ଏଥିରୁ କେବଳ ୧ ଚାମଚ୍ ପିଅନ୍ତୁ, ଫୁସଫୁସ, ଛାତି, ଗଳାରେ ଜମା କଫ ମହମ ପରି ତରଳିଜୀବ…
ସ୍ୱାସ୍ଥ୍ୟ
ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଫୁସଫୁସ, ଛାତି, ଗଳାରେ ଜମା ଥିବା କଫ ସମସ୍ଯା ଦୂର କରିବା ପାଇଁ ଏକ ଘରୋଇ ଉପଚାର ବନାଇବା ବିଷୟରେ କହିବୁ । ପ୍ରଥମ ଥର ସେବନ ଦ୍ଵାରା ଏଥିରୁ ଆପଣଙ୍କୁ ଫାଇଦା ଦେଖିବାକୁ ମିଳିବ । ଯଦି ଆପଣ ଖାଲି ୩ ଦିନ ଯାଏଁ ଏହାର ସେବନ କରନ୍ତି ତେବେ ଇଂଫେସକନ, ଆଲର୍ଜି, କାଶ ମୂଳରୁ ଶେଷ ହେବ । ଆଲର୍ଜି ରୁ ଏହି ସମସ୍ଯା ଉତପନ ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ବନାଇବା ଓ ଏହାର ସେବନ କିପରି କରିବା । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ତେଜପତ୍ର ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଥାଏ । ଏହାର ପ୍ରୟୋଗ କରି ଏହି ରେମେଡି ବନାଇବା । ୬ଟି ତେଜପତ୍ର ର ଆବଶ୍ୟକ ରହିଛି । ଏହାର ପ୍ରୟୋଗ ପୂର୍ବରୁ ପାଣିରେ ଏହାକୁ ଭଲରେ ଧୋଇ ନିଅନ୍ତୁ । ଏହାକୁ ପାଣିରେ ଭେଦାଇ ରଖିବେ ନାହି ।
ତେଜପତ୍ରକୁ ଛିଡାଇ ଛୋଟ ଛୋଟ ପିସ କରନ୍ତୁ । ଦ୍ଵିତୀୟ ସାମଗ୍ରୀ ହେଉଛି ୨ରୁ ୩ ଇଞ୍ଚ ଲମ୍ବର ଅଦା ଆବଶ୍ୟକ । ଅଦାରୁ ଚୋପା କାଢି ଏହାକୁ କାଟି ଦିଅନ୍ତୁ । ଅଦା କାଶ, କଫ ସମସ୍ଯା ଦୂର କରିବାରେ ଲାଭଦାୟକ ଅଟେ । ଏବେ ଏକ ପାତ୍ର ଗ୍ଯାସରେ ବସାଇ ୨ ଗ୍ଳାସ ପାଣି ନିଅନ୍ତୁ । ପାଣି ଫୁଟିବାକୁ ହେଲେ ସେଥିରେ ଅଦା ପକାନ୍ତୁ । ଏହାକୁ ୧ ମିନିଟ ଯାଏଁ ବଏଲ କରିବା ପରେ ତେଜପତ୍ର କୁ ପକାଇ ଦିଅନ୍ତୁ ।
ଏଥିରୁ ଆଣ୍ଟି ଅକ୍ସିଡେଣ୍ଟ, ଇମଫ୍ଲାମେଟରୀ ଗୁଣ ମିଳିଥାଏ । ଏହାର ପ୍ରୟୋଗ କରିବା ଦ୍ଵାରା ଶ୍ଵାସ ନଳୀରେ ଯେଉଁ ଇନଫେକସନ ଓ ସ୍ଵେଲିଙ୍ଗ ଆସିଯାଏ ତାହା କମ ହୋଇଯାଏ । ନିସବା ପ୍ରଶ୍ଵାସ ସମ୍ବଧିତ ସମସ୍ୟାରୁ ରିହାତି ମିଳିଥାଏ । ତେଜେପତ୍ରର ରେ ଭିଟାମିନ-ସି ଓ କ୍ୟାଲସିୟମ ମିଳିଥାଏ । ଯାହା ଦ୍ଵାରା ଅମଧ୍ୟ ସୁସ୍ଥ ରହିବା ସହ ପାଟିରୁ ଦୁର୍ଗନ୍ଧ ଆସେ ନାହି । ପାଣି ଫୁଟିବା ପରେ ଡାଲଚିନି ଖଣ୍ଡ ପକାନ୍ତୁ ।
ଡାଲଚିନି ର ପ୍ରୟୋଗ କରିଲେ ଏହାର ଇଫେକ୍ଟ ଅଧିକ ବଢିଯାଏ । ତାପରେ ଏଥିରେ ୩ଟି ଲବଙ୍ଗ ଫୁଲ ଲାଗିଥିବା ପକାନ୍ତୁ । ଯାହା ଛାତିରୁ କଫ କାଢିବାରେ ସାହାଜ୍ଯ କରିଥାଏ । ଏହାକୁ ଆପଣ ସେତେ ଯାଏଁ ଫୁଟନ୍ତୁ ଯେବେ ଯାଏଁ ଏକ ଗ୍ଳାସ ପାଣି ନ ହୋଇଛି । ଏବେ ଆପଣ ଏହାକୁ ଅନ୍ୟ ଏକ ପାତ୍ରରେ ଛାଣି ନିଅନ୍ତୁ । ଏହାକୁ ଆପଣ ଖାଲି ପେଟରେ ୫ ଚାମଚ ଲେଖାଏଁ ସେବନ କରନ୍ତୁ ।
ସକାଳୁ ଖାଲି ପେଟରେ ଚାହା ପିଇବା ଭଳି ସେବନ କରିବାକୁ ହେବ । ପିଲା ଠାରୁ ବୁଢା ସମସ୍ତେ ଏହାର ସେବନ କରି ପାରିବେ । ଯଦି ଆପଣ ଏହାକୁ ୨ ବର୍ଷର ପିଲାଙ୍କୁ ଦେଉଛନ୍ତି ଏକ ଚାମଚ ସହ ମହୁ ମିଶାଇ ଦିଅନ୍ତୁ । ୧୦ ବର୍ଷର ପିଲାଙ୍କୁ ଦୁଇ ଚାମଚ, ବଡ ଲୋକଙ୍କୁ ୫ ଚାମଚ ଏହାକୁ ନିଅନ୍ତୁ । ଦେଖିବେ ଗଳାରେ କଫ ଆଦି ସମସ୍ଯା ଦୂର ହେବ ।