ରାଜ୍ୟ

ମାଓ ପ୍ରବଣ ଅଞ୍ଚଳରେ ଓଡ଼ିଆ ଫିଲ୍ମ ସୁଟିଂ ମନା

ଲାଙ୍ଗୀର: ବଲାଙ୍ଗୀରରେ ପୁଣି ମାଓବାଦୀ ସକ୍ରିୟ। ଓଡ଼ିଆ ଫିଲ୍ମ ଷ୍ଟାରଙ୍କୁ ଅପହରଣ କରିପାରନ୍ତି ମାଓବାଦୀ ! ମାଓ ପ୍ରବଣ ଅଞ୍ଚଳରେ ଓଡିଆ ଫିଲ୍ମ ସୁଟିଂ ମନା କରାଯାଇଛି। ମାଓ ଗତିବିଧି ନେଇ ମନା କରିଛି ବଲାଙ୍ଗୀର ପୁଲିସ। ରାଜ୍ୟ ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ବଲାଙ୍ଗୀର ଏସ୍‌ପି ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ରମୁଣ୍ଡ ଓ ଖୁରିପାଣି ଅଞ୍ଚଳରେ ସୁଟିଂ କରିବାକୁ ବାରଣ କରାଯାଇଛି।

ହରିଶଙ୍କର ଠାରେ ଫ୍ଲିମ ସୁଟିଂ ଚାଲିଥିବା ନେଇ ବଲାଙ୍ଗୀର ଏସ୍‌ପିଙ୍କ ସୂଚନା । କିଛି ଦିନର ନୀରବତା ପରେ ପୁଣି ମାଓ ସକ୍ରିୟ ନେଇ ରାଜ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button