ଦେଶ- ବିଦେଶ

ପ୍ରତ୍ୟେକ ଦିନ ରାତିରେ ଶୋଇବା ପୁର୍ବରୁ ଦୁଇ ପାଖୁଡା ରସୁଣ ଖାଆନ୍ତୁ, ଆଉ ଦେଖନ୍ତୁ ଏହାର ଚମତ୍କାରିତା !

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ଆପଣଙ୍କୁ ସ୍ଵାଗତ ଜଣାଉଛୁ। ସାଧାରଣତଃ ଖାଦ୍ୟ ପ୍ରସ୍ତୁତି ସମୟରେ ଆମେ ରସୁଣ ବ୍ୟବହାର କରିଥାଉ। ଏହା ଖାଦ୍ୟରେ ସ୍ଵାଦକୁ ବଢ଼ାଇ ଥାଏ ଏବଂ ଆମ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ ଅଟେ। ରସୁଣକୁ କିଛି ରୋଗର ନିବାରଣ କରିବା ପାଇଁ ଔଷଧ ରୂପରେ ମଧ୍ୟ ବ୍ୟବହାର କରାଯାଇଥାଏ। ରସୁଣରେ ଭିଟାମିନ A, ଭିଟାମିନ B କମ୍ପ୍ଲେକ୍ସ ଓ ଭିଟାମିନ C ପ୍ରଚୁର ମାତ୍ରାରେ ରହିଥାଏ।ଆଜି ଆମେ ଆପଣଙ୍କୁ ରସୁଣ ସେବନ କରିବାର କିଛି ଉପକାରିତା ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ରାତିରେ ଶୋଇବା ପୂର୍ବରୁ ଯଦି ଆପଣ କେବଳ ଦୁଇଟି ରସୁଣର ସେବନ କରି ଶୁଅନ୍ତି, ତାହେଲେ ନିଶ୍ଚିତ ଭାବରେ ଆପଣ ସର୍ବଦା ସୁସ୍ଥ ରହିବେ।ରସୁଣ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।ତେଣୁ ଆପଣଙ୍କୁ ଜ୍ଵର, କାଶ, ଥଣ୍ଡା ଭଳି କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିବ ନାହିଁ।

– ଯଦି ଆପଣ ମାନଙ୍କର କୌଣସି ପେଟ ରୋଗ ଭଳି ସମସ୍ଯା ରହିଛି, ତାହେଲେ ନିଶ୍ଚିତ ଭାବରେ ଆପଣ ରାତିରେ ଶୋଇବା ପୂର୍ବରୁ ଦୁଇଟି ରସୁଣର ସେବନ କରନ୍ତୁ।ରସୁଣ ଶରୀରର ପାଚନ ପ୍ରକ୍ରିୟାକୁ ସୁଦୃଢ କରିଦେଇଥାଏ। ଏହାଦ୍ଵାରା ଆପଣଙ୍କର ପେଟ ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ।

– ରାତିରେ ଶୋଇବା ପୂର୍ବରୁ ରସୁଣର ସେବନ କରିବା ଦ୍ୱାରା ଶରୀରରେ ଥିବା କୋଲେଷ୍ଟ୍ରୋଲ ନିୟନ୍ତ୍ରଣରେ ଆସିଥାଏ। ଯଦି ଆପଣଙ୍କୁ କୋଲେଷ୍ଟ୍ରୋଲ ସମସ୍ଯା ରହିଛି, ତାହେଲେ ଆପଣ ପ୍ରତ୍ୟେକଦିନ ରସୁଣର ସେବନ ନିଶ୍ଚିତ ଭାବରେ କରନ୍ତୁ।ଦେଖିବେ ଆପଣଙ୍କ ଶରୀର ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିବ।

– ଯଦି ଆପଣଙ୍କ ଚେହେରାରେ ଜାଦୁ, କାଛୁ ଓ କୁଣ୍ଡିଆ ଭଳି ସମସ୍ଯା ଦେଖା ଯାଉଛି, ତାହେଲେ ଏହାକୁ ଭଲ କରିବା ପାଇଁ ଆପଣ ସର୍ବଦା ରାତିରେ ଶୋଇବା ପୂର୍ବରୁ ରସୁଣର ସେବନ କରନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ସୁଫଳ ମିଳିବ।

– ଯଦି ଆପଣ ମାନଙ୍କୁ ଉଚ୍ଚ ରକ୍ତଚାପ ଭଳି ସମସ୍ଯା ରହିଛି, ତାହେଲେ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ଦୁଇଟି ରସୁଣର ସେବନ କରିବା ଉଚିତ। ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ତେଣୁ ପ୍ରତ୍ୟେକଦିନ ରସୁଣର ସେବନ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

Related Articles

Leave a Reply

Your email address will not be published. Required fields are marked *

Back to top button