ରାଜ୍ୟ

ଘର ଭିତରେ ଜଳିଗଲା ୪ ବାଇକ୍, ନିଆଁକୁ ଆୟତ୍ତ କଲେ ଦମକଳ ବାହିନୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର ଆରଏଚଏସ କଲୋନିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ୟାଟେରି ବାଇକ ହେଲା କାଳ। ବ୍ୟାଟେରି ବାଇକ ଚାର୍ଜ କରୁକରୁ ସର୍ଟ ସର୍କିଟରୁ ଜଳିଗଲା ଅନ୍ୟ ୩ ବାଇକ୍। ଘର ଭିତରେ ହଠାତ ଜଳିଗଲା ୪ ବାଇକ୍।

ସୁନ୍ଦରଗଡ଼ ସହର ଆରଏଚଏସ କଲୋନିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ୟାଟେରି ବାଇକ ହେଲା କାଳ। ବ୍ୟାଟେରି ବାଇକ ଚାର୍ଜ କରୁକରୁ ସର୍ଟ ସର୍କିଟରୁ ଜଳିଗଲା ଅନ୍ୟ ୩ ବାଇକ୍। ଘର ଭିତରେ ହଠାତ ଜଳିଗଲା ୪ ବାଇକ୍।
ସୁନ୍ଦରଗଡ଼ ସହର ଆରଏଚଏସ କଲୋନିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ୟାଟେରି ବାଇକ ହେଲା କାଳ। ବ୍ୟାଟେରି ବାଇକ ଚାର୍ଜ କରୁକରୁ ସର୍ଟ ସର୍କିଟରୁ ଜଳିଗଲା ଅନ୍ୟ ୩ ବାଇକ୍। ଘର ଭିତରେ ହଠାତ ଜଳିଗଲା ୪ ବାଇକ୍। ଫଳରେ ୪ ଟି ବାଇକ ଜଳିଯିବା ସହ ଘର ମଧ୍ୟ ନଷ୍ଟ ହୋଇଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ୨ ଟି ବ୍ୟାଟେରି ବାଇକ୍ , ୩ ଟି ନର୍ମାଲ ବାଇକ ଓ ଗୋଟିଏ ସାଇକେଲ ଜଳି ଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button