ଜ୍ୟୋତିଷ

ବିବାହିତା ମହିଳା ମାନେ ଏହି 5ଟି ଜିନିଷ ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ…

ବନ୍ଧୁଗଣ ବିବାହ ପରେ ବିବାହିତା ମହିଳା ମନାଙ୍କୁ ନୂଆ ସମ୍ପର୍କ ସହ ଯୋଡି ହେବାକୁ ପଡିଥାଏ । ଘରେ ବିବାହ ପରେ ଅନେକ ନୂଆ ମହିଳା ମାନଙ୍କ ସହ ସାକ୍ଷାତ ହୋଇଥାଏ । ଏହା ସହ ନୂଆ ବିବାହିତା ମହିଳାଙ୍କୁ ନିଜର କିଛି ଜିନିଷ ସେୟାର କରିବାକୁ ପଡିଥାଏ । କିନ୍ତୁ ବିବାହିତା ମହିଳା ମାନଙ୍କୁ ଏମିତି କିଛି ଜିନିଷ ଅଛି ଯାହା ଅନ୍ୟ ମହିଳାଙ୍କ ସହ ସେୟାର କରିବା ଉଚିତ ନୁହେଁ । ଏହା ଦ୍ଵାରା ସ୍ଵାମୀ ଙ୍କ ସହ ସମ୍ପର୍କ ଖରାପ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବିବାହିତା ମହିଳା ଏହି 5ଟି ଜିନିଷ କେବେ ବି କାହା ସହ ସେୟାର କରିବା ଉଚିତ ନୁହେଁ ।

 

1- ସିନ୍ଦୁର : ଜଣେ ବିବାହିତା ନାରୀ ଙ୍କ ପାଇଁ ସିନ୍ଦୁଆର ତାର ଆଭୁଷଣ ହୋଇଥାଏ । କିନ୍ତୁ ବିବାହିତା ହୋଇଥିବା ନାରୀ ଙ୍କୁ କେବେ ବି ଅନ୍ୟ ମହିଳା ମାନଙ୍କ ସହ ସିନ୍ଦୁର ଡବା ଦାନ ଅକରିବା ଉଚିତ ନୁହେଁ । ଏହା ଛଡା ଯେବେ ବି ନାରୀ ମାନେ ସିନ୍ଦୁର ଲଗାଇବେ ଏକା ବେଳେ ଲଗାନ୍ତୁ । ବିବାହିତା ନାରୀ ସର୍ବଦା ମୁଣ୍ଡ ରେ ଓଢଣା ଦେଇ ସିନ୍ଦୁର ଲଗାଇବା ଉଚିତ ହୋଇଥାଏ । ସିନ୍ଦୁର ସମସ୍ତଙ୍କ ଆଗରେ ଲଗାଇବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ ।

2- କାଜଲ : ନାରୀ ମାନେ ଆଖି ରେ କାଜଲ ଲଗାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଅନେକ ସମୟରେ ଏମିତି ହୁଏ କି ନାରୀ ମାନେ ନିଜ କାଜଲ ଅନ୍ୟ ସ୍ତ୍ରୀ ଙ୍କ ସହ ସେୟାର କରିଥାନ୍ତି । କିନ୍ତୁ ଏହା ଦ୍ଵାରା ସ୍ଵାମୀ ଙ୍କ ସହ ଭଲ ପାଇବା କମ ହୋଇଯାଏ । ଏଣୁ କାଜଲ ଅନ୍ୟ ନାରୀ ଙ୍କ ସହ ସେୟାର କରିବା ଉଚିତ ନୁହେଁ ।

3- ମେହେନ୍ଦି : ବିବାହ ସମୟରେ ଝିଅ ମାନେ ହାତରେ ମେହେନ୍ଦି ଲଗାଇଥାନ୍ତି । ଏହା ପରମ୍ପରା ହୋଇଥାଏ । କିନ୍ତୁ ବାହା ହେବାକୁ ଯାଉଥିବା ଝିଅ ନିଜ ମେହେନ୍ଦି ଅନ୍ୟ ଝିଅ ମାନଙ୍କୁ ଲଗାଇବାକୁ ଦିଅନ୍ତୁ ନାହିଁ । ଏହା ଦ୍ଵାରା ସ୍ଵାମୀ ଙ୍କର ଆକର୍ଷଣ ପ୍ରତି କମ ହୋଇଯାଏ ।

4- ଟିକିଲି ବା ବିନ୍ଦି : ବିବାହିତା ନାରୀ ମାନେ ନିଜ ମଥାର ବିନ୍ଦି ଅନ୍ୟ ନାରୀ ଙ୍କୁ ଦେବା ଶୁଭ ମାନାଯାଏ ନାହିଁ । ଏଣୁ ନିଜର ବିନ୍ଦି ଅନ୍ୟ କାହାକୁ ଦେବା ଉଚିତ ନୁହେଁ ।

5- ଚୁଡି ଓ ପାଉଁଜି : ଜଣେ ନାରୀ ପାଇଁ ହାତ ରେ ଚୁଡି ଓ ପାଦ ରେ ପାଉଁଜି ବେସ ସୋଭା ଦେଇଥାଏ । ଏ ସବୁ ପିନ୍ଧିବାକୁ ଜଣେ ମହିଳା ବେସ ପସନ୍ଦ କରିଥାଏ । ଓ ଏହା ବିବାହ ପରେ ପିନ୍ଧିବା ଅତ୍ୟନ୍ତ ଜରୁରୀ ହୋଇଥାଏ । କିନ୍ତୁ ବିବାହିତା ନାରୀ ମାନେ ଭୁଲ ରେ ବି ନିଜର ଚୁଡି ଓ ପାଉଁଜି ଅନ୍ୟ ନାରୀ ଙ୍କୁ ଦେବା ଉଚିତ ନୁହେଁ ।

 

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button