ରାଜ୍ୟ

ନିମ୍ନମାନର ଘିଅ ବ୍ୟବହାର ନେଇ ଶାରଳା ମନ୍ଦିରରେ ଯାଞ୍ଚ

ସମାଜ ଡିଜିଟାଲ ଡେସ୍କ: ଜଗତସିଂହପୁର ଶାରଳା ମନ୍ଦିରରେ ଫୁଡ୍‌ ଇନ୍ସପେକ୍ଟରଙ୍କ ଯାଞ୍ଚ। ନିମ୍ନାମାନର ଘିଅ ବ୍ୟବହାର ହେଉଥିବା ନେଇ ଅଭିଯୋଗ ହେବା ପରେ ଫୁଡ୍‌ ଇନ୍ସପେକ୍ଟର ଟିମ୍‌ ପହଞ୍ଚି ଯାଞ୍ଚ କରିଛନ୍ତି। ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରିଛନ୍ତି। ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗତକାଲି ବଡପଣ୍ଡା ଅଭିଯୋଗ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button