ପୁରୁଷ ମାନେ ପ୍ରତିଦିନ ଏବଂ ମହିଳା ମାନେ ବର୍ଷରେ କେବଳ ଥରେ ପିନ୍ଧିଥାନ୍ତି । ତାହା କଣ ?
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ କିଛି ଏପରି ପ୍ରଶ୍ନୋତ୍ତର ଯାହା ଆପଣ ଙ୍କର ମସ୍ତିସ୍କର ବୁଦ୍ଧି କୁ ବିକାଶ କରିବା ସହ ଆପଣ ଙ୍କର ମନୋରଞ୍ଜନ ମଧ୍ୟ କରିଥାଏ । ତାହାଛଡା ବିଶେଷ ଭାବରେ ଏହା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନେକ ଲାଭଦାୟୀ ସାବ୍ୟସ୍ତ ହେବ । ତେବେ ଆସନ୍ତୁ ଆରମ୍ଭ କରିବା,
ପ୍ରଶ୍ନ ୧ : “NASA” ର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
ଉତ୍ତର : ୱାଶିଂଟନ ରେ “NASA” ର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ ।
୨ : ଭାରତର ବୃହତ୍ତମ ପ୍ଲାନେଟରିୟମ କେଉଁଟି ?
ଉତ୍ତର : କଲିକତା ର ବିର୍ଲା ପ୍ଲାନେଟରିୟମ ଭାରତର ବୃହତ୍ତମ ପ୍ଲାନେଟରିୟମ ଅଟେ ।
ପ୍ରଶ୍ନ ୩ : ଭାରତର ପ୍ରଥମ ନ୍ୟୁକ୍ଲିୟର ପାୱାର ପ୍ଳାଣ୍ଟ କେଉଁଟି ?
ଉତ୍ତର : ମହାରାଷ୍ଟ୍ର ର ତାରପୁର ରେ ଭାରତର ପ୍ରଥମ ନ୍ୟୁକ୍ଲିୟର ପାୱାର ପ୍ଳାଣ୍ଟ ଅବସ୍ଥିତ ।
ପ୍ରଶ୍ନ ୪ : ଲୀଳାବତୀ ପୁସ୍ତକ ନିମ୍ନଲିଖିତ ମଧ୍ୟରୁ କେଉଁ ବିଷୟ ସହିତ ସମ୍ବନ୍ଧିତ ?
ଉତ୍ତର : A. ଅର୍ଥଶାସ୍ତ୍ର, B. ଗଣିତ , C. ପ୍ରାଣୀ ବିଜ୍ଞାନ, D. ବନସ୍ପତି ଶାସ୍ତ୍ର ।
ପ୍ରଶ୍ନ ୫ : କ୍ରିକେଟ ଖେଳରେ ଭୂମି ଠାରୁ ସ୍ଟମ୍ପସର ଉଚ୍ଚତା କେତେ ?
ଉତ୍ତର : କ୍ରିକେଟ ଖେଳରେ ଭୂମି ଠାରୁ ସ୍ଟମ୍ପସର ଉଚ୍ଚତା ୨୮ ଇଞ୍ଚ ର ଥାଏ ।
ପ୍ରଶ୍ନ ୬ : ଫୁଟବଲ ଖେଳରେ ଗୋଲପୋଷ୍ଟର ଦୁଇ ଖୁଣ୍ଟ ମଧ୍ୟରେ ଦୂରତା କେତେ ?
ଉତ୍ତର : ଫୁଟବଲ ଖେଳରେ ୭.୩୨ ମିଟର ର ଦୂରତା ଗୋଲପୋଷ୍ଟର ଦୁଇ ଖୁଣ୍ଟ ମଧ୍ୟରେ ରହିଥାଏ ।
ପ୍ରଶ୍ନ ୭ : ବିଶ୍ଵର ଦ୍ଵିତୀୟ ଏବଂ ଭାରତର ପ୍ରଥମ ଟେଷ୍ଟଟ୍ଯୂବ ବେବି “ଦୂର୍ଗା” ର ସ୍ରଷ୍ଟା କିଏ ?
ଉତ୍ତର : ସୁଭାଷ ମୁଖୋପାଧ୍ୟାୟ ବିଶ୍ଵର ଦ୍ଵିତୀୟ ଏବଂ ଭାରତର ପ୍ରଥମ ଟେଷ୍ଟଟ୍ଯୂବ ବେବି “ଦୂର୍ଗା” ର ସ୍ରଷ୍ଟା ଅଟନ୍ତି ।
ପ୍ରଶ୍ନ ୮ : କିଏ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାତା ରୂପେ ପରିଚିତ ?
ଉତ୍ତର : ଆଲାନ ଆକ୍ଟିଭିଆନ ହ୍ୟୁମ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠାତା ରୂପେ ପରିଚିତ ।
ପ୍ରଶ୍ନ ୯ : ୧୭୮୦ ମସିହା ରେ କିଏ ଭାରତର ପ୍ରଥମ ଇଂରାଜୀ ଖବରକାଗଜ “ବେଙ୍ଗଲ ଗାଜେର୍ଟ” ପ୍ରକାଶିତ କରିଥିଲେ ?
ଉତ୍ତର : ୧୭୮୦ ମସିହା ରେ ଜେମସ ଅଗଷ୍ଟସହିକି ଭାରତର ପ୍ରଥମ ଇଂରାଜୀ ଖବରକାଗଜ “ବେଙ୍ଗଲ ଗାଜେର୍ଟ” ପ୍ରକାଶିତ କରିଥିଲେ ।
ପ୍ରଶ୍ନ ୧୦ : ରାଜସ୍ଥାନର କେଉଁ ସହରକୁ ଭାରତ ର ହ୍ଵାଇଟ ସିଟି (White City of India) କୁହାଯାଏ ?
ଉତ୍ତର : ରାଜସ୍ଥାନ ର ଉଦୟପୁର ଭାରତ ର ହ୍ଵାଇଟ ସିଟି କୁହାଯାଏ ।
ପ୍ରଶ୍ନ ୧୧ : ପୁରୁଷ ମାନେ ପ୍ରତିଦିନ ଏବଂ ମହିଳା ମାନେ ବର୍ଷରେ କେବଳ ଥରେ ପିନ୍ଧିଥାନ୍ତି । ତାହା କଣ ?
ଉତ୍ତର : ତାହା ଅଟେ ପଇତା ।