ଦେଶ- ବିଦେଶ

କମ ବୟସ ଝିଅମାନେ ଅଧିକ ବୟସ ପୁଅଙ୍କୁ କାହିଁକି ପସନ୍ଦ କରିଥାନ୍ତି…

କମ ବୟସ ଝିଅମାନେ ଅଧିକ ବୟସ ପୁଅଙ୍କୁ କାହିଁକି ପସନ୍ଦ କରିଥାନ୍ତି…

आप शायद यें पसंद करें

ଆମେ ଆଜି ଆପଣ ମାନଙ୍କୁ କମ୍ ବୟସର ଝିଅ ମାନେ କାହିଁକି ବେଶୀ ବୟସ ର ପୁଅ ମାନଙ୍କୁ ପସନ୍ଦ କରନ୍ତି ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ । ତେବେ ଆସନ୍ତୁ ମୋଟେ ବି ସମୟ ନଷ୍ଟ ନ କରି ଆରମ୍ଭ କରିବା । ଯଦି ଆମେ କମ୍ ବୟସର ଝିଅ ମାନଙ୍କ ବିଷୟରେ ପ୍ରଥମ କଥା କହିବା

ତେବେ ସେମାନେ ସବୁ ବେଳେ କମ୍ ଦିମାଗ୍ ବ୍ୟବହାର କରି ଥାନ୍ତି । ସେମାନଙ୍କ ଆଗରେ ଯେଉଁ ରାସ୍ତା ପଡି ଥାଏ ସେମାନେ ସେହି ରାସ୍ତାକୁ ହିଁ ଠିକ୍ ବୋଲି ଭାବନ୍ତି । ଆମେ କମ୍ ବୟସ ର ଝିଅ ମାନେ ଚଉଦ ରୁ ଶତର ବର୍ଷ ମଧ୍ୟରେ କହୁଛୁ । ଏମାନେ ଏହି ରାସ୍ତା ରେ ନୂଆ ନୂଆ ପାଦ ଦେଇ ଥାନ୍ତି ତ କେବଳ ସେହିଥି ପାଇଁ ସେମାନେ ସବୁ ବେଳେ ସବୁ କଥାକୁ ହାଲ୍କା ରେ ନିଅନ୍ତି ।

ଜାହା ଫଳ ରେ ସେମାନେ ଏହି ବୟସ ରେ ବହୁତ ବଡ ବଡ ଭୁଲ ମଧ୍ୟ କରି ଥାନ୍ତି । ଆଉ ଏମିତି ବି କିଛି ଝିଅ ମାନେ ରହିଛନ୍ତି । ଯେଉଁ ମାନେ ଏହି ବୟସ ରେ ଖରାପ୍ ରାସ୍ତା ବାଛି ନିଅନ୍ତି । ସେମାନେ ପରେ ଏହି କାର୍ଯ୍ୟ କୁ ନିଜର ହବି ବୋଲି ଭାବନ୍ତି । କିନ୍ତୁ ବିବାହ ପରେ ସେମାନଙ୍କ ମଜା ବାହାରି ଜାଇ ଥାଏ । ହେଲେ ସେହି ସମୟ ରେ ସେମାନେ ପସ୍ତେଇବା ପାଇଁ ଲାଗନ୍ତି । ସେହି ପରି ବେଳେ ଯଦି ସେମାନଙ୍କ ପଟେଇବା ବିଷୟରେ କହିବା ସେମାନଙ୍କୁ କେହି ବି ପଟେଇ ପାରିବେ ।

ସେହି ପରି ବେଳେ ଯଦି ଆମେ ସେମାନଙ୍କ ଦୁର୍ବଳତା ବିଷୟ ରେ କହିବୁ ସେମାନେ ପୁଅ ମାନଙ୍କ ଦ୍ୱାରା ଶିଘ୍ର ଇମପ୍ରେସନ୍ ହୋଇ ଥାନ୍ତି । କିନ୍ତୁ ଆପଣଙ୍କ ପାଖରେ ସେତିକି ହିଁ ଟେଲେଣ୍ଟ ଥିବା ଦରକାର । ସେହି ପରି ଭାବେ ଝିଅ ମାନେ ନିଜ ଠାରୁ ଅଧିକ ବଡ ପୁଅ କୁ ପସନ୍ଦ କପିବାର କାରଣ ହେଲା ରେସପନ୍ସ ବିଲିଟି ।

ସେମାନେ ଦେଖନ୍ତି କି ତାଙ୍କ ଠାରୁ କମ୍ ବୟସ ର ପୁଅ ମାନଙ୍କ ମଧ୍ୟ ରେ କମ୍ ଟେଲେଣ୍ଟ ରହି ଥାଏ । ଏବଂ ସେମାନେ ଏହି ଝିଅ ମାନଙ୍କ ସଠିକ୍ ଭାବେ ଧ୍ୟନ ନେଇ ପାରନ୍ତି ନାହି୍ଁ । ଖାସ୍ ସେହିଥି ପାଇଁ ସେମାନେ ବଡ ପୁଅ କୁ ବାଛନ୍ତି ।

ସେହି ପରି ଭାବେ ଟଙ୍କା ପଇସା ର କମି । ଯଦି କୈଣସି ଝିଅ କୈଣସି ବଡ ପୁଅ କୁ ପସନ୍ଦ କରୁଛି ତେବେ ଏହା ପଇସା ପାଇଁ ବି ହୋଇ ପାରେ ନିଜ ଠାରୁ କମ୍ ବୟସ ର ପୁଅ ମାନେ ଆୟ କରିବା କ୍ଷେତ୍ର ରେ ସକ୍ଷମ ହୋଇ ନ ଥାନ୍ତି ତେବେ ସେମିତି କ୍ଷେତ୍ର ରେ ସେମାନେ ବଡ ପୁଅ ଯେଉଁ ମାନେ ଅଧିକ ଟଙ୍କା ଆୟ କରୁ ଥିବେ ସେମାନଙ୍କ ପ୍ରତି ଆକୃଷ୍ଟ ହୋଇ ଥାନ୍ତି ।

ସବୁ ସମୟ ରେ କମ୍ ବୟସ ପୁଅ ଠାରୁ ଅଧିକ ବୟସ ର ପୁଅ ମାନେ ଝିଅ ମାନଙ୍କ ମନ କଥା କୁ ବଝି ପାରନ୍ତି । ସେମାନେ ବିବାହ ପରେ ନିଜର ଏକ୍ସପିରିଏନ୍ସ ହିସାବ ରେ କର୍ତ୍ତବ୍ୟ କୁ ସମ୍ପାଦନ କରି ପାରନ୍ତି । ସେହିଥି ପାଇଁ ବି ଝିଅ ମାନଙ୍କୁ ଏହି ପୁଅ ମାନେ ବେଶୀ ପସନ୍ଦ ଆସନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button