ଦେଶ- ବିଦେଶ

ଏହି ୨ ଟି ନାମର ସ୍ତ୍ରୀମାନେ ସାରା ଜୀବନ ନିଜ ସ୍ଵାମୀଙ୍କ ଠାରୁ ରହିଥାନ୍ତି ଦୁଃଖୀ, କଣ ଆପଣଙ୍କ ସ୍ତ୍ରୀ ତ ଏମାନଙ୍କ ମଧ୍ୟରେ ନାହାଁନ୍ତି

ବିବାହର ବନ୍ଧନ ଏହି ଦୁନିଆରେ ବହୁତ ଖାସ ହୋଇଥାଏ କାହିଁକି ନା ଗୋଟେ ଅଜଣା ପୁଅ ଓ ଗୋଟେ ଅଜଣା ଝିଅ ବିବାହ ବନ୍ଧନରେ ବାନ୍ଧିହେବା ପରେ ସାତ ଜନ୍ମ ସାଙ୍ଗରେ ରହିବା ପାଇଁ ପ୍ରତିଜ୍ଞା ନିଅନ୍ତି । ଜଣେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ମଧ୍ୟରେ ସବୁଠୁ ବଡ଼ ଯେଉଁ ବନ୍ଧନ ହେଇଥାଏ ସେ ହେଉଛି ଭଲ ପାଇବା ଓ ବିଶ୍ୱାସ । ଏହା ବଦଳରେ ସମ୍ପର୍କ ଲମ୍ବା ଚାଲିଥାଏ ଓ ପରସ୍ପର ବାନ୍ଧି ହୋଇ ରହିଥାନ୍ତି । ଜଣେ ଝିଅ ଯିଏ କି ନିଜ ପରିବାରକୁ ଛାଡି ନିଜ ସ୍ଵାମୀଙ୍କ ସହ ବିବାହ କରିବା ପରେ ତାଙ୍କ ସହିତ ରହିବାକୁ ଲାଗିଥାଏ ଓ ସେହି ଝିଅର ବହୁତ ଏକ୍ସପେଟ ସ୍ବାମୀ ସହ ଯୋଡିହୋଇ ରହିଥାଏ ।

ସ୍ବାମୀଙ୍କ ଠାରୁ ମିଳିବା ଭଲପାଇବା ସମ୍ମାନ ଓ ତା ସହିତ ସାରା ଜିବନ ତାଙ୍କର ମନର କଥା ଓ ତାଙ୍କ ଇଚ୍ଛାର ସମ୍ମାନ କରିବା ଏମିତି ବହୁତ କିଛି ହୋଇଥାଏ ଯାହା ଜଣେ ଝିଅ ନିଜ ସ୍ବାମୀଙ୍କ ଉପରେ ଏକ୍ସପେଟ କରିଥାଏ ଓ ସାରାଜୀବନ ମନପ୍ରାଣ ଦେଇ ନିଜ ସ୍ବାମୀ ସହ ରହିଥାଏ ଓ ଜୀବନରେ ତାଙ୍କର ବରାବରରେ ସବୁ ସମୟରେ ସାଙ୍ଗରେ ଚାଲିଥାଏ । ସମୟର ସହିତ ସ୍ବାମୀ ସ୍ତ୍ରୀର ସମ୍ପର୍କ ଗଭିର ହୋଇଥାଏ ଓ ତାଙ୍କ ମଧ୍ୟରେ ପ୍ରେମ ଓ ସମ୍ମାନ ଭାବନା ବଢ଼ିବାରେ ଲାଗିଥାଏ ।

କିନ୍ତୁ କିଛି ସ୍ଵାମୀ ସ୍ତ୍ରୀଙ୍କ ଜୀବନରେ ବାଲାନ୍ସ ରହି ନଥାଏ । କାହିଁକି ନା ସ୍ବାମୀ ନିଜ ସ୍ତ୍ରୀଙ୍କ ସାଥିରେ ନଥାନ୍ତି, ତାଙ୍କର କଥା ଶୁଣନ୍ତି ନାହିଁ ଓ ତାଙ୍କର ଇଛାଗୁଡିକ ଓ ଭାବନାର ସମ୍ମାନ କରିନଥାନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ୨ ଟି ନାମର ଝିଅ ଯିଏ ନିଜ ସ୍ବାମୀଙ୍କ ସହିତ ଜିବନସାରା ଠିକ ସେ ରହିପାରି ନାହାନ୍ତି । ସେମାନଙ୍କୁ ଜୀବନସାରା ତାଙ୍କର ସ୍ବାମୀଠୁ କେବଳ ଦୁଃଖ ମିଳିଥାଏ । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କିଏ ସେହି ଦୁଇଟି ନାମର ସ୍ତ୍ରୀ ଯାହାକୁ କେବେ ବି ସ୍ୱାମୀର ସୁଖ ମିଳେ ନାହିଁ, ବିବାହିତ ଜୀବନର ସୁଖ ମିଳେନାହିଁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button