ସବୁଠୁ ଅଧିକ ନିର୍ମଳ ହୃଦୟର ହୋଇଥାନ୍ତି ଏହି 2 ଟି ନାମର ଝିଅ-
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଯେ, ପ୍ରାୟତଃ ବ୍ୟକ୍ତି ଙ୍କ ମନରେ ଝିଅ ମାନଙ୍କୁ ନେଇ ଅନେକ ପ୍ରକାର ପ୍ରଶ୍ନ ରହିଥାଏ । କାରଣ ଝିଅ ମାନେ ନିଜ ସମ୍ବନ୍ଧରେ ଅନେକ କିଛି ରାଜ୍ ଲୁଚାଇ ରଖିଥାନ୍ତି ଯାହା କେହି ମଧ୍ୟ ଜାଣି ନଥାନ୍ତି ଏବଂ ସେମାନେ ସେହି ରାଜ୍ କୁ ଅନ୍ୟ ମାନଙ୍କୁ କହିବା କୁ ମଧ୍ୟ ଆଦୌ ପସନ୍ଦ କରନ୍ତି ନାହିଁ ।
କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଦୁଇଟି ନାମର ଝିଅ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନଙ୍କ ହୃଦୟ ବହୁତ ସଫା ହୋଇଥାଏ ଏବଂ ସେମାନେ ସର୍ବଦା ଅନ୍ୟକୁ ଖୁସି ପ୍ରଦାନ କରିଥାନ୍ତି ।
ଏହି ନାମ ଥିବା ଝିଅ କେବେବି ଅନ୍ୟ ମାନଙ୍କ ପାଇଁ ନିଜ ମନରେ କିଛି ବି କଥା ରଖନ୍ତି ନାହିଁ । ଏହି ଝିଅ ମାନଙ୍କ ଏହି ସ୍ୱଭାବ ଯୋଗୁଁ ଏମାନେ ନିଜ ଘର ଓ ପରିବାର ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ସେହି ୨ଟି ନାମ ର ଝିଅ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି, ‘R’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେହି ଝିଅ ମାନେ ସଫା ହୃଦୟ ର ହୋଇଥାନ୍ତି । ଏହି ଝିଅ ମାନେ ନିଜ ଦୁନିଆ ରେ ହିଁ ହଜି ଯାଇଥାନ୍ତି । ଏମାନଙ୍କ ପାଖରେ ଧନ ଓ ଐଶ୍ୱର୍ଯ୍ୟ ର ଆଦୌ ଅଭାବ ନଥାଏ । ଏମାନଙ୍କ ଭାବନା ହିଁ ଏମାନଙ୍କୁ ସଫଳତା ର ମାର୍ଗ ରେ ପହଞ୍ଚାଇଥାଏ । ଏହି ନାମର ଝିଅ ମାନେ ଆବଶ୍ୟକ ସମୟରେ ଅନ୍ୟ ବ୍ୟକ୍ତି ଙ୍କ ସାହାଯ୍ୟ ମଧ୍ୟ କରିଥାନ୍ତି ।
ଏମାନଙ୍କ ଖାସ ଗୁଣ ହେଉଛି ଯେ, ଏମାନେ ସର୍ବଦା ନିଜ ଜୀବନରେ ନୂଆ ନୂଆ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଏମାନଙ୍କୁ ନିଜର ମାନ ସମ୍ମାନ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏଥିପାଇଁ ଏହି ଝିଅ ମାନେ ସମସ୍ତ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି । ଏହି ଝିଅ ମାନେ ଏଭଳି କୌଣସି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ । ଯାହାଦ୍ୱାରା ଏମାନଙ୍କ ମାନ ସମ୍ମାନ ହାନି ହୋଇଥାଏ ।
୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି,’P’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ନାମ ଭଳି ଅତ୍ୟନ୍ତ ସୁନ୍ଦର ଓ ପବିତ୍ର ହୋଇଥାନ୍ତି । ଏମାନେ ସର୍ବଦା ଅନ୍ୟକୁ ଖୁସି ଦେବାକୁ ଚାହିଁଥାନ୍ତି ଏବଂ ମିଳିମିଶି କାର୍ଯ୍ୟ କରିବାରେ ବିଶ୍ୱାସ ରଖନ୍ତି । ଏହି ନାମର ଝିଅ ଙ୍କ ନାମ ରେ ହିଁ ତାଙ୍କର ପବିତ୍ରତା ଝଲସି ଥାଏ । ଏହି ନାମର ଝିଅ ମାନଙ୍କୁ ମଧ୍ୟ ନିଜର ମାନ ସମ୍ମାନ ବହୁତ ପ୍ରିୟ ହୋଇଥାଏ ଏବଂ ନିଜର ମାନ ସମ୍ମାନ ପାଇଁ ଏମାନେ କିଛି ବି ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଯାନ୍ତି ।