ରାଜ୍ୟ

4ଖଣି ମାଫିଆଙ୍କ ଆକ୍ରମଣରେ ଗାଁ ସଭାପତି ଗୁରୁତର, ଚାପି ହୋଇ ଅପରେଟର ମୃତ

ଖୋର୍ଦ୍ଧା: ବେଆଇନ ଖଣି ଖନନକୁ ନେଇ କୁମାରବସ୍ତ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି। ଏଠାରେ ଖଣି ମାଫିଆଙ୍କ ଆକ୍ରମଣରେ ଗାଁ ସଭାପତି ସଞ୍ଜୟ ପାଇକରାୟ ଗୁରୁତର ହୋଇଛନ୍ତି। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଦୁଇଟି ଗାଡ଼ି ପୋଡ଼ି ହୋଇଥିବାର ସୂଚନା ମିଳିଛି। ଗାଁରେ ଚାପା ଉତ୍ତେଜନା ଲାଗି ରହିଛି।

ଖଣି ମାଫିଆଙ୍କ ଆକ୍ରମଣରେ ଗାଁ ସଭାପତି ସଞ୍ଜୟ ପାଇକରାୟ ଗୁରୁତର ହୋଇଛନ୍ତି। ମହାପ୍ରଭୁଙ୍କ ପଥର ଖଣିରେ ଚାପି ହୋଇ ଜଣେ କ୍ରେନ୍ ଅପରେଟର ପ୍ରାଣ ହରାଇଥିବାର ଖବର ମିଳିଛି।
ତେଣେ ମହାପ୍ରଭୁଙ୍କ ପଥର ଖଣିରେ ଚାପି ହୋଇ ଜଣେ କ୍ରେନ୍ ଅପରେଟର ପ୍ରାଣ ହରାଇଥିବାର ଖବର ମିଳିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button