ଦେଶ- ବିଦେଶ

ପ୍ରେମ ଜୀବନରେ ସଫଳତା, ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଶନିବାର ଦିନ କରନ୍ତୁ ଏହି ଚମତ୍କାରୀ ଉପାୟ, ଗ୍ରହଦୋଷରୁ ମିଳିବ ମୁକ୍ତି, ହେବ ଧନପ୍ରାପ୍ତି

ସବୁ ଦେବା ଦେବୀ ଙ୍କ ମଧ୍ୟ କର୍ମ କ୍ଷେତ୍ରରେ ସନିଦେବ ଙ୍କୁ ବହୁତ ମାନା ଯାଇଥାଏ । ଏପରି ମାନ୍ୟତା ରହିଛି କି ସନିଦେବ ଯଦି କ୍ରୋଧିତ ରହିଥାନ୍ତି ତେବେ ରାଜାକୁ ବି ରଙ୍କ ଅର୍ଥାତ ଦରିଦ୍ର କରିଦେଇଥାନ୍ତି । ଏବଂ ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି ତେବେ ଦରିଦ୍ର କୁ ମଧ୍ୟ ରାଜା କରିଦେଇଥାଆନ୍ତି । ଶନିଦେବ ଙ୍କ ଦିନ ଶନିବାର କୁ ବିଚାର କରାଯାଇଥାଏ । ତେଣୁ ଏହି ଦିନ କରୁଥିବା କାର୍ଯ୍ୟ ପୂର୍ଣ୍ଣ ସାବଧାନ ସହିତ କରିବା ଆବଶ୍ୟକ । ଏବଂ ଯଦି ଶନିବାର ଦିନ ଆପଣ ଶନିଦେବ ଙ୍କୁ ପ୍ରସନ୍ନ କରିବା ଭଳି କିଛି କାର୍ଯ୍ୟ କରିଥାନ୍ତି ତେବେ ସନିଦେବ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।

ଏବଂ ଆପଣଙ୍କୁ ପ୍ରତେକ କାର୍ଯ୍ୟରେ ସଫଳତା ମିଳିବାକୁ ଲାଗିବ । ସନିଦେବ ଯେତିକି ଅଧିକ ପ୍ରସନ୍ନ ହୋଇଥାନ୍ତି ଆପଣଙ୍କୁ ସେତିକି ଅଧିକ ଲାଭ ପ୍ରାପ୍ତ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ସନିଦେବ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

ଅଳ୍ପ ସୋରିଷ ତେଲରେ ଗୋଟେ ଲୁହା କଣ୍ଟା ପକାନ୍ତୁ ଏବଂ ଅସ୍ଵସ୍ତ ଗଛ ମୂଳରେ ସେହି କଣ୍ଟା ମିଶା ତେଲକୁ ଢାଳି ଦିଅନ୍ତୁ । ଏହା ଏକ ଛୋଟିଆ ଏବଂ ସହଜ ଉପାୟ କିନ୍ତୁ ଏହି ଉପାୟ ଦ୍ଵାରା ସନିଦେବ ପ୍ରସନ୍ନ ହୋଇଥାନ୍ତି । ଏବଂ ଭକ୍ତ ଙ୍କ ମନସ୍କାମନା ଶୀଘ୍ର ପୁରଣ କରିଦେଇଥାନ୍ତି । ଏହି ଉପାୟ ଟିକୁ ଆପଣ ପ୍ରତେକ ଶନିବାର ଦିନ କରନ୍ତୁ ।

ଶନିବାର ଦିନ ସୋରିଷ ତେଲକୁ କାହାକୁ ଦାନ କରନ୍ତୁ କିନ୍ତୁ ଦାନ କରିବା ପୂର୍ବରୁ ସେହି ତେଲରେ ନିଜର ଛାଇ କୁ ପ୍ରଥମେ ଦେଖନ୍ତୁ । ଶନିବାର ଦିନ ତେଲ ଦାନ କରିବାର ବହୁତ ମହତ୍ୱ ରହିଛି । ମାନ୍ୟତା ରହିଛି କି ଯେଉଁ ବ୍ୟକ୍ତି ଏପରି କରିଥାଏ ସେମାନଙ୍କ ଜୀବନରେ କେବେ ମଧ୍ୟ ଦୁଃଖ କଷ୍ଟ ମିଳିନଥାଏ । ଏବଂ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

ତେବେ ଯଦି ଆପଣ ଏହି ମନ୍ତ୍ର କୁ ଜପ କରିବେ ତେବେ ଆପଣଙ୍କ ସବୁ ମନସ୍କାମନା ଖୁବ ଶୀଘ୍ର ପୂରଣ ହୋଇଯିବ :-

ଆୟୂ ପ୍ରଜମ ଧନମ ଧାନ୍ୟମ ସୌଭାଗ୍ୟମ ସର୍ବେ ସମ୍ପେଦମ ଦେହି ସର୍ବେ ମହାବ୍ୟୁକ୍ଷାମ ତ୍ଵମହମ୍ ସରଣମ୍ ଗତଃ

ତେବେ ମନ୍ତ୍ରକୁ ପ୍ରତେକ ଶନିବାର ଦିନ ଶବ୍ଦ ଉଚ୍ଚାରଣ କରି ଜପ କରନ୍ତୁ । ଏହି ମନ୍ତ୍ର ଜପ କରିବା ପରେ ସନିଦେବ ଙ୍କୁ ପ୍ରଣାମ କରି ମନ ମଧ୍ୟରେ ନିଜର ମନସ୍କାମନା ଜଣାନ୍ତୁ । ଏହି ମନ୍ତ୍ରଟି ଆପଣଙ୍କୁ ସମସ୍ତ ଦୁଃଖ କଷ୍ଟ ଠାରୁ ଦୂରେଇ ରଖିବା ସହିତ ଆପଣଙ୍କ ଜୀବନ ହସ ଖୁସିରେ ଭରିଦେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button