ମହିଳାଙ୍କ ସାର୍ଟରେ ପକେଟ ନଥାଏ, କାହିଁକି ଆସନ୍ତୁ ଜାଣିବା ଏହାର କାରଣ
ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣମାନଙ୍କୁ ଏକ କହିବୁ କି କାହିଁକି ମହିଳା ମାନଙ୍କ ସାର୍ଟରେ ବଟନ ନ ଥାଏ । ସମସ୍ତେ ଏହା ଦେଖିଥିବେ କିନ୍ତୁ ଏହାର କାରଣ କେହି ଜାଣି ନଥିବେ । ଏମିତି ଅନେକ ଜିନିଷ ଅଛି ଯାହା ବିଷୟରେ ଆମର କୌଣସି ଧାରଣା ନାହିଁ ଏମିତି ଅନେକ ଜିନିଷ ଅଛି ଯାହା ଉପରେ ଆମର ଧ୍ୟାନ ନାହିଁ । ସେମିତି ଏକ ଜିନିଷ ହେଉଛି ମହିଳାଙ୍କ ସାର୍ଟରେ ପକେଟ କାହିଁକି ନଥାଏ ଏହା କାରଣ ଅଧିକାଂଶ ଲୋକ ଜାଣିନଥିବେ ।
ଏହା ପଛରେ ଅନେକ କାରଣ ରହିଛି । ତେବେ ଏହାର ମୁଖ୍ୟ କାରଣ ଜାଣିଲେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ପରମ୍ପରା ଅନେକ ବର୍ଷ ଧରି ଚାଲି ଆସୁଛି । ଆଗରୁ ମଧ୍ୟ ମହିଳାଙ୍କ ଡ୍ରେସ ଯେତେବେଳେ ତିଆରି ହେଉଥିଲା ସେଥେରେ ପକେଟ ରହୁନଥିଲା । ଏହାର ମୁଖ୍ୟ କାରଣ ଥିଲା ମହିଳା ଓ ପୁରୁଷ ଙ୍କ ଡ୍ରେସ ମଧ୍ୟରେ କୌଣସି ସମାନ ନ ରହିବା ପାଇଁ ମହିଳାଙ୍କ ସାର୍ଟରେ ଉଦ୍ଦେଶ୍ୟ ମୂଳକ ଭାବେ ପକେଟ ରଖାଯାଉ ନଥିଲା ।
ସେହି ପରମ୍ପରାକୁ ଆଜି ପର୍ଯ୍ୟନ୍ତ ପାଳନ କରାଯାଉଛି । ଏବେ କିଛି ଡିଜାଇନ ଏହି ପରମ୍ପରାକୁ ଭାଙ୍ଗି ମହିଳାଙ୍କ ସର୍ଟରେ ପକେଟ ରଖିଲେଣି ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ ।