ଏହି ସମୟରେ ଯାହାବି ହୃଦୟରୁ ମାଗିବେ ୧୦୦% ହେବ ପୁରା, କିନ୍ତୁ କାହାକୁ କିଛିବି କହିବେ ନାହିଁ

ସକାଳ ଓ ସନ୍ଧ୍ୟା ସମୟକୁ ଆମେ ବହୁତ ଶୁଭ ବୋଲି କହିଥାଉ ଏବଂ ଏହା ବହୁତ ଫଳଦାୟୀ ହୋଇଥାଏ ଖାସ ପୂଜା ପାଇଁ । ଏହି ସମୟରେ ସବୁ ଘରେ ଓ ମନ୍ଦିରରେ ପୂଜା ହୋଇଥାଏ ,କିନ୍ତୁ ଶାସ୍ତ୍ର ଅନୁସାରେ ଏକ ଏମିତି ସମୟ ଅଛି ଯେଉଁ ସମୟରେ ଯାହା ବି ହୃଦୟରୁ ମାଗିବେ ତାହା ଶୀଘ୍ର ମିଳିଥାଏ । ଏହି ସମୟରେ ଆପଣ ଯାହାବି ପ୍ରାର୍ଥନା କରନ୍ତି ବା ଯାହା ବି ମନସ୍କାମନା ମାଗନ୍ତି ତାହା ନିହାତି ପୂରଣ ହୋଇଥାଏ । ଏହି ସମୟ ସକାଳର ହୋଇଥାଏ ନା ସନ୍ଧ୍ୟାର ଏହା ଏକ ବିଶେଷ ସମୟ ହୋଇଥାଏ ।
ବୈଜ୍ଞାନିକ ମାନେ ମଧ୍ୟ ମାନିଛନ୍ତି କି ଏହି ସମୟ ସତରେ ବହୁତ ଫଳଦାୟୀ ହୋଇଥାଏ । ଏହି ସମୟରେ ବ୍ୟକ୍ତି ନିଜ ମନରେ ଯଦି କୌଣସି କାମ ପୂର୍ଣ୍ଣ ହେବା କଥା ଭାବିଥାଏ ତେବେ ତାହା ନିହାତି ପୂର୍ଣ୍ଣ ହୋଇଥାଏ । ଏହି ସମୟ ବିଷୟରେ କିଛି ଲୋକଙ୍କୁ ଜଣା ନଥିବ ,ଆମେ ଆଜି ଆପଣଙ୍କୁ ସେହି ସମୟ ବିଷରେ କହିବାକୁ ଯାଉଛୁ ଏବଂ ଏହାର ପ୍ରକୃତ ମହତ୍ଵ ବି କହିବୁ । ଏହା ସହିତ କହିବୁ କି କଣ ପାଇଁ ଏହି ସମୟକୁ ଶକ୍ତିଶାଳୀ ଓ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ ।
ଏହି ସମୟ ଏଥିପାଇଁ ଖାସ ହୋଇଥାଏ କି ଏହି ସମୟରେ ପ୍ରକୃତି ନିଜର ଶକ୍ତିକୁ ଜାଗ୍ରତ କରାଇବାର ପ୍ରସ୍ତୁତି କରୁଥାଏ । ଯଦି ଏହି ସମୟରେ କୌଣସି ବି ବ୍ୟକ୍ତି କିଛି ଭଲ କାମ କରିଥାନ୍ତି ତେବେ ସେମାନଙ୍କୁ କେବେ ହେଲେ ଦାରିଦ୍ର୍ୟ ଓ ସମସ୍ୟାର ସାମ୍ନା କରିବାକୁ ପଡି ନଥାଏ । ଆସନ୍ତୁ ଜାଣିବା ସେହି ସମୟ ବିଷୟରେ ।