ଦେଶ- ବିଦେଶ

ହ୍ୟାଣ୍ଡସମ ପୁଅର ପ୍ରେମ ପାଇଁ ପାଗଳ ଝିଅମାନେ ଆପଣାନ୍ତୁ ଏହି ଫର୍ମୂଲା, ଅନେକ ହୋଇଛନ୍ତି ସଫଳ…

 କିଏ କହିଲା ଦେହର ଭୋକ ଏବଂ ନାରୀର ସଙ୍ଗ କେବଳ ବଯସ୍କ କିମ୍ବା ପ୍ରାପ୍ତ ଯ଼ୁବକଙ୍କୁ ହିଁ ଦରକାର ହୁଏ ? ଆପଣ ଜାଣନ୍ତି, ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ କାମନାର ପ୍ରାପ୍ତି ପାଇଁ ସେତିକି ଆଗ୍ରହ ରଖିଥାନ୍ତି ଯେତିକି ପୁରୁଷମାନେ ଏଥପ୍ରତି ଆଶକ୍ତି ଥାଆନ୍ତି ।

କେବଳ ସେତିକି ନୁହେଁ ବରଂ ପୁରୁଷଙ୍କ ତୁଳନାରେ ନାରୀମାନେ ଅଧିକ କାମନା ଲୋଭୀ, ଅନେକ କାମଶାସ୍ତ୍ର ବିଶେଷଜ୍ଞଙ୍କ କହିବା କଥା ପୁରୁଷ ତୁଳନାରେ ନାରୀମାନଙ୍କ ଦେହର ଭୋକ 8 ଗୁଣା ଅଧିକ ରହିଥାଏ ।

ଆଉ ଏହି 8 ଗୁଣା କାମନାର ନିଆଁରେ ସେମାନେ ଏକାକୀ ନୁହେଁ ବରଂ ଜଣେ ପୁରୁଷ ସଂଗ ପାଇ ସେହି ପୁରୁଷର ଛାତିର ନିଆଁ ସହ ନିଜକୁ ମିଶାଇ ଭାଗବଣ୍ଟା କରିବାକୁ ଚାହିଁଥାନ୍ତି ।

ଅବଶ୍ୟ ଏଭଳି ମହିଳାମାନେ କେବେ ବାହାରେ ନିଜର କାମନାର ନିଆଁ କେତେ ଗାଢ଼ ତାହା କେବେ ପରିପ୍ରକାଶ କରନ୍ତି ନାହିଁ ଏପରିକି ନିଜ ଦେହରେ କୁହୁଳୁଥିବା କାମନାର ଧୂଆଁ ଏବଂ ସେମାନଙ୍କୁ ଆକ୍ତାମାକ୍ତା କରୁଥିବା ସେହି ସବୁ ନିଆଁକୁ ନିଜ ଭିତରେ ସାଇତି କି ରଖିଥାନ୍ତି । ଯେବେ ଯେବେ ସେମାନଙ୍କୁ ସୁଯ଼ୋଗ ମିଳେ ସେମାନେ ସେହି ପୁରୁଷ ସହ ରାତି ବିତାଇ ପଲଙ୍ଗ ତୋଡ ପରିଶ୍ରମ କରି ନିଜ କାମନାର ନିଆଁକୁ ଶାନ୍ତି କରିଥାନ୍ତି ।

ଅନେକ କିନ୍ତୁ ଏଭଳି ଭାବନା ଅନ୍ୟକୁ ପରିପ୍ରକାଶ କରି ନିଜର ଯ଼ୌନ କ୍ଷୁଧା ମେଣ୍ଟାଇବାର ଉଦାହରଣ ରହିଛି ଯାହା ପରବର୍ତ୍ତୀ ସମୟରେ ଅନେକ ଅପରାଧକୁ ଜନ୍ମ ଦେଇଥାଏ ।

ଯ଼ାହାର ଉଦାହରଣ ଭାବେ ଆମେ ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଭୋଳଙ୍କ ଘଟଣାକୁ ଉଦାହରଣ ରୁପେ ନେଇ ପାରିବା । ଦୀର୍ଘ ଦିନ ଧରି ମିଡିଆର ଶିରୋନାମାରେ ଟୁଙ୍ଗୁରୁ ଭୋଳ ଏବଂ ବର୍ଷାଙ୍କୁ ନେଇ ଯ଼େଉଁ ପ୍ରକାର ଖବର ପ୍ରସାରଣ ହେଲା ସେମାନଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଏବଂ ଭିଡିଓ ନିଆଁ ଭଳି ସୋସିଆଲ ମିଡିଆରେ ଭାଇରାଲ ହେଲା ।

ସେଥିରୁ ଏହା ସ୍ପଷ୍ଟ ଯେ, ଯ଼ଦି କେବେ ପୁରୁଷ ଏବଂ ମହିଳାଙ୍କ ଦେହରେ କାମନାର ନିଆଁ ସବୁ ପାରା ପାର୍ କରି ଶିଖରରେ ପହଞ୍ଚେ ସେତେବେଳେ ଛାତିରେ ଛାତି ଓ ଓଠକୁ ଓଠ ମିଶାଇ ହିଁ ଶାନ୍ତି ବା ତୃପ୍ତି କରାଯ଼ାଇପାରେ । କିନ୍ତୁ ଅନେକ ସମ୍ପର୍କ ପାପର ପୃଷ୍ଠଭୂମିରେ ଗଢ଼ା ହୋଇଥାଏ, ଆଉ ଏହି ପାପ ସମ୍ପର୍କ ଅନେକଙ୍କ ସୁନାର ସଂସାରକୁ ଭାଙ୍ଗି ରୁଜି ଚୁରମାର କରିଦିଏ ।

ଜୀବନରେ ସବୁ କରିବେ କିନ୍ତୁ ପାପ କାମ ବେଳେ ଥରେ ନିଜ ଘର, ସଂସାର ଓ ପରିବାର କଥା ନିଶ୍ଚିତ ଚିନ୍ତା କରିବେ । ପର ପୁରୁଷ ଏବଂ ପର ନାରୀ ପ୍ରତି ଆସକ୍ତି ହେବା ପୂର୍ବରୁ ଥରେ ନିଜ ବିବେକ ଅନୁସାରେ କାମ କଲେ ଆପଣ ନିଶ୍ଚିତ ଭାବରେ ଭୁଲ୍ ଓ ଠିକ୍ ର ହିସାବ ନିକାଶ କରିପାରିବେ ଆମର ଆଶା ଓ ବିଶ୍ୱାସ ରହିଛି ।

ତେଣୁ ଯ଼ଦି ଆପଣ କିଛି ପାପ କାମ କରିବାକୁ ନିଜକୁ ଦୂରେଇ ରଖିପାରୁଛନ୍ତି ତେବେ ଆପଣଙ୍କୁ ସଚେତନ କରିବା ଦିବରେ ଓଡ଼ିଆ ଗସିପ୍ ବ୍ୟୁରୋର ଏ ସଚେତନମୂଳକ ଆଲେଖ୍ୟ ନିଜ ଲକ୍ଷ୍ୟ ସାଧନ କରିପାରିଲା ବୋଲି ଆମର ହୃଦବୋଧ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button