ଦେଶ- ବିଦେଶ

ମସ୍ତିସ୍କ ଏମିତି ଶକ୍ତିଶାଳୀ ହେବ ଯେ କମ୍ପୁଟର ବି ଫେଲ ମାରିବ, ସକାଳୁ ଖାଆନ୍ତୁ

ବନ୍ଧୁଗଣ ଆଜିର ସମୟରେ ଅନେକ ଲୋକଙ୍କର ମସ୍ତିଷ୍କ ଦୁର୍ବଳତା ବା ମେଣ୍ଟାଲ ୱିକନେସ ଭଳି ସମସ୍ଯା ଭୋଗିବାକୁ ପଡୁଛି । ଆମର ଦୈନିକ ଜୀବନରେ ଆମେ ବିଭିନ୍ନ ପ୍ରକାରର କାମ କରିଥାଉ । ଯାହା ଥରେ ରାତିରେ ଭାବିଲେ ମନେ ପଡିବ ନାହି । ଦିନ ସାରା କରୁଥିବା କାମକୁ ଆପଣ ରାତିରେ ଥରେ ଭାବିବାକୁ ଚେଷ୍ଟା କରନ୍ତୁ ଜାଣିପାରିବେ ଆପଣଙ୍କ ବ୍ରେନ ଠିକ ଅଛି କି ନାହି ।

କିନ୍ତୁ ଆପଣଙ୍କର ଦିନ ସାରା ର କାମ ରାତିରେ ମନେ ପଡୁ ନାହି ତେବେ ମେଣ୍ଟାଲ ୱିକନେସ ଭଳି ସମସ୍ଯା ଅଛି । ଏହା ଦୂର କରିବା ପାଇଁ ବା ମେମୋରୀ ପାୱାର ବଢାଇବା ପାଇଁ ଆମେ ଆଜି ଏକ ରେମେଡି ବିଷୟାରେ କହିବାକୁ ଯାଉଛୁ । ଏହି ରେମେଡି ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ପଡିବ ଅଣ୍ଡାର କେଶର ।

ଯେଉଁ କେଶର ବାହାରିଥାଏ ତାହାର ହଳଦିଆ ଅଂସର ପ୍ରୟୋଗ ଏହି ରେମେଡି ରେ ପ୍ରୟୋଗ କରିବାକୁ ହେବ । ଆପଣଙ୍କୁ 2ଟି ଅଣ୍ଡାର ଆବଶ୍ୟକ ରହିଛି । 2ଟି ଅଣ୍ଡାକୁ ଫଟାଇ ତାର ଧଳା ଅଂଶକୁ ବାହାର କରନ୍ତୁ । 2ଟି ଅଣ୍ଡାର କେସରକୁ 250 ଗ୍ରାମ କ୍ଷୀର ରେ ପକାଇ ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଯେମିତି ଅଣ୍ଡାର କେସର ଓ କ୍ଷୀର ଭଲ ଭାବେ ମିକ୍ସ ହୋଇଯିବ ।

ଏହାକୁ ଆପଣ ଚାମଚ ସାହାଯ୍ୟରେ ଫେଣ୍ଟି ଦିଅନ୍ତୁ । ଦେଖିବେ କ୍ଷୀର ର ରଙ୍ଗ ବଦଳିଯିବ । ଆପଣଙ୍କୁ ଏଥିପାଇଁ କଞ୍ଚା କି ଗରମ କ୍ଷୀର ନୁହେଁ ସିଝା କ୍ଷୀର ର ଆବଶ୍ୟକ ଅଛି । ଏବେ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ଦରକାର ତାହା ହେଉଛି ଏକ ଚାମଚ ମହୁ । ଯେଉଁ ମାନେ ଡାଇବେଟିସ ରୋଗୀ ସେମାନେ ମହୁ ର ସେବନ କରନ୍ତୁ ନାହି । ଏହି 3ଟି ସାମଗ୍ରୀ ସାହାଜ୍ଯ ରେ ଆପଣ ଏହି ରେମେଡି କୁ ବନାଇ ପାରିବେ ।

ବ୍ରେନ ପାୱାର ବା ମେଣ୍ଟାଲ ୱିକନେସ ଭଳି ସମସ୍ଯା ଦୂର କରିବା ପାଇଁ ଏହି ରେମେଡି ଟି ବହୁତ ଚମତ୍କାରୀ ହୋଇଥାଏ । ପ୍ରତେକ ଦିନ ସକାଳୁ ବ୍ରେକ ଫାଷ୍ଟ ସହ ଏହାର ସେବନ କରିବାକୁ ହେବ । ଏକ ମାସ କି 15 ଦିନ ଆପଣ ଏହାର ଲଗାତାର ସେବନ କରନ୍ତୁ । ଦେଖିବେ ଆପଣଙ୍କ ବ୍ରେନ ପାୱାର ଏତେ ଅଧିକ ବଢିଯିବ ଯେ ଆପଣଙ୍କୁ ସବୁ କଥା ମନେ ରହିବା ଆରମ୍ଭ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button