ଦେଶ- ବିଦେଶ

ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି – ପତିବ୍ରତା ସ୍ତ୍ରୀ ମାନଙ୍କୁ ଏହିଦିନ ଛୁଟି ଧୋଇବା ଉଚିତ ନୁହେଁ।

ରୀତିନୀତି ବିଷୟରେ ବର୍ଣ୍ଣନା କରାଯାଇଛି। କହିବାକୁ ଗଲେ ପ୍ରତ୍ୟେକ ହିନ୍ଦୁ ନାରୀ ତାର ପତି ଓ ପରିବାର ପାଇଁ ପ୍ରତ୍ୟେକ ହିନ୍ଦୁ ପରମ୍ପରାକୁ ପାଳନ କରି ଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ମହିଳା ମାନେ କେଉଁ ବାରରେ ନିଜ କେଶ ଧୋଇଲେ, ତାଙ୍କ ପତିଙ୍କ ଭାଗ୍ୟ ଉଦୟ ହୋଇ ଯାଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଭାରତରେ ହିନ୍ଦୁ ଧର୍ମର ପ୍ରତ୍ୟେକ ପରମ୍ପରା ପ୍ରାୟତଃ ମହିଳା ମାନେ ପାଳନ କରିଥାନ୍ତି। କିନ୍ତୁ ଦେଖିବାକୁ ଗଲେ କୌଣସି ପୁରୁଷ ଲୋକଙ୍କ ପାଇଁ କିଛି ନିୟମ ନାହିଁ। ତେଣୁ ଆଜି ଆମେ ଆପଣଙ୍କୁ କେଶ ଧୋଇବା ବିଷୟରେ ଯେଉଁ ଟିପ୍ପଣୀ ଦେବାକୁ ଯାଉଛୁ, ତାହା ଉଭୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ଜରୁରୀ ଅଟେ। କେଉଁ ବାର ଦିନ ମହିଳା ମାନେ କେଶ ଧୋଇବା ଶୁଭ ବା ଅଶୁଭ ହୋଇଥାଏ, ଆସନ୍ତୁ ବିସ୍ତାର ରୂପରେ ଜାଣିବା।

ବୁଧବାର ଦିନ ଯେଉଁ ଅବିବାହିତ ମହିଳା ମାନେ କେଶ ଧୋଇ ଥାଆନ୍ତି, ତାଙ୍କ ଭାଇଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଯଦି କୌଣସି ବିବାହିତ ମହିଳା ଗୁରୁବାର ଦିନ କେଶ ଧୋଇଥାଏ, ତାହେଲେ ତାଙ୍କ ସ୍ଵାମୀଙ୍କ ଆୟୁଷ ହାନୀ ହୋଇଥାଏ। ପୁରୁଷ ଲୋକେ ମଧ୍ୟ ଗୁରୁବାର ଦୁବ କେବେବି ଦାଢ଼ି, ଚୁଟି , ନଖ ଆଦି କାଟିବା ଉଚିତ ନୁହେଁ। ବିବାହିତ ପୁରୁଷ ଓ ମହିଳା ଯଦି ସୋମବାର ଦିନ କେଶ ଧୋଇଲେ, ଏହାର ଖରାପ ପ୍ରଭାବ ସନ୍ତାନଙ୍କ ଉପରେ ପଡ଼ିଥାଏ। ଏହାସହିତ ଘରେ ଆର୍ଥିକ ସଂକଟର ମୁକାବିଲା କରିବାକୁ ପଡିପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button