ଦେଶ- ବିଦେଶ

ଏହି ମହାଉପୟ କରିକି ଦେଖନ୍ତୁ, ସବୁ ସମାସ୍ୟା ହେବ ଦୂର

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ପାଇଁ କିଛି ଉପାୟ ଗୁଡ଼ିକ କୁ ନେଇ କରି ଆସିଛୁ ଯେଉଁ ଉପାୟ ଗୁଡିକୁ ସଂମ୍ପର୍ଣ୍ଣ ଭାବେ ଲାଲ୍ କିତାବ୍ ରୁ ଉଠା ଜାଇ ଥିବା ବେଳେ ଏହି ଉପାୟ ରେ ଆପଣ ମାନେ ନିଜର ଜିବନ ରେ ରହି ଥିବା ସୁବୁ ଦୁଖଃ କୁ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ଦୂରେଇ ଦେଇ ପାରିବେ ।

ତେବେ ଆସନ୍ତୁ ସେହି ସବୁ ଉପାୟ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଏହା ଜାଣି ଆପଣ ମାନେ ଯଦି ସଠିକ୍ ଭାବେ କରନ୍ତି ତେବେ ଆପଣ ମାନଙ୍କ ସବୁ ଇଚ୍ଛା ମଧ୍ୟ ପୂର୍ଣ୍ଣ ହେବ ।ଉପାୟ ଟି ହେଉଛି ଆପଣ ମାନେ ଗୋଟିଏ ଗୁରୁବାର ଦିନ ସକାଳୁ ଉଠି ଗାଧୋଇ କରି ଗୋଟିଏ ହଳଦିଆ କପଡା ପିନ୍ଧି ଦିଅନ୍ତୁ ।

ଆ କପଡା ରେ 7 ଖଣ୍ଡ ଗୁଡ ରଖନ୍ତୁ ଏବଂ ସେହି ପରି ଭାବେ 7 ଖଣ୍ଡ ଗୋଟା ହଳଦୀ କୁ ଆଣନ୍ତୁ । ଏବଂ ମନେ ରଖିବେ କି ସେହି ହଳଦୀ ଯେପରି କୈଣସି ବି ସ୍ଥାନରେ କ୍ଷେତ ହୋଇ ନ ଥିବ । ଏବଂ ପରେ ଗୋଟିଏ ଟଙ୍କିକିୟା କୟନ କୁ ଆଣନ୍ତୁ ।

ସେହି ଥିରେ ରଖନ୍ତୁ ଏବଂ ସେହି ସବୁ କୁ ସେହି ହଳଦିଆ କନାରେ ବାନ୍ଧି କରି ଆପଣ ମାନେ ଗୋଟିଏ ପୋଟଳୀ ଟିଏ କରି ଦିଅନ୍ତୁ ।ପରେ ଆପଣ ମାନେ କୈଣସି ବଡ ଜଳ ଶ୍ରୋତ ପାଖକୁ ଏହି ପୋଟଳୀ କୁ ନେଇ ଜାଆନ୍ତୁ । ଏହା ଆପଣ ମାନଙ୍କ ପାଖରେ ଜାହା ବି ରହିଥିବ ତାହା ଭଲ ଝରଣା ବା ନଈ ଦୁଇଟି ଚଳିବ ।

ତେବେ ସେହି ଠାରେ ଆପଣ ମାନେ ସୂର୍ଯ୍ୟ ଉଦୟ ସମୟ ରେ ଛିଡା ହୋଇ ସେହି ପୋଟଳୀ କୁ ମୁଣ୍ଡରେ ଲଗାଇ କରି ନିଜର ଇଷ୍ଟ ଦେବା ଦେବୀ ଙ୍କୁ ମନେ ପକାନ୍ତୁ ଏବଂ ପରେ ନିଜର ମନ ରେ ନିଜର ମନସ୍କାମନା ବିଷୟ ରେ ଭାବନ୍ତୁ ତେବେ ପରେ ଆପଣ ମାନେ ସେହି ପୋଟଳୀ କୁ ସେହି ନଦୀ ରେ ସଂମ୍ପର୍ଣ୍ଣ ନିଷ୍ଟା ର ସହିତ ଭସେଇ ଦିଅନ୍ତୁ ।

ତେବେ ଆପଣ ମାନେ ଘର କୁ ଆସନ୍ତୁ । ପରେ ଗୋଟିଏ ରେଳ ଲାଇନ୍ କୁ ଜାଆନ୍ତୁ ଜାହା ସଂମ୍ପର୍ଣ୍ଣ ଭାବେ ନିଛାଟିଆ ହୋଇ ଥିବ । ସେହିଠାରେ ଛିଡା ହୋଇ ଆପଣ ମାନେ ନିଜର ମନବାନ୍ଛା କୁ ପୁଣି ଥରେ ଆପଣ ମାନଙ୍କ ଇଷ୍ଟ ଙ୍କୁ ଜଣାନ୍ତୁ । ତେବେ ଏକ ମୁହାଁ ହୋଇ ନିଜର ଘର କୁ ଫେରନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ମନସ୍କାମନା କିଛି ଦିନ ମଧ୍ୟ ରେ ପୂରଣ ହେବ …।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button