ଦେଶ- ବିଦେଶ

.ଏହି 25ଟି ସଂକେତ ମିଳିଲେ ଆପଣ ହୋଇଯିବେ କୋଟିପତି..

ଆଜି ଆମେ ଏମିତି 25ଟି ସଂକେତ ବିଷୟରେ କହିବୁ ଯାହା ଆପଣ ଙ୍କୁ ମିଳିବା ଦ୍ୱାରା ଆପଣ କୋଟିପତି ହୋଇପାରନ୍ତି | ବନ୍ଧୁଗଣ କିଛି ଲୋକ ଏହିପରି ଅଛନ୍ତି ଯିଏ ଭାବନ୍ତି କି ସବୁ ପରିଶ୍ରମ ଦ୍ୱାରା ମିଳିଥାଏ,
କିନ୍ତୁ ଆପଣଙ୍କୁ କହିରଖୁଛୁ କି ଭାଗ୍ୟରେ ମଧ୍ୟ ଅନେକ ଜିନିଷ ମିଳିଥାଏ | ତେବେ ବନ୍ଧୁଗଣ ଆମେ ଭାରତୀୟ ହେବା ଦ୍ଵାରା ଶାସ୍ତ୍ର ଉପରେ ବହୁତ ବିଶ୍ୱାସ କରିଥାଉ | ଆଜି ଆମେ ଶାସ୍ତ୍ର ରେ ବର୍ଣ୍ଣିତ କିଛି ସଂକେତ ବିଷୟରେ କହିବୁ ଯଦି ଆପଣଙ୍କୁ ଏହା ମିଳୁଛି ତେବେ ଆପଣ ନିକଟ ଭବିଷ୍ୟତ ରେ ଧନୀ ହେବାକୁ ଯାଉଛନ୍ତି | ତେବେ ଆସନ୍ତୁ ଜାଣିବା..

1. ଘୁଷୁରୀ – ଘୁଷୁରୀ ଭଲ ଭାଗ୍ୟ ଆଣେ ବୋଲି ଦୁନିଆ ସାରା ଲୋକ ଜାଣିଛନ୍ତି | ସେଥିପାଇଁ ଶାସ୍ତ୍ରରେ ଘୁଷୁରୀକୁ ଶୁଭ ବିଚାର କରା ଯାଇଥାଏ | ତେବେ ଯଦି ଆପଣ ବାଟରେ ଘୁଷୁରୀ ଦେଖୁଛନ୍ତି, ତେବେ ବୁଝିଯାନ୍ତୁ ଯେ ନିକଟ ଭବିଷ୍ୟତ ରେ ଆପଣ ଧନବାନ ହେବାକୁ ଯାଉଛନ୍ତି..

2.କଇଁଛ – କଇଁଛକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ଏହାକୁ ଭଲ ଖବର ଆଣେ ବୋଲି ବିଶ୍ୱାସ କରାଯାଏ | ଏହାକୁ କୌଣସି ବି ରୂପରେ ଦେଖିବା ଶୁଭ ହୋଇଥାଏ |

3. ମଧୁର ସଙ୍ଗୀତ – ସକାଳୁ ଉଠିବା ପରେ ଯଦି ଆପଣଙ୍କୁ ଶଙ୍ଖ କିମ୍ଵା ଭକ୍ତି ସଂଗୀତ ଶୁଣା ଯାଏ ତେବେ ଏହା ଶୁଭ ବୋଲି ଶାସ୍ତ୍ର ରେ କୁହାଯାଇଛି |

4. ଶୁଭ ଦିନରେ ଟଙ୍କା ଆସିବା – ଆମ ସମସ୍ତଙ୍କ ଜୀବନ ରେ କେବେ ନା କେବେ ଶୁଭ ଦିନ ଆସିଥାଏ | ତେବେ ଯଦି ଏହି ଦିନ ରେ ଟଙ୍କା ଆସିଥାଏ ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ |

5. ଝିଣ୍ଟିକା – ଏହାକୁ ଦେଖିବା ଏବଂ ଭାବିବା ମଧ୍ୟ ଶୁଭ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି | ଏହି ଜୀବକୁ ଦେଖିବା ଦ୍ୱାରା ବହୁତ ଧନ ମଧ୍ୟ ମିଳିଥାଏ ଆପଣଙ୍କ ଭାଗ୍ୟ ବଦଳିଥାଏ |

6. ଡଲଫିନ – ଏହାକୁ ମଣିଷର ଭଲ ବନ୍ଧୁ ବୋଲି କୁହାଯାଏ ତେବେ ଏହାକୁ ଦେଖିବା ମଧ୍ୟ ଶୁଭ ହୋଇଥାଏ |

7. ହାତ କୁଣ୍ଡେଇ ହେବା – ଆପଣ ତ ନିଶ୍ଚିନ୍ତ ଜାଣିଥିବେ କି ହାତ କୁଣ୍ଡେଇ ହେବା ଲକ୍ଷ୍ମୀମାଙ୍କ ଆସିବାର ସଂକେତ ହୋଇଥାଏ |ତେବେ ଯଦି ଆପଣଙ୍କ ହାତ କୁଣ୍ଡେଇ ହୁଏ ତେବେ ଏହା ଯାଣିନିଅନ୍ତୁ ଆପଣଙ୍କୁ ଧନ ମିଳିବକୁ ଯାଉଛି |

8.ବର୍ଷାରେ ସୂର୍ଯ୍ୟ ଦେଖିବା – ଏହା ବହୁତ କମ ଦେଖିବାକୁ ମିଳେ, ବର୍ଷା ସମୟରେ ସୂର୍ଯ୍ୟ ମଧ୍ୟ ଚମକିଥାନ୍ତି | ତେବେ ଯଦି ଆପଣ ଏହାକୁ ଦେଖୁଛନ୍ତି ତେବେ ଆପଣ ଖୁବ ଶୀଘ୍ର ମାଲାମାଲ ହେବାକୁ ଯାଉଛନ୍ତି |

9.ମୋତି – ସମୁଦ୍ର ରେ ପ୍ରାୟତଃ ମୋତି ଦେଖାଯାନ୍ତି | ଏହା ପରେ ଏହା ମଧ୍ୟ ଆଭୂଷଣ ଭାବରେ ବ୍ୟବହାର କରାଯାଏ | ତେବେ ଏହାକୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି |

10.ବଗିଚାର ସୁନ୍ଦର ଦୃଶ୍ୟ ଦେଖିବା – ବହୁତ ଦିନ ପରେ ଯଦି ଆପଣ ବଗିଚାରେ ବେଙ୍ଗ ରଡି କରିବାର ଶୁଣୁଛନ୍ତି ତେବେ ଚିନ୍ତିତ ହୁଅନ୍ତୁନି | ପୁର୍ନବାର ଶୁଣନ୍ତୁ ଆପଣଙ୍କ ଭାଗ୍ୟ ବଦଳିଯିବ |

Related Articles

Leave a Reply

Your email address will not be published. Required fields are marked *

Back to top button