ରାବଣ ମହିଳାମାନଙ୍କ ବିଷୟରେ 3 କଥା କହିଛନ୍ତି ଖରାପ ଅଟେ କିନ୍ତୁ ସତ୍ୟ ଅଟେ ଯାହା ଆଜି ସତ ଲାଗୁଛି
ବନ୍ଧୁଗଣ ରାମାୟଣ ଯାହା ଶୁଣିବା ମାତ୍ରେ ଆମକୁ ପ୍ରଭୁ ଶ୍ରୀରାମ, ମାତା ସୀତା, ପବନ ପୁତ୍ର ହନୁମାନ ଏବଂ ଲଙ୍କାପତି ରାବଣ ଙ୍କ କଥା ମନେ ପଡିଥାଏ | ତେବେ ବନ୍ଧୁଗଣ ଆଜି ଆମେ ଲଙ୍କାପତି ରାବଣ ଙ୍କ ବିଷୟରେ କହିବାକୁ ଯାଉଛୁ | ରାବଣ ବିନା ରାମାୟଣ ଅଧୁରା ଅଟେ, ରାବଣ ରାମାୟଣର ଏକ ବିଶେଷ ପାତ୍ର ଅଟନ୍ତି ଏବଂ ସେ ମହାଦେବ ଙ୍କ ବହୁତ ବଡ ଭକ୍ତ ବୋଲି କୁହାଯାଏ | ଆମ ହିନ୍ଦୁ ଶାସ୍ତ୍ର ରେ କୁହାଯାଏ କି ରାବଣ ର ବହୁତ ଖରାପ ଗୁଣ ଥିବା ବେଳେ କିଛି ଭଲ ଗୁଣ ବି ଥିଲା | ରାବଣ ଜଣେ ମହାଜ୍ଞାନୀ ଏବଂ ବିଦ୍ୱାନ ଥିଲେ, ରାବଣ ଅନେକ ଧର୍ମ ଶାସ୍ତ୍ର ର ମଧ୍ୟ ଜ୍ଞାନୀ ଥିଲେ | କିନ୍ତୁ ଖରାପ ଗୁଣ ବିଷୟ ରେ କହିବାକୁ ଗଲେ ସେ ସ୍ତ୍ରୀ ଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଯାଉଥିଲେ | ସେ ସ୍ତ୍ରୀ ମାନଙ୍କ ସୁନ୍ଦରତା ଦେଖି ମୋହିତ ହୋଇଯାଉଥିଲା |
ରାବଣ ଯେଉଁ ସ୍ତ୍ରୀର ସୁନ୍ଦରତା ଦେଖୁଥିଲା ତାକୁ ନିଜର କରିବାର ପ୍ରୟାସ କରୁଥିଲା | ଏହାକୁ ରାବଣର କମଜୋରି କୁହାଯାଉ କିମ୍ବା ଖରାପ ଅଭ୍ୟାସ କିନ୍ତୁ ଏହି ଖରାପ ଅଭ୍ୟାସ କାରଣ ରୁ ରାବଣ ମାତା ସୀତାଙ୍କୁ ଅପହରଣ କରିଥିଲା | ଯେତେବେଳେ ପ୍ରଭୁ ଶ୍ରୀରାମ ବାନର ଙ୍କ ସେନା ସହ ବିଶାଳ ସମୁଦ୍ର ପରି ହୋଇ ଲଙ୍କା ପହଁଚିଲେ ସେତେବେଳେ ଏହି ସୂଚନା ଶୁଣି ରାବଣ ଙ୍କ ପତ୍ନୀ ମନ୍ଦୋଦରୀ ଭୟ ଭିତ ହୋଇଗଲେ |
ଏହା ପରେ ମନ୍ଦୋଦରୀ ରାବଣ ଙ୍କ ପାଖକୁ ଯାଇ କହିଲେ କି ସେ ମାତା ସୀତା ଙ୍କୁ ପ୍ରଭୁ ଶ୍ରୀରାମ ଙ୍କ ପାଖକୁ ଛାଡ଼ିଦେବାକୁ | ଅନ୍ୟଥା ଏହା ଯୋଗୁ ଆପଣଙ୍କୁ ଏବଂ ଆପଣଙ୍କ ପ୍ରଜା କୁ ବହୁତ ଅସୁବିଧା ଭୋଗିବାକୁ ହେବ | କିନ୍ତୁ ରାବଣ ନିଜ ସ୍ତ୍ରୀ ଙ୍କ କଥା ଶୁଣି ଜୋରେ ଜୋରେ ହସିବାକୁ ଲାଗିଲେ | ଏବଂ ତାଙ୍କୁ 3 କଥା କହିଥିଲେ, ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ | ଯାହା ଆଜି ର ଏହି ଯୁଗ ରେ ପ୍ରାୟ ସବୁ ସ୍ତ୍ରୀ ମାନଙ୍କ ମଧ୍ୟ ରେ ଦେଖିବାକୁ ମିଳୁଛି | ଆସନ୍ତୁ ଜାଣିବା ସେହି 3 କଥା କଣ କଣ?
1. ସ୍ତ୍ରୀ ମାନେ ଜଣେ ଅନ୍ୟଜଣଙ୍କ ବିଷୟ ରେ ଖରାପ କହିଥାନ୍ତି | ଯଦି ସ୍ତ୍ରୀ ଙ୍କୁ କୌଣସି ଗୋପନୀୟ କଥା ଜଣାପଡି ଯାଏ ସେ ତାକୁ ନିଜ ମନ ରେ ରଖି ପାରନ୍ତି ନାହିଁ | ଏବଂ ସେହି କଥା କୁ ସମସ୍ତ ସ୍ତ୍ରୀ ଙ୍କ ମଧ୍ୟ ରେ ଅଂଶୀଦାର କରିଦେଇଥାନ୍ତି | ସେଥିପାଇଁ ବନ୍ଧୁଗଣ ଆମକୁ ସ୍ତ୍ରୀ ମାନଙ୍କୁ କୌଣସି ବି ନିଜର ଗୋପନୀୟ କଥା କହିବା ଉଚିତ ନୁହେଁ | ଯଦି ଆମେ ଏହିପରି କରିବା ତେବେ ସ୍ତ୍ରୀ ଆମ ବିନାଶର କାରଣ ବି ବନି ପାରନ୍ତି | ଏବଂ ଏହି ବର୍ତ୍ତମାନ ସମୟ ରେ କିଛି ପରିମାଣ ରେ ସତ୍ୟ ବି ହେବାରେ ଲାଗିଛି |
2. କଳିଯୁଗ ରେ ସ୍ତ୍ରୀ ମାନେ ବହୁତ ମତଲବି ହୋଇଗଲେଣି ଏବଂ ସେ ନିଜର ମତଲବ ପାଇବା ପାଇଁ କୌଣସି ବି ସ୍ତର କୁ ଯାଇପାରିବେ | ତାପାଇଁ ସେ ନିଜ ସାଥି କୁ ଧୋକା ଦେଇପାରନ୍ତି କିମ୍ବା କୌଣସି ଅନ୍ୟ ପୁରୁଷ କୁ ନିଜର କରିନିଅନ୍ତି | ବହୁତ ଲୋକ ଅଛନ୍ତି ଯିଏ ରାବଣ ର ଏହି କଥା କୁ ସମର୍ଥନ କରନ୍ତି ଏବଂ ଅନ୍ୟ କିଛି ଲୋକ ଅଛନ୍ତି ଯିଏ ଏହି କଥାକୁ ମିଛ ଏବଂ ଅନ୍ଧବିଶ୍ୱାସ ବି କହୁଛନ୍ତି | ଆପଣ ନିଜେ ବିଚାର କରିପାରିବେ କି ରାବଣ ର ଏହି କଥା ସତ୍ୟ କିମ୍ବା ଅସତ୍ୟ?
3. ରାବଣ ନିଜ ମୁତ୍ୟୁ ପୂର୍ବରୁ ଏହି କଥା କହିଥିଲେ କି ସ୍ତ୍ରୀ ମାନେ ନିଜର କୌଣସି ବି କଥା ରୁ ବହୁତ ଶୀଘ୍ର ଓହରି ବି ପାରନ୍ତି | ସେମାନେ କେବେ ସତ୍ୟ କୁହନ୍ତି ନାହିଁ ପ୍ରତ୍ୟେକ ସମୟ ରେ ସେମାନେ ମିଛ କହିଥାନ୍ତି | ସେଥିପାଇଁ ଆମକୁ ସ୍ତ୍ରୀ ମାନଙ୍କ ଉପରେ ବହୁତ ବୁଝି ବିଚାରି ଭରସା କରିବା ଉଚିତ କାରଣ ସ୍ତ୍ରୀ ମାନେ ଏପଟ କଥା ସେପଟେ ଏବଂ ସେପଟ କଥା ଏପଟେ ବହୁତ ଶୀଘ୍ର କହିଦେଇଥାନ୍ତି | ବନ୍ଧୁଗଣ ଆପଣ ନିଜେ ହିଁ ବିଚାର କରିପାରିବେ କି ରାବଣ ର ଏହି କଥା କେତେ ସତ ଏବଂ କେତେ ଅସତ୍ୟ ରହିଛି |