ସ୍ୱାସ୍ଥ୍ୟ

ଏହି 3 ଟି ସହଜ ଉପାୟ କରି ଦେଖନ୍ତୁ, ଦେଖିବେ ଆପଣଙ୍କ ଥାଇରଏଡ ଭଳି ସମସ୍ଯା ମୂଳରୁ ଶେଷ ହୋଇଯିବ

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ସମୟ ରେ ଥାଇରଏଡ ସମସ୍ୟା ବହୁତ୍ ସାଧାରଣ ଅଟେ । ଅନେକ ଲୋକ ମାନେ ଏହି ଥାଇରଏଡ଼ ରୋଗ ରେ ଆକ୍ରାନ୍ତ ହୋଇ ଥାଆନ୍ତି । ସାଧାରଣ ଝିଅ ମାନଂକ ଠାରେ ଆଜି କାଲି ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଛି । ତେବେ ଥାଇରଏଡ ହେବା ଦ୍ବାରା କେହି କେହି ମୋଟା ହୋଇ ଯାଆନ୍ତି ଆଉ କେହି କେହି ପତଳା ମଧ୍ୟ ହୋଇ ଯାଆନ୍ତି ।

ତେବେ ଏଥିପାଇଁ ଆମେ ଅନେକ ମେଡ଼ିସିନ୍ ସେବନ କରି ଥାଉ । ତେବେ ଆଜି ଆମେ ଏମିତି ଏକ ଘରୋଇ ଉପଚାର ବିଷୟ ରେ ଜାଣିବା ଯାହାର ପ୍ରୟୋଗ ଦ୍ଵାରା ଆପଣ ନିଜ ଥାଇରଏଡ ସମସ୍ୟା କୁ ସବୁଦିନ ପାଇଁ ନର୍ମାଲ କରି ପାରିବେ ଓ ଦୂରେଇ ପାରିବେ । ତେବେ ଆସନ୍ତୁ ଜାଣିବା । ଏହି ଉପଚାର କୁ ପ୍ରସ୍ତୁତି କରିବା ପାଇଁ ଆପଣ ପ୍ରଥମେ ଏକ ପାତ୍ର ରେ ଏକ ଗ୍ଲାସ ପାଣି ନିଅନ୍ତୁ ।

ତେବେ ଏହା ପରେ ଏଥିରେ ମିଶାଇବା ପାଇଁ ଆପଣ ଙ୍କୁ ଧନିଆ ଗୁଣ୍ଡ ଆବଶ୍ୟକ । ଧନିଆ ଗୁଣ୍ଡ ପରିବର୍ତ୍ତେ ଆପଣ ଗୋଟା ଧନିଆ ମଧ୍ୟ ପ୍ରୟୋଗ କରା ପାରିବେ । ତେଣୁ ପ୍ରଥମେ ଗୋଟା ଧନିଆ କୁ ରାତି ସାରା ବିଝାଇ ରଖି ଏହାର ପ୍ରୟୋଗ କରନ୍ତୁ । ତେବେ ବହୁ ପୁରାତନ କାଳ ରୁ ଥାଇରଏଡ ସମସ୍ୟା କୁ ଭଲ କରିବା ପାଇଁ ଧନିଆ ଗୁଣ୍ଡ ର ବ୍ୟବହାର କରାଯାଉଛି ।

ତେଣୁ ସେହି ପାଣି ରେ ଦୁଇ ଚାମଚ ଧନିଆ ଗୁଣ୍ଡ ମିଶାନ୍ତୁ ଓ ଏହାକୁ ଗୋଳାଇ ଦିଅନ୍ତୁ । ଏଥିରେ ପ୍ରୟୋଗ କରିବା ପାଇଁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ଯଷ୍ଟି ମଧୁ । ଜଷ୍ଟି ମଧୁ ମାର୍କେଟ ରୁ ସହଜ ରେ ମିଳିଯିବ । ତେବେ ପ୍ରଥମେ ଏହାକୁ ଛେଚି ଦିଅନ୍ତୁ ଓ ଏହାପରେ ଏଥିରେ ପକାନ୍ତୁ । ଏଠାରେ କହି ରଖିବି ଥାଇରଏଡ଼ ଗ୍ରନ୍ଥି କୁ ନିୟୁତ୍ରଲାଇଯି କରିବା ପାଇଁ ଯଷ୍ଟି ମଧୁ ବହୁତ୍ ଉପକାରୀ ଅଟେ । ତେଣୁ ଯଷ୍ଟି ମଧୁ ର ପ୍ରୟୋଗ ଏହି କାଢା‌ ପ୍ରସ୍ତୁତ କରିବା ପାଇଁ ନିହାତି ପ୍ରୟୋଗ କରନ୍ତୁ ।

ତେବେ ଏହା ପରେ ଏହାକୁ ଫୁଟିବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ । ଏହାକୁ ସେତିକି ସମୟ ଜାଏ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଅଧା କପ୍ ନହୋଇଯିବ । ଏହା ପରେ ଏହାକୁ ଥଣ୍ଡା କରି ଏକ ପାତ୍ର ରେ ଛାଣି ରଖନ୍ତୁ । ତେବେ ବର୍ତ୍ତମାନ ଆମର ଉପଚାର ପ୍ରସ୍ତୁତ ହୋଇ ସାରିଛି । ଏବେ ଜାଣିବା ଏହାର ପ୍ରୟୋଗ ବିଧି ବିଷୟ ରେ । ଏହାକୁ ଆପଣ ପ୍ରତିଦିନ ସକାଳେ ଖାଲି ପେଟ ରେ ସେବନ କରନ୍ତୁ ।

ତେବେ ଯଦି ଆପଣ ଥାଇରଏଡ ମେଡ଼ିସିନ୍ ଖାଉ ଅଛନ୍ତି ତେବେ ମେଡ଼ିସିନ୍ ଖାଇବା ର ଅଧଘଣ୍ଟା ପୂର୍ବରୁ ଏହାର ସେବନ କରନ୍ତୁ ଓ ଏହାର ସେବନ କରିବା ଅଧଘଣ୍ଟା ପରେ ଜଳଖିଆ କରନ୍ତୁ । ତେବେ ଆପଣ ଏହାକୁ ୩୦ ଲଗାତାର ସେବନ କରନ୍ତୁ । ୩୦ ଦିନ ପରେ ଥାଇରଏଡ ଟେଷ୍ଟ କରି ଦେଖିବେ ଆପଣଙ୍କ ଥାଇରଏଡ ବହୁତ୍ ନର୍ମାଲ ହୋଇ ଯାଇଥିବ । ଏହା ସହିତ ଯଦି ଆପଣ ହାଲୁକା ଉଷୁମ ପାଣି ରେ ଲୁଣ ମିଶାଇ ଗାଗଲିଂ କରିବେ ତେବେ ଥାଇରଏଡ ଯୋଗୁ ହୋଇଥିବା ସଂକ୍ରମଣ ବହୁତ୍ ମାତ୍ରା ରେ ଭଲ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button