ଦେଶ- ବିଦେଶ

ଏୟାର ଇଣ୍ଡିଆ ବିମାନ ଖାଦ୍ୟରୁ ଅସରପା : ତଦନ୍ତ ନିର୍ଦେଶ

ନୂଆଦିଲ୍ଲୀ : ନୂଆଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ ଉଡାଣ କରିଥିବା ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟରେ ଅସରପା ବାହାରିବା ଅଭିଯୋଗ ହୋଇଛି। ସେପ୍ଟେମ୍ବର ୧୭ରେ ଉଡାଣ କରିଥିବା ବିମାନରେ ଏପରି ଘଟଣା ଘଟିଥିଲା। ଅଭିଯୋଗକାରୀ ଯାତ୍ରୀ କହିଛନ୍ତି ଯେ ଅସରପା ଥିବା ଖାଦ୍ୟ ଖାଇ ତାଙ୍କ ୨ବର୍ଷର ଝିଅ ଅସୁସ୍ଥ ହୋଇପଡିଥିଲେ।

କାରଣ ଖାଦ୍ୟର ଅଧା ଖାଇସାରିବା ପରେ ସେ ଅସରପା ଦେଖିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ଉଦ୍‌ବେଗ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ ନିର୍ଦେଶ ଦେଇଛି। ତଦନ୍ତରେ ଦୋଷୀ ଚିହ୍ନଟ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button