ଦେଶ- ବିଦେଶ

କଳା ଦୁଦୁରା ଚେର କୋଟିପତି କାହିଁକି କରିଥାଏ, ୨୪ ଘଣ୍ଟାରେ ଭାଗ୍ୟ ଚମକିବ, ଦୁଦୁରା ଗଛ

ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ ଦାରିଦ୍ରତା, ଗରିବୀ ଆସି ସାରିଛି କିମ୍ବା ଧନ ଆସୁ ନାହି କିମ୍ବା ଧନ ଆସିବାର ସବୁ ମାର୍ଗ ବନ୍ଦ ହୋଇଯାଇଛି ବା ଧନ ଆସିଲେ ତାହା ତୁରନ୍ତ ଖର୍ଚ୍ଚ ହୋଇ ଯାଉଛି ବା କରଜର ଭାର ରହିଛି କିମ୍ବା ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରୁଛନ୍ତି ତେବେ ଦୁଦୁରା ଗଛର ଏହି ଉପାୟ କୁ ନିଶ୍ଚୟ କରନ୍ତୁ । ଏହି ଗଛକୁ ଆପଣ କେବେ ନା କେବେ ନିଶ୍ଚୟ ଦେଖିଥିବେ ।

ଏହା ଏମିତି ଏକ ଗଛ ଯାହାକୁ ତନ୍ତ୍ର ମନ୍ତ୍ରର ହନ୍ଦର ମାନା ଯାଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଦୁଦୁରା ଚେର କାହିଁକି କୋଟିପତି କରାଇଥାଏ ବ୍ୟକ୍ତି କୁ । ଭଗବାନ ଶିବଙ୍କର ଦୁଦୁରା ଫୁଲ ବହୁତ ପ୍ରିୟ ହୋଇଥାଏ । ଦୁଦୁରା ଗଛରୁ 3ଟି ରଙ୍ଗର ଫୁଲ ବାହାରିଥାଏ ଯଥା ଧଳା ଦୁଦୁରା, କଳା ଦୁଦୁରା ଓ ନୀଳ ଦୁଦୁରା ।

ଯଦି ଆପଣଙ୍କର ଧନ ଆସୁ ନାହି, କରଜରେ ବୁଡି ରହିଛନ୍ତି, ଧନ ଆସିବାର ସବୁ ମାର୍ଗ ବନ୍ଦ ହୋଇଯାଇଛି ତେବେ ଏହି ଗଛର ବ୍ୟବହାର କରି ଆପଣ ଏହାର ସମାଧାନ କରିପାରିବେ । ପ୍ରଥମ କ୍ରିୟା ମା ଲକ୍ଷ୍ମୀଙ୍କର ଅଟେ ଯାହା ଦ୍ଵାରା ଧନର ଅଭାବ କେବେ ହେବ ନାହି । ଏହି କ୍ରିୟାକୁ କରିବା ପାଇଁ ଧଳା ଦୁଦୁରା ର ଆବଶ୍ୟକ ଅଛି । 4ଟି ଶୁକ୍ରବାର ଲଗାତାର  ଏହି କ୍ରିୟା କରିବାକୁ ହେବ ।

ଧଳା ଦୁଦୁରା ପ୍ରାପ୍ତ କରି ସୂର୍ଯ୍ୟାସ୍ତ ପରେ ସକାଳ 7ଟା ରୁ 9ଟା ଯାଏଁ ଏହି କ୍ରିୟା କରନ୍ତୁ । ମା ଲକ୍ଷ୍ମୀଙ୍କର ଫୋଟୋକୁ ପୂଜା ଘରେ ସ୍ଥାପନ କରି ଧଳା ଦୁଦୁରା ଫୁଲ ଅର୍ପଣ କରି ଘିଅ ଦୀପ ଲଗାନ୍ତୁ । ଏହା ପରେ ଶ୍ରୀଙ୍ଗ ମନ୍ତ୍ର ଜପ କରି ହାତ ଯୋଡି ମନସ୍କାମନା କୁହନ୍ତୁ । ଏହି ମନ୍ତ୍ର ଜପିବା ଦ୍ଵାରା ସବୁ କଷ୍ଟ ଶେଷ ହୋଇଯାଏ । ଏତିକି କରିବା ପରେ ପୁରା ବର୍ଷ ଧନର କମି ହେବ ନାହି ।

ଦ୍ଵିତୀୟ ଉପାୟ ଏହା ଅଟେ କି ଅପାନଙ୍କର ଦୁଖ ଦୂର ହେଉ, ଅପାନ ଯେଉଁ ରୋଗ ପାଇଁ ଚିନ୍ତାରେ ଅଛନ୍ତି ସେରଥିରୁ ମୁକ୍ତି ପାଇବାକୁ, ଆପଣଙ୍କ ଉପରୁ ତନ୍ତ୍ର ମନ୍ତ୍ରର ପ୍ରଭାବ ଶେଷ ହୋଇଯାଉ । ଏଥିପାଇଁ ଆପଣଙ୍କୁ ନୀଳ ଦୁଦୁରା ଫୁଲ ଆବଶ୍ୟକ ଅଛି । ଆପଣଙ୍କୁ 3ଟି ସୋମବାର ଏହି ଉପାୟ କରନ୍ତୁ । ମାନିକି ଚାଲନ୍ତୁ ଆପଣଙ୍କର ଦୁର୍ଭାଗ୍ୟ ଆସବ ନାହି । ସକାଳୁ ସ୍ନାନ କରି ଶିବ ମନ୍ଦିରକୁ ଯାଇ ତମ୍ବା ଲୋଟାରେ ଜଳ ନିଅନ୍ତୁ ।

ନୀଳ ଦୁଦୁରା ଗଛର ପତ୍ର ଓ ଫୁଲ ନେଇ ଭଗବାନ ଶିବ ଙ୍କୁ ଅର୍ପଣ କରି ଏକ ଲୋଟା ଜଳ ଚଢାନ୍ତୁ । ତାପରେ ଓମ ନମହ ଶିବାୟ ମନ୍ତ୍ର କରି 503 ଲୋଟା ଜଳ ଚଢନ୍ତୁ । ଏମିତି କରିଲେ ପୁରା ବର୍ଷ କଷ୍ଟ ଆସିବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button