବିନ୍ଧା,କବଚ ଏପରି ୧୦୦ ରୋଗ ଭଲ କରେ ,ଚମତ୍କାରୀ ଉପାୟ ଥରେ କରିକି ଦେଖନ୍ତୁ

ନ୍ଧୁଗଣ ସର୍ବଦା ଆମେ ଶୁଭ କାର୍ଯ୍ୟରେ ଏବଂ ପୂଜାରେ ପାନ ପତ୍ରର ପ୍ରୟୋଗ କରିଥାଉ ଅନେକ ଲୋକ ମାଉଥ ଫ୍ରେଶନର ଭଳି ଏଆର ସେବନ କରନ୍ତି ଅଧିକାଂଶ ଲୋକ ଖାଦ୍ୟ ଖାଇବାପରେ ପାନ ଖାଇବାକୁ ପସନ୍ଦ କରି ଥାଆନ୍ତି କାରଣ ଖାଦ୍ୟ ଭଲସେ ଜୀର୍ଣ୍ଣ ହୋଇଥାଏ ଏବଂ ଆମ ପାଞ୍ଚନ ତନ୍ତ୍ର ସର୍ବଦା ସୁସ୍ଥ ରୁହେ ପାନ ପତ୍ର କେବଳ ପୂଜାରେ ବ୍ୟବହାର ହୋଇନଥାଏ ଏଥିରୁ ବହୁତ ସାରା ଔଷଧିୟ ଗୁଣ ମିଳିଥାଏ ଆୟୁର୍ବେଦ ରେ ପାନ ର ବହୁତ ମହତ୍ୱ ଅଛି ହଜାର ପ୍ରକାର ରୋଗ କୁ ଏହା ଆମ ଶରୀରରୁ ଦୂର କରିଥାଏ ବନ୍ଧୁଗଣ ଯେଉଁମାନଙ୍କୁ କଷ୍ଟିପେସନ ଭଳି ସମସ୍ୟା ଅଛି ସେମାନେ ସଖାଳୁ ଗୋଟେ ପାନ ପତ୍ର ଚୋବାଇ ଖାଆନ୍ତୁ କିମ୍ବା ରାତିରେ ଗୋଟେ ପାନ ପତ୍ର ପାଣିରେ ପକାଇ ଦିଅନ୍ତୁ ସଖାଳୁ ସେଇ ପାଣିକୁ ପିଇ ଦିଅନ୍ତୁ ଏବଂ ତାହାପରେ ଭେଦେଇ ଥିବା ପାନ ପତ୍ର କୁ ଚୋବାଇ ଚୋବାଇ ଖାଇଦିଅନ୍ତୁ କଷ୍ଟିପେସନ ଭଳି ସମସ୍ୟାକୁ ଦୂର କରିବାପାଇଁ ପାନପାତ୍ର ଏକ ରାମ ବାଣ ଘରୋଇ ଉପଚାର ଅଟେ |

ବନ୍ଧୁଗଣ ପାନ ପାତ୍ରରେ ଆଣ୍ଟିଅସିଡେଣ୍ଟ ଗୁଣ ଥାଏ ଯାହା ଆମର କାଶ ଭଳି ସମସ୍ୟାକୁ ଦୂର କରିବାପାଇଁ ବହୁତ ଲାଭ ଦାୟକ ହୋଇଥାଏ | ଗୋଟେ ପାନପାତ୍ର କୁ ଯଦି ଆପଣ ପ୍ରତିଦିନ ଚୋବାଇ ଚୋବାଇ ଖାଆନ୍ତି ତେବେ ଆପଣଙ୍କର ପୁରୁଣା ରୁ ପୁରୁଣା କାଶ ଭଳି ସମସ୍ୟା ଭଲ ହୋଇଯିବ ଏଥିରେ ଆଣ୍ଟିଅସିଡେଣ୍ଟ ଗୁଣ ସହିତ ଆଣ୍ଟିସେଫଟିକ ଗୁଣ ଥାଏ ଯାହା ମୁହଁ ସମ୍ଵନ୍ଧିତ ଅନେକ ପକାର ରୋଗ କୁ ଦୂର କରିଥାଏ ଆପଣଙ୍କର ଦାନ୍ତରେ କଷ୍ଟ ହେଉ ଆପଣଙ୍କର ଦାନ୍ତରେ ପୋକ ଲାଗିଥାଉ ମାଡି ଫୁଲିଥାଉ ବା ପାଇରିଆ ଭଳି କୌଣସି ରୋଗ ହେଉ ପାଟି ସମ୍ବଦ୍ଧିତ ଅନେକ ପ୍ରକାର ରୋଗ କୁ ଦୂର କରିଥାଏ ଏଇ ପାନପତ୍ରର ରସ ଚୋବେଇ ଚୋବେଇ ଖାଇପାରିବେ ବା ଆପଣ ପାନ ପତ୍ରର ରସର ମଧ୍ୟ ସେବନ କରି ପାରିବେ |

ଜଏଣ୍ଟ ପେନ ଭଳି ସମସ୍ୟା ପାଇଁ ମଧ୍ୟ ପାନ ପତ୍ରର ରସ ବହୁତ ଅଧିକ ଲାଭ ଦାୟକ ହୋଇଥାଏ ଆପଣ ଏହାକୁ ଚୋବାଇ ଚୋବାଇ ଖାଇ ପାରିବେ ବା ଏହି ପତ୍ରରୁ ରସ କାଢି ପିଇ ପାରିବେ ବା ଏହାକୁ ପାଣିରେ ଫୁଟାଇ ମଧ୍ୟରେ ଏହାର ପ୍ରୟୋଗ କରିପାରିବେ ଯଦି ଆପଣ ଗୋଟେ ପାନ ପାତ୍ରରେ ଚିନି ଦାନା ସଦୃଶ୍ୟ ଚୁର୍ଣ୍ଣ ମିଶାଇ ଯଦି ଆପଣ ପ୍ରତିଦିନ ଖାଇବେ ତେବେ ଆପଣଙ୍କର ଶରୀରରେ କ୍ୟାଲ୍ସିଅମ ର ଅଭାବ ହେବ ନାହିଁ ବନ୍ଧୁଗଣ ଯଦି ଆପଣଙ୍କର ଗଳା ବସି ଯାଇଛି କିମ୍ବା ଆପଣଙ୍କର ପାଟିରେ କୌଣସି ପ୍ରକାରର ଇନଫେକ୍ସନ ହୋଇଅଛି ତେବେ ଆପଣ ଗୋଟେ ପାନ ପତ୍ରକୁ ଏକ ଗ୍ଲାସ ପାଣିରେ ଫୁଟାଇ ସେଥିରେ ଗାଗଲୀନ କରି ପାରିବେ ଦେଖନ୍ତୁ ଗୋଟେ ପାନ ପତ୍ରକୁ ଭଲଭାବରେ ଧୋଇ ଛୋଟ ଛୋଟ ପିସ ରେ ଛିଡେ ଏବଂ 1 ଗ୍ଲାସ ପାଣିରେ ଫୁଟାଇ ଭାଳଭାବରରେ ଏଇ ପାଣିକୁ ଫୁଟାନ୍ତୁ ଯେମିତି ପାନ ପତ୍ରର ସମସ୍ତ ପୋଷାକ ତତ୍ୱ ପାଣିରେ ମିଶିଯିବ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button