ଦେଶ- ବିଦେଶ

ଦେଢଶୁର ଭାଇବୋହୁକୁ ଛୁଅନ୍ତିନାହିଁ କାହିଁକି ? ଜାଣନ୍ତୁ ଏହା ପଛର କାରଣ ଜାଣିଲେ କହିବେ…

ଦର୍ଶକ ବନ୍ଧୁ କଣ ଆପଣମାନେ ଜାଣିଛନ୍ତି ଦେଢ଼ସୁର କାହିଁକି ଭାଇ ବହୁକୁ ଛୁଇନଥାନ୍ତି ଯଦି ଜାଣିନାହାନ୍ତି ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭାବରେ। କାଳୀ ଯୁଗରେ ପ୍ରତ୍ୟେକ ବଡ଼ ଭାଇ ଶାସନ ଭାଇ ପତ୍ନୀର ଦେଢ଼ ସୁର ଅଟନ୍ତି ଦେଢ଼ ସୁରଙ୍କୁ ଛୁଇଁବା ପାଇଁ ବରଣ ରହିଅଛି ଏହି ପ୍ରସଙ୍ଗ ବଳରାମ ଦାସ ଲକ୍ଷ୍ମୀ ପୁରାଣରେ କହିଛନ୍ତି ମାତା ମହା ଲକ୍ଷ୍ମୀ ବଳଭଦ୍ରଙ୍କୁ ଛୁଇଁବେ ନାହିଁ ।

ବଡ଼ ଦେଉଳରେ ବଡ଼ ଦେଢ଼ସୁର ଥିବାରୁ ମାତା ମହା ଲକ୍ଷ୍ମୀଙ୍କର ପର୍ତିମା ବଡ଼ ଦେଉଳରୁ ଅନେକ ଦୂରରେ ଅଛି ଏହାର ପ୍ରମାଣ ରାମାୟଣରେ ମଧ୍ୟ ଅଛି ଲକ୍ଷଣ ସେ ସାରା ରାମାୟଣରେ ଥରେ ହେଲେ ମାତା ସୀତାଙ୍କୁ ଛୁଇଁବାର ଦୁଃସାହସ କରିନଥିଲେ କାରଣ ସେ ଜାଣିଥିଲେ ଯେ ଭାଉଜ ମା ସମାନ ହୋଇଥାନ୍ତି ଶ୍ରୀରାମ ତାଙ୍କୁ ବରଦାନ ଦେଇଥିଲେ ।

କଳିଯୁଗରେ ବଡ଼ ଭାଇ ହେବ ପାଇଁ ଓ ସେବେ ଠାରୁ ଜଗନ୍ନାଥଙ୍କ ସ୍ତ୍ରୀ ଲକ୍ଷ୍ମୀ ଦେବୀ ଶ୍ରୀମନ୍ଦିର ଠାରୁ ଅନେକ ଦୂରରେ ରହିଥାନ୍ତି ସେବେ ଠାରୁ ଦେଢସୁର ଭାଇବହୁଙ୍କୁ ଛୁଅନ୍ତି ନାହିଁ ଆଉ ଯଦି ଭୁଲ ଯୋଗୁ ଛୁଇଁ ଦିଥନ୍ତି ତାହେଲେ ପୁରୀ ଯାଇ ଶ୍ରୀ ଜଗନ୍ନାଥ ଦରଶନ କରି ଭାଇବହୁକୁ କେଶ ଦାନ କରିବାକୁ ପଡ଼ି ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button