ଦେଶ- ବିଦେଶ

ସକାଳୁ ଉଠି ଚା’ ପିଉଛନ୍ତି କି ? ନିହାତି ପଢି ନିଅନ୍ତୁ ଏହି ଖବର,ଏହି ବଡ଼ ରୋଗର କାରଣ ଅଟେ ଚା’

ବନ୍ଧୁଗଣ ଦୁନିଆ ର ଯେ କୌଣସି ସ୍ଥାନ କୁ ଗଲେ ଆଉ କିଛି ମିଳୁ ବା ନ ମିଳୁ ଚାହା ଏକ ଏପରି ଜିନିଷ ଯାହା ନିଶ୍ଚୟ ମିଳିଯିବ । ଇତିହାସ କୁ ଚର୍ଚା କଲେ ଜଣାପଡେ, କି ଯାହାର ସ୍ଵାଦ ଭାରତୀୟ ମାନେ କେବେ ମଧ୍ୟ ଚାଖି ନଥିଲେ ତାହା ଆଜିର ସମୟରେ ଅଧିକାଂଶ ଭାରତୀୟ ମାନଙ୍କ ର ପ୍ରାଣ ସମାନ ହୋଇ ସାରିଲାଣି । ଏପରିକି ସକାଳେ ଉଠିଲା ମାତ୍ରେ ପ୍ରଥମେ ଚାହା ହିଁ ଖୋଜି ଥାଏ ।

ଚାହା ରୁ ମିଳୁଥିବା ଏକ ସ୍ୱଳ୍ପ ଉତ୍ତେଜିତ ପଦାର୍ଥ ଆମ ଶରୀରର ଥକାପଣ କୁ ମାତ୍ର କିଛି ସମୟ ପାଇଁ ଦୂର କରି ଦେଇଥାଏ । ଏହି କାରଣ ରୁ ମଧ୍ୟ କେତେ ଲୋକ ଚାହା ପିଇ ଥାଆନ୍ତି । ଯେତେବେଳେ ମଣିଷ ଦୁର୍ବଳ ଅନୁଭବ କରେ, ସେତେବେଳେ ସେ ମାତ୍ର ଗୋଟେ କପ ଚାହା ପିଇ ନିଏ । କିନ୍ତୁ ଅନେକ ଲୋକ ଏପରି ମଧ୍ୟ ଥାଆନ୍ତି, ଯେ କି ଏକ ଦିନ ରେ ଗୋଟେ ଗୋଟେ କରି ୧୦ କପ ରୁ ମଧ୍ୟ ଅଧିକ ଚାହା ପିଇ ଦେଇଥାନ୍ତି । କିନ୍ତୁ ଏତେ ଅଧିକ ଚାହା ପିଇବା ଶରୀର ପାଇଁ ଠିକ ହୋଇ ନଥାଏ ।

ବନ୍ଧୁଗଣ ଆୟୁର୍ବେଦ ଅନୁସାରେ ଚାହା ଭାରତୀୟ ଜଳବାୟୁ ପାଇଁ ତିଆରି ହୋଇ ନାହିଁ । କାରଣ ଏଥିରେ ଅଧିକାଂଶ ସମୟରେ ଜଳବାୟୁ ଗରମ ହୋଇ ରହିଥାଏ । ଚାହା ରେ ଥିବା ଗରମ ଆମ ଶରୀର ଆହୁରି ଅଧିକ ବଢାଇ ଦେଇଥାଏ । ଯାହା ଫଳରେ ଏହାକୁ ସେବନ କରିବା ଦ୍ଵାରା ପେଟ ରେ ଗ୍ଯାସ ଜନିତ ଅନେକ ସମସ୍ଯା ଦେଖା ଦେଇଥାଏ ।

ବନ୍ଧୁଗଣ ଯେତେବେଳେ ରକ୍ତ ରେ ଗ୍ଯାସ ର ମାତ୍ରା ବଢିଯାଏ, ସେତେବେଳେ ଶରୀର ରେ ଅନେକ ଅଙ୍ଗ କ୍ଷତି ଗ୍ରସ୍ତ ହୋଇଯାଏ । ସବୁଠାରୁ ବଡ ରୋଗ ହେଲା ଶରୀରରେ ଆଲ୍କାହାଇଲ ଓ ଗ୍ଯାସ ର ମାତ୍ରା ସମାନ ହୋଇ ଯାଇଥାଏ । ଯାହାଦ୍ୱାରା ଆମ ଶରୀରର ଖାଦ୍ୟ ହଜମ କରିବା ପ୍ରକ୍ରିୟା କୁ ଧୀର କରି ଦେଇଥାଏ । ଖାଦ୍ୟ ଠିକ ଭାବରେ ହଜମ ନ ହେବା କାରଣ ରୁ ଆମ ଶରୀର ରେ କମଜୋର ଓ ଥକାପଣ ଲାଗି ରହିଥାଏ । ଧୀରେ ଧୀରେ ହୋଇ ଆମ ଶରୀରର ହାଡ ସବୁ ଦୁର୍ବଳ ମଧ୍ୟ ହୋଇ ଯାଇଥାଏ ।

ଏହି କାରଣ ରୁ ଅନେକ ଲୋକ ପାଦ ବ୍ୟଥା, ଆଣ୍ଠୁ ବ୍ୟଥା, କମର ଯନ୍ତ୍ରଣା ଭଳି ସମସ୍ଯା ମଧ୍ୟ ଦେଖିବାକୁ ମିଳିଥାଏ , ତହସାହ ଚାହା ଆମ ହୃଦୟ ରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇ ଥାଏ । ଏହାଦ୍ଵାରା ବିପି, ଷ୍ଟୋକ, ହାର୍ଟ ଆଟାକ ଭଳି ରୋଗ ମଧ୍ୟ ହୋଇଥାଏ । ବହୁତ ଅଧିକ ଲୋକ ଙ୍କର ଚାହା ପିଇବା ଦ୍ଵାରା ଭୋକ ମଧ୍ୟ ମରି ଯାଇଥାଏ । ତାହାସହ ନିଦ ମଧ୍ୟ ଲାଗି ନଥାଏ । ଏହି କାରଣ ରୁ କିଛି ଲୋକ ନିଦ ରୁ ବଞ୍ଚବା ପାଇଁ ଯାଇ ଚାହା ପରେ ଚାହା ର ସେବନ କରିଥାନ୍ତି ।

କିନ୍ତୁ ଧୀରେ ଧୀରେ ଏପରି କରିବା ଦ୍ଵାରା ସେମାନେ ମାନସିକ ରୋଗ ର ମଧ୍ୟ ଶିକାର ହୋଇ ଯାଇଥାନ୍ତି । ଡିପ୍ରେସନ ଓ ଚିଡ ଚିଡା ରୋଗ ଧୀରେ ଧୀରେ ହୋଇ ସେମାନଙ୍କୁ ଧରି ନେଇଥାଏ । ଅଧିକ ମାତ୍ରାରେ ଚାହା ପିଇବା ଦ୍ଵାରା କିଡନୀ ଖରାପ ହେବାର ମଧ୍ୟ ସମ୍ଭାବନା ରହିଥାଏ । ତାହାସହ ଶରୀରରେ ଆଇରନ ର ମାତ୍ରା ମଧ୍ୟ କମ ହୋଇ ଯାଇଥାଏ । ଅନେକ ଥର ଲୋକ ଙ୍କୁ ଲାଗିଥାଏ କି ଚାହା ଛାଡି ହେବ ନାହିଁ । କିନ୍ତୁ ଏହା ମାତ୍ର ମନର ହିଁ ଏକ ଭ୍ରମ ଅଟେ ।

ଯଦି ଆପଣ ଚାହିଁବେ କି ଆପଣ ଚାହା ବିନା ବଞ୍ଚି ପାରିବେ ନାହିଁ ତେବେ ଆପଣ ଚାହା ବିନା ବଞ୍ଚି ପାରିବେ ନାହିଁ ଓ ଯଦି ଆପଣ ଭବିବେ କି ଆପଣ ଚାହା ବିନା ମଧ୍ୟ ବଞ୍ଚିଯିବେ, ବା ଏହାକୁ ନ ପିଇବା ଦ୍ଵାରା ଆପଣ ଙ୍କର ସେପରି କୌଣସି ବିଶେଷ କ୍ଷତି ହେବ ନାହିଁ, ତେବେ ଚାହା ଛାଡିଦେଲେ ମଧ୍ୟ ଆପଣ ଙ୍କର ସେପରି କିଛି ଅସୁବିଧା ହେବ ନାହିଁ । ତାହାସହ ଆପଣଙ୍କ ଶରୀର ପୂର୍ବ ଅପେକ୍ଷା ଆହୁରି ଅଧିକ ସୁସ୍ଥ ରହିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

More Cool Stuff

Related Articles

Leave a Reply

Your email address will not be published. Required fields are marked *

Back to top button