ଦେଶ- ବିଦେଶ

ଧାତୁ ରୋଗ ଚିନ୍ତିତ କି ? ଜାଣନ୍ତୁ କାରଣ ଓ ନିରାକରଣ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଧାତୁ ରୋଗ ଏକ ରୋଗ ନା ମାନସିକ ରୋଗ । ଧାତୁ ରୋଗ ଗୋଟେ ରୋଗ ନୁହେଁ ମିସନରମାଲ । ଏଟା ଗୋଟେ ଅନ୍ଧ ବିଶ୍ଵାସ । ଏଟା କେବଳ ଏସିୟା ଦେଶ ମାନଙ୍କରେ ଦେଖାଯାଏ । ଯେମିତି ସାଂସ୍କୃତିକ ଦେଶ ମାନଙ୍କରେ ଏହା ଦେଖାଯାଏ । ସେମିତି ଧାତୁ ସିନଡ୍ରମ କୁ ଆମେ କଲଚର ଧାତୁ ସିନଡ୍ରମ କହିଥାଉ ।

ଅନେକ ଲୋକଙ୍କର କହିବା ଅନୁଯାୟୀ ପରିସ୍ରା କରିବା ସମୟରେ ଧାତୁ ବାହାରିଥାଏ ଯାହା ଦ୍ଵାରା ଶରୀର ଦୁର୍ବଳ ହୋଇଥାଏ । କିନ୍ତୁ ଡାକ୍ତର ଙ୍କ କହିବା ଅନୁଯାୟୀ ଧାତୁ ଯିବା ବା କ୍ଷୟ ହେବା କିଛି ଲସ ନୁହେଁ କିନ୍ତୁ ଧାତୁ ବାହାରିବାର 4ଟି ପ୍ରଣାଳୀ ଅଛି । ଯେମିତି ଯେଉଁ ମାନେ ମ୍ୟାରେଜ ପରେ ସମ୍ପର୍କ ରଖୁଛନ୍ତି ସେମାନଙ୍କର ଧାତୁ କ୍ଷୟ ହେଉଛି, ଯେଉଁ ମାନେ ମ୍ୟାରେଜ କରି ନାହାନ୍ତି ଆଉ ନିଜେ ହସ୍ତମଇଥୁନ କରୁଛନ୍ତି ସେଥିରେ ଧାତୁ କ୍ଷୟ ହେଉଛି, ଅନେକ ଥର ସ୍ଵପ୍ନ ଦେଖିବା କାରଣରୁ ଧାତୁ କ୍ଷୟ ହୋଇଥାଏ ଆଉ ଶେଷରେ ଝାଡା ବା ପରିସ୍ରା କରିବା ସମୟରେ ଧାତୁ କ୍ଷୟ ହୋଇଥାଏ ।

ଯେବେ ଆମ ଶରୀରରେ ଫରମେସନ ଅଧିକ ଥିବ କିନ୍ତୁ ବାହାରକୁ କମ ବାହାରୁଥିବା ତେବେ ଧାତୁ କ୍ଷତି ହେବ । ଧାତୁ କ୍ଷୟ ହେବା ଦ୍ଵାରା ବହୁତ ମାନସିକ ରୋଗ ହୁଏ ଯାହା କି ଲୋକ ମାନେ ଭାବିଥାନ୍ତି । ଲୋକେ ଭାବନ୍ତି କାମରେ ମନ ଲାଗୁ ନାହି, ଶରୀର ଦୁର୍ବଳ ଲାଗୁଛି, ପତଳା ହେବା ଇତ୍ୟାଦି । ଆମ ମାନଙ୍କ ପାଖର ଏ ସେକ୍ସ ଏଜୁକେସନ ନାହି ଯାହା କାରଣରୁ ଆମେ କାହା ସହ ଖୋଲିକି କହି ନ ଥାଉ ।

ଧାତୁ କ୍ଷୟ ହେଲେ ଶରୀରରେ କିଛି କ୍ଷତି ହୁଏ ନାହି । ଯେଉଁ ମାନେ ଭାବି ଭାବି ମାନସିକ ଚିନ୍ତାରେ ରହିଥାନ୍ତି ସେମାନଙ୍କୁ କାଉନ୍ସିଲିଙ୍ଗ ଦରକାର । ଏହା ଛଡା ଡାକ୍ତର ଙ୍କ ସହ ଏହି କ୍ଷେତ୍ରରେ ପରାମର୍ଶ କରିଲେ ଏହା ସଂପୂର୍ଣ୍ଣ ଭଲ ହୋଇ ପାରିବ । ଧାତୁ କ୍ଷୟ ହେବା ପରେ ପତଳା ହେବା ଏହା ଭୁଲ ଧାରଣ ଅଟେ । ଏହା ମନର ଖାଲି ଭାବନା ଅଟେ ।

ସ୍ଵପ୍ନ ଦୋଷ ଦ୍ଵାରା ଧାତୁ କ୍ଷୟ ହେବା କିଛି ଲସ ନୁହେ କିମ୍ବା ହସ୍ତମଇଥୁନ କରି ବାହାର କରିବେ ବା ମ୍ୟାରେଜ ପରେ ସମ୍ପର୍କ ରଖିବେ ତେବେ ସ୍ଵପ୍ନ ଦୋଷ ହେବେ ନାହି । ପରିସ୍ରା ସମୟରେ ଯାହାଙ୍କୁ ଲାଗିଥାଏ କି ଧାତୁ ବାହାରୁଛି ସେଟା ପ୍ରଷ୍ଟେଡ ଗ୍ଲାଣ୍ଡ ଆଉ ସେମିନାଲ ଭେସାଇକେଲ ଅଛି । ଯଦି ସନ୍ଦେହ ହେବ ତେବେ ପରିସ୍ରା ଟେଷ୍ଟ କରି ଜାଣି ହେବ । ଏହା ଗୋଟେ ବଡ ରୋଗ ନୁହେଁ ।

ଧାତୁ ରୋଗ ଏକ ମାନସିକ ରୋଗ । ତେବେ ଏହି କ୍ଷେତ୍ରରେ ମାନସିକ ଡାକ୍ତର ଙ୍କୁ ଦେଖାଇ ଚିକିତ୍ସା କରାଇ ହେବ । ଡାକ୍ତର ମାନେ କାଉନ୍ସିଲିଙ୍ଗ କରି ବୁଝାଇ ପାରିବେ ଧାତୁ ରୋଗ ରୋଗ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button