ପ୍ରତି ଦିନ ସକାଳେ କେଉଁ 3ଟି ପତ୍ର ଖାଇଲେ ସୁଗାର ଓ ବ୍ଲଡ଼ ପ୍ରେସର କଣ୍ଟ୍ରୋଲ ରେ ରହିବ
ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ତେବେ ଆଜି ଆମେ ଆପଣଙ୍କୁ କିଛି ନୂଆ ନୂଆ ତଥା ମଜାଳିଆ ଜ୍ଞାନ ବିଷୟରେ କହିବା ପାଇଁ ଯାଉଛୁ । ଯାହାକୁ ପଢିଲା ମାତ୍ରେ ହିଁ ଆପଣଙ୍କ ମୁହଁରେ ଏକ ସୁନ୍ଦର ହସ ଚାଲି ଆସିବ ।
ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ସାଧାରଣ ଜ୍ଞାନ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ଦୈନନ୍ଦିନ ଜୀବନରେ ନିହାତି କାମରେ ଆସିବ । ଏହାକୁ ନିଜର ଦୈନିକ ଜୀବନରେ କାମରେ ଲଗାଇଲେ ଆପଣ ବେଶ ଉପକୃତ ହେବେ । ଓ କିଛି ନୂଆ ଶିକ୍ଷଣୀୟ ଜିନିଷ ମଧ୍ୟ ଶିଖିବାକୁ ପାଇବେ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।
1- କେଉଁ ଜୀବ 100 ଟି ଶବ୍ଦ କରିପାରେ ?
ଉତ୍ତର- ବିଲେଇ ।
2- ଗୋଲାପ ଫୁଲ ର ଦେଶ କାହାକୁ କୁହା ଯାଇଥାଏ ?
ଉତ୍ତର- ବୁଲଗେରିଆ ।
3- ମଣିଷର ଆଖି କେତେ ଦୂରତା ପର୍ଯ୍ୟନ୍ତ ଦେଖି ପାରିଥାଏ ?
ଉତ୍ତର- 20 କିମି ।
4- କେଉଁ ଦେଶ ସର୍ବାଧିକ କଫି ଉତ୍ପାଦନ କରିଥାଏ ?
ଉତ୍ତର- ବ୍ରାଜିଲ ।
5- ପ୍ରତିଦିନ ତରଭୁଜ ଖାଇବା ଦ୍ଵାରା କେଉଁ ମାରାତ୍ମକ ରୋଗ ଠିକ ହୋଇଥାଏ ?
ଉତ୍ତର- ହାଇ ବ୍ଲଡ଼ ପ୍ରେସର ।
6- କେଉଁ ଜୀବ ଠିଆ ହୋଇ ସୋଇ ପଡେ ?
ଉତ୍ତର- ଘୋଡା ।
7- ବିଶ୍ଵ ରେ କେଉଁ ଦେଶରେ ବିଧବା ସ୍ତ୍ରୀ ଲୋକଙ୍କୁ ବିବାହ କରିଲେ ସରକାରୀ ଚାକିରି ମିଳେ ?
ଉତ୍ତର- ଆଇସଲ୍ୟାଣ୍ଡ ।