ଦେଶ- ବିଦେଶ

ଘରର ଏହି ଜାଗାରେ ରଖି ଦିଅନ୍ତୁ ଲୁଣ,ଗରିବ ଲୋକ ହୋଇଯିବ ଧନୀ

ବନ୍ଧୁଗଣ ମନୁଷ୍ୟ ଜୀବନର ସବୁ କଥାର ସନ୍ତୁଳନ ରହିବା କାହିଁକି ମହତ୍ତ୍ୱପୂର୍ଣ୍ଣ ଅଟେ ଏହା ଆମକୁ ଲୁଣ ଠାରୁ ଶିଖିବା ଉଚିତ। ହଁ ବନ୍ଧୁଗଣ ଲୁଣ ଠାରୁ ଆମେ ସନ୍ତୁଳନ ଜୀବନର ପାଠ ପଢିପାରିବା। ଯେମିତି ଆମର ଖାଦ୍ୟରେ ଲୁଣର କଣ ମହତ୍ୱ ରହିଛି ଏହା ତ ଆମେ ସମସ୍ତେ ଭଲ ଭାବରେ ଜାଣିଛୁ ଏବଂ ଏହା ବି ଜାଣିଛନ୍ତି କି ଖାଦ୍ୟ ସହ୍ୟ ମାତ୍ରାରେ ହିଁ ଲୁଣ ପକାଯାଏ ତେବେ ଯାଇ ଏହି ଖାଦ୍ୟରେ ସ୍ୱାଦ ଆସିଥାଏ। ଖାଦ୍ୟରେ ଆବଶ୍ୟକତା ଠାରୁ କମ କିମ୍ବା ଅଧିକ ଲୁଣ ପକେଇ ଦ୍ୱାରା ଖାଦ୍ୟର ସ୍ୱାଦ ଖରାପ ହୋଇଯାଇଥାଏ। ଏହା ସହିତ ବି ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ବି ହାନିକାରକ ହୋଇଥାଏ। ସେହିପରି ଆମର ଜୀବନରେ ବି କିଛି ମହତ୍ତ୍ୱପୂର୍ଣ୍ଣ ବସ୍ତୁର କମି କିମ୍ବା ଅଧିକ ବି କୌଣସି ବି ସୁଖ ଆଣି ପାରିନଥାଏ ବରଂ ହାନିକାରକ ହୋଇଥାଏ। ଯଦି ବିଜ୍ଞାନର କଥା କହିବା ତ ଲୁଣ ଆମର ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ। ଆମର ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ବି ଲୁଣ ଅତ୍ୟନ୍ତ ଆବଶ୍ୟକ ଅଟେ। ସେହି ପ୍ରକାରରେ ଜ୍ୟୋତିଷ ଶାସ୍ତ୍ରରେ ବି ଲୁଣର ସାଧାରଣ ମହତ୍ୱ କୁହାଯାଇଅଛି। ଲୁଣ ଆମର ଖାଦ୍ୟର ସ୍ୱାଦ ବଢ଼ାଇବାର କାମ ତ କରିଥାଏ ତା ସହିତ ଆମ ଜୀବନରେ ବି ସକାରାତ୍ମକତା ଆଣିବାରେ କାମ ବି କରିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଲୁଣ ବିଷୟରେ କିଛି ଏମିତି ଉପାୟ କୁହାଯାଇଛି ଯାହା ଦ୍ୱାରା ଆମେ ଆମର ଜୀବନର ଦୋଶା ଏବଂ ଦିଶା ଦୁଇଟିକୁ ହିଁ ବଦଳେଇ ପାରିବା। ମାତ୍ର ଏକ ଚୁଟିକି ଲୁଣରେ ଏତେ କ୍ଷମତା ରହିଥାଏ କି ଆମକୁ ଗରିବରୁ ରାଜା ମଧ୍ୟ ବନେଇ ପାରେ। ବନ୍ଧୁଗଣ ଆଜି ଆମେ ଲୁଣର କିଛି ମହତ୍ତ୍ୱପୂର୍ଣ୍ଣ ଉପାୟ ବିଷୟରେ ଜାଣିବା ଯାହା ପ୍ରାଚୀନ କାଳରୁ ହିଁ କେତେକ ଘରେ ପ୍ରତିଦିନ ପାଳନ କରାଯାଉଛି। ଏହିସବୁ କଥା ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଆପଣ ବି ଲୁଣର ଏହି ଉପାୟକୁ ଅବଶ୍ୟ କରନ୍ତୁ। ତେବେ ଆସନ୍ତୁ ଜାଣିବା।

ଲୁଣ ସକାରାତ୍ମକ ଉର୍ଜାର ଭଣ୍ଡାର ହୋଇଥାଏ। ତା ସହିତ ଏଥିରେ ଏତେ ଶକ୍ତି ରହିଥାଏ କି ଆପଣଙ୍କର ଆଖପାଖରେ ଥିବା ନକାରାତ୍ମକ ଶକ୍ତିକୁ ମଧ୍ୟ ଦୂର କରିଦେଇଥାଏ। ଏଥିପାଇଁ ଘରର ଚାରି କୋଣରେ ଏକ ପାତ୍ରରେ ଲୁଣ ଭର୍ତି କରି ଅବଶ୍ୟ ରଖନ୍ତୁ। ପୋଛାର ପାଣିରେ ଅଳ୍ପ ଲୁଣ ପକେଇ ଘରର ପୋଛା ଲଗାଇବା ଦ୍ୱାରା ପୁରା ଘରେ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଯଦି ଘରେ ବାରମ୍ବାର କ୍ଳେଶ ହୋଇଥାଏ କିମ୍ବା ପରିବାରର ସଦସ୍ୟଙ୍କ ଭିତରେ ଛୋଟ ଛୋଟ କଥାକୁ ନେଇ ମତ ପାର୍ଥକ୍ୟ ହୋଇଥାଏ ତ ଆପଣ ଲୁଣର ଏହି ଉପାୟ ଅବଶ୍ୟ କରନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button