ଦେଶ- ବିଦେଶ

ପଇଡ଼ ପାଣିର ଔଷଧୀୟ ଗୁଣ : ଜାଣନ୍ତୁ ଏହା ବିଷୟରେ.

ଇଡ଼ ପାଣି ସ୍ବାସ୍ଥ୍ୟ ଲାଗି ଅନେକ ଉପକାରୀ। କେବଳ ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇବା ସହ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ। ଜାଣନ୍ତୁ ପଇଡ଼ ପାଣିର ଔଷଧୀୟ ଗୁଣ ସମ୍ପର୍କରେ କିଛି ଟିପ୍ସ…

ଓଜନ ବୃଦ୍ଧି, ପେଟଥଣ୍ଡା ଆଦି ଅନେକ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ।

ଏହାକୁ ସକାଳେ ପିଇବା ଫଳରେ ଏହା ଆପଣଙ୍କୁ ଦିନସାରା ସତେଜ ଓ ଫୂର୍ତ୍ତି ରଖିଥାଏ।
ଏହା ଥାଇରଡ ହରମୋନ ନିୟନ୍ତ୍ରଣ ହୋଇଥାଏ। କିଡ୍‌ନୀ ଷ୍ଟୋନ୍‌ରୁ ମଧ୍ୟ ମୁକ୍ତି ଦେଇଥାଏ। ଓଜନ କମ୍‌ କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରେ କମ୍‌ ପରିମାଣର କ୍ୟାଲୋରି ଥାଏ। ଏହାକୁ ପିଇବା ଫଳରେ ଅନେକ ସମୟ ଭୋକ ହୋଇ ନ ଥାଏ। ଏହା ତ୍ୱଚାକୁ ମଧ୍ୟ କୋମଳ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button