ସ୍ୱାସ୍ଥ୍ୟ

ଲି-ଭ-ର ଜ-ନିତ କୌଣସି ସମସ୍ୟା ପାଇଁ କେବଳ ଏହି ଜୁସ ପିଅନ୍ତୁ , ତାପରେ ଦେଖନ୍ତୁ କମାଲ

ବନ୍ଧୁଗଣ କଣ ଆପଣଙ୍କ ପେଟ ଦରଜ ହେଉଛି, ହଜମ ହେଉ ନାହିଁ, ଖଟା ହେକୁଟି ଆସୁଛି, କଲେଷ୍ଟ୍ରଲ ବା ବ୍ଲ-ଡ଼ ପ୍ରେସର ବଢୁଛି, ପେଟ ଫୁଲି ରହୁଛି, ଦୁର୍ବଳ ଲାଗୁଛି, ଠିକ୍ ଭାବରେ ପାଚନ ହେଉ ନାହିଁ, ଏମିତିରେ ଆପଣଙ୍କର ଲି-ଭ-ର ସମସ୍ୟା ନାହିଁ ତ ? କାରଣ ଲି-ଭ-ର ଆପଣଙ୍କର ଟକ୍ସି-ନକୁ ବାହାରକୁ କଢ଼ିବାରେ ସାହାଯ୍ୟ କରି ଥାଏ। ଆପଣଙ୍କ ପାଚନ ତ-ନ୍ତ୍ର ଠିକ ରଖିବାରେ ସାହାଯ୍ୟ କରି ଥାଏ। ଆପଣଙ୍କୁ ରୋଗ ଠାରୁ ବଞ୍ଚେଇ ଥାଏ। ଆପଣଙ୍କ ଶରୀର ରେ ଯାହା ଖରାପ ପ୍ରଭାବ ଆସିଥାଏ, ତାହାକୁ ଲୀ-ଭ-ର ଆସିବାକୁ ଦିଏ ନାହିଁ। ସମସ୍ତ କଷ୍ଟ ନିଜ ଉପରକୁ ନେଇଯାଏ ଏବଂ ଆପଣଙ୍କ ଅଙ୍ଗକୁ ଖରାପ ହେବାରୁ ର-କ୍ଷା କରି ଥାଏ। ଲୀଭର ମଣିଷ ଶରୀରର ଏଭଳି ଏକ ଅଙ୍ଗ ଅଟେ ଯାହା ସେ ନିଜକୁ ନିଜେ ରିପେୟାର କରି ନେଇଥାଏ। କିନ୍ତୁ ଲୋକେ ମ-ଦ, ଚା, କଫି, ସିଗା-ରେଟ , ବିଭିନ୍ନ ପ୍ରକାରର ମେଡିସିନ ଖାଇ ନିଜ ଲୀ-ଭ-ର କୁ ଖରାପ କରିବାରେ ବ୍ୟସ୍ତ।

ଯଦି ଆପଣ ନିଜ ଲି-ଭ-ରକୁ ବଞ୍ଚାଇବା ପାଇଁ ଚାହୁଛନ୍ତି ତାହେଲେ ସର୍ବପ୍ରଥମେ ନି-ଶା ସେବ-ନରୁ ବଞ୍ଚିତ ହୁଅନ୍ତୁ। ଅଳ୍ପ କିଛି ହେବା ଦ୍ଵାରା ବିଭିନ୍ନ ପ୍ରକାରର ମେଡିସିନ ଖାଇବାରୁ ବଞ୍ଚିତ ହୁଅନ୍ତୁ। ଯେତେବେଳେ ଅଧିକ ଆବଶ୍ୟକତା ପଡ଼ିବ, ସେତେବେଳେ ଯାଇ ମେଡିସିନ ଖାଆନ୍ତୁ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ସବୁବେଳେ ସେବନ କରିବା ଦ୍ୱାରା ଆପଣଙ୍କ ଲି-ଭ-ର ପୁଣି ସୁସ୍ଥ ହେବାକୁ ଲାଗିବ, ତାହା ହେଉଛି ଗ୍ରୀନ ଜୁସ। ଗ୍ରୀନ ଜୁସ ସେବନ କରିବା ଆରମ୍ଭ କରି ଦିଅନ୍ତୁ, ଆପଣଙ୍କର ଲିଭର ସୁସ୍ଥ ହେବା ଆରମ୍ଭ ହୋଇଯିବ। କିଛି ଦିନ ମଧ୍ୟରେ ଆପଣ ସୁସ୍ଥ ହୋଇଯିବେ। ଯଦି ଆପଣ ଅଧିକ ଦିନ ବଞ୍ଚିବା ପାଇଁ ଚାହାନ୍ତି ଏବଂ ଅନ୍ୟ ଅଙ୍ଗ କୁ ଖରାପ ହେବାରୁ ବଞ୍ଚାଇବା ପାଇଁ ଚାହାନ୍ତି, ତାହେଲେ ଏହି ଭିଡିଓ କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।

ବନ୍ଧୁଗଣ ପ୍ରଥମ ସାମଗ୍ରୀ ଦରକାର ଯାହା ହେଉଛି ଗାଜର। ଫାଳେ ଗାଜର ଆପଣ ଏଥିପାଇଁ ନିଅନ୍ତୁ ଏବଂ ତାହାକୁ କା-ଟି ଦିଅନ୍ତୁ। ଦ୍ଵିତୀୟ ସାମଗ୍ରୀ ହେଉଛି ଲାଉ। ଆପଣ ଫାଳେ ଲାଉ ନେଇ ତାହାକୁ ଚୋପା କାଢି ଦେଇ ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତୃତୀୟ ସାମଗ୍ରୀ ହେଉଛି ପାଳଙ୍ଗ ଶାଗ। ଆପଣ ଅଳ୍ପ ପାଳଙ୍ଗ ଶାଗ ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଧୋଇ ନିଅନ୍ତୁ। ଏବେ ଆପଣଙ୍କୁ ଆବଶ୍ୟକ ଏକ ବିଲାତି। ବିଲାତି କୁ ମଧ୍ୟ ଛୋଟ ଛୋଟ କରି କା-ଟି ରଖନ୍ତୁ। ଏହାପରେ ଆପଣଙ୍କୁ ଆବଶ୍ୟକ ଏକ ଇଞ୍ଚ ଲମ୍ବା ର ଅଦା। ଅଦା ମଧ୍ୟ ଆପଣଙ୍କ ଲିଭରକୁ ସଫା ରଖିବା ପାଇଁ ଲାଭକାରୀ ଅଟେ। ଏବେ ଆପଣଙ୍କୁ ଆବଶ୍ୟକ ଫାଳେ ଲେମ୍ବୁ। ଏହି ଲେମ୍ବୁକୁ ଆପଣ ଚୋପା ସହ ଗ୍ରାଇଣ୍ଡିଂ କରି ପାରିବେ। ଏବେ ଆପଣଙ୍କୁ ଶେଷ ସାମଗ୍ରୀ ଆବଶ୍ୟକ ତାହା ଅଟେ ବିଟ। ବିଟ କୁ ଛୋଟା ଛୋଟ କା-ଟି ରଖନ୍ତୁ। ଏହିସବୁ ସାମଗ୍ରୀକୁ ନେଇ ଆପଣ ଗ୍ରୀନ ଯୁସ ତିଆରି କରି ପାରିବେ। ତାପରେ ଏଥିରେ ଏକ କପ ପାଣି ମିଶାଇ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ। ପ୍ରତିଦିନ ଏହି ଜୁସରୁ ପ୍ରାୟତଃ ୩୦୦ ମିଲି ମିଟର ଜୁସ ସକାଳୁ ଖାଲି ପେଟରେ ପିଅନ୍ତୁ। ଏହାର ସେବନର ଏକ ଘଣ୍ଟା ପର୍ଯ୍ୟନ୍ତ ଆପଣ କିଛି ଖାଆନ୍ତୁ ନାହିଁ। ଏହା ଆପଣଙ୍କ ଲିଭରକୁ ପୁଣି ସୁସ୍ଥ କରିବାରେ ସାହାଯ୍ୟ କରିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଲାଇକ କମେଣ୍ଟ ଓ ସେଆର କରନ୍ତୁ । ଏମିତି ନୂଆ ନୂଆ ବିଷୟରେ ଜାଣିବା ପାଇଁ ଆମ page କୁ ଲାଇକ କରନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button