ଦେଶ- ବିଦେଶ

ମଣିଷର ଏହି 4 ଟି ଭୋକ କେବେ ବି ମିଟେ ନାହିଁ, ଏକୁଟିଆ ଦେଖନ୍ତୁ

ବନ୍ଧୁଗଣ ନମସ୍କାର ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି ।

ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ ।

ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ । ମନୁଷ୍ୟ କେବେବି ଏହି ଚାରଟି ଜିନିଷ କୁ ଛାଡି ପାରେ ନାହିଁ । ଧନ, ଜୀଵନ, ବା-ସ-ନା,ଏବଂ ଭୋଜନ । ଏହି ସବୁ ପାଇଁ ମନୁଷ୍ୟ ସର୍ଵଦା ଭୋକିଲା ରହିଥାଏ । ତାକୁ ସେହି ଜିନିଷ କେତେବି ମାତ୍ରା ରେ ମିଳି ଯାଏ କିନ୍ତୁ ସର୍ଵଦା ତାକୁ ତାହା ଠାରୁ ମଧ୍ୟ ଅଧିକ ଦରକାର ହୋଇ ଥାଏ ମନୁଷ୍ୟ ସର୍ଵଦା ଅଧିକ ଲୋ-ଭ କରିଥାଏ ।

ଜୀବନରେ ସର୍ଵଦା ଏହା ଭାବି ଯିବା ଉଚିତ କି ଆମ ଜୀବନରେ କେବେବି ଖରାପ ସମୟ ଆସିପାରେ । ତେଣୁ କିଛି ଧନ କୁ ସଞ୍ଚୟ କରି ରଖିବା ଉଚିତ । ମନୁଷ୍ୟ ଜୀବନରେ ଯେବେବି କିଛି ଅସୁବିଧା ଆସିବ ସେତେବେଳେ ସେ ସେହି ଧନ ର ପ୍ରୟୋଗ କରି ପାରିବ । କାରଣ ବିପଦ ସମୟରେ ନିଜ ଲୋକ ମଧ୍ୟ ପର ହୋଇ ଯାଇଥାନ୍ତି ତେଣୁ ଯଦି ନିଜ ପାଖରେ ଧନ ଥିବ ତେବେ ସେ ନିଜ ବିପଦ ସମୟରେ କାହାର ସାହାଯ୍ୟ ଲୋଡିବେ ନାହିଁ ।

ବହୁତ ଅଧିକ ଭଲ ହୋଇ କେବେ ବି ଜୀଵନ ବଞ୍ଚି ହୁଏ ନାହିଁ । କାରଣ ସବୁବେଳେ ଭଲ ଏବଂ ଭୋଳା ଲୋକଙ୍କୁ ଦବେଇ ଏବଂ ଠକି ମଧ୍ୟ ଦେଇଥାନ୍ତି । ତେଣୁ ସେଥିପାଇଁ ଏତେ ଅଧିକ ସିଧା ସାଧା ହେବା ଉଚିତ ନୁହେଁ । ମନୁଷ୍ୟ କୁ ସଦା ସର୍ଵଦା ଭାବି ଚିନ୍ତି କାମ କରିବା ଉଚିତ । କିଏ ମୋ ଶତ୍ରୁ କିଏ ମୋ ମିତ୍ର ଏହା ମଧ୍ୟ ଜାଣିନେବା ଉଚିତ । ମୋତେ କେଉଁ କାର୍ଯ୍ୟ କଲେ ସଫଳ ମିଳିବ ଏବଂ କେଉଁ କାର୍ଯ୍ୟ ରେ ମୁ ବିଫଳ ହେବି ତାହା ମଧ୍ୟ ଜାଣିନେବା ଉଚିତ ।

କାମ ପଛେ ଅଳ୍ପ କର କିନ୍ତୁ ମନ ଧ୍ୟାନ ଦେଇ କରିବା ଉଚିତ ଏହା ମନୁଷ୍ୟ କୁ ବାଘ ଠାରୁ ଶିଖିବା ଉଚିତ । ସମୟ ଅନୁସାରେ ନିଜ ଶକ୍ତି ରେ କାର୍ଯ୍ୟ କରିବା ମନୁଷ୍ୟ କୁ ବଗୁଲି ଠାରୁ ଶିଖିବା ଉଚିତ । ସଠିକ ସମୟରେ ଉଠିବା ଶୋଇବା ଆଦି କାର୍ଯ୍ୟ ଏହା ମନୁଷ୍ୟ କୁ କୁକୁଡ଼ା ଠାରୁ ଶିଖିବା ଉଚିତ ।

ସର୍ଵଦା ସତର୍କ ରହିବା ଏବଂ ଅତି ଶୀଘ୍ର କାହା ଉପରେ ଭରସା ନ କରିବା ଏହା ମନୁଷ୍ୟ କୁ କାଉ ଠାରୁ ଶିଖିବାର ଥିଲା । ନିଦରେ ଶୋଇ ଥିଲେ ମଧ୍ୟ ଉଠିକି ରହିବା । ବହୁତ ଭୋକ ଥିଲେ ମଧ୍ୟ ଅଳ୍ପ ରେ ନିଜକୁ ସନ୍ତୁଷ୍ଟ କରିବା । ବଫାଦାର ହେବା କୁକୁର ଠାରୁ ଶିଖିବା ଉଚିତ ।

ନିଜର ଦୁଃଖ କୁ କେବେବି କାହା ଆଗରେ କହିବା ଉଚିତ ନୁହେଁ । ସେ ଆମର ଉପହାସ କରିବ ତେଣୁ ନିଜ ଦୁଃଖ କୁ କେବେବି କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ସର୍ଵଦା ନିଜ ସ୍ୱାମୀ ର ସମ୍ମାନ ଏବଂ ଗୁରୁ ଙ୍କୁ ପୂଜା କରିବା ଉଚିତ ଏବଂ ନିଜର ବା-ସ-ନା, କାମ, କ୍ରୋ-ଧ ଉପରେ ନିୟନ୍ତ୍ରଣ ରଖିବା ଉଚିତ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button