ଦେଶ- ବିଦେଶ

ଏହି 2 ଟି ଗଛ ଘରେ ରହିଲେ ଧନର ନାଶ ହୋଇଥାଏ ? ଆପଣଙ୍କ ଘରେ ନାହିଁ ତ ? ଶୀଘ୍ର ହଟାନ୍ତୁ ନଚେତ ହୋଇଯିବେ ବରବାଦ

। ସୂଚନା ଅନୁସାରେ ବାସ୍ତୁ ଶାସ୍ତ୍ର ଅନୁସାରେ ଅନେକ ଏପରି କିଛି ମହତ୍ଵପୂର୍ଣ୍ଣ କଥାମାନ ରହିଅଛି । ଯାହାକୁ ଆମେମାନେ ଜାଣିବା ନିହାତି ଉଚିତ । ଯେପରି ଘର ପାଖରେ ବିଭିନ୍ନ ପ୍ରକାର ବୃକ୍ଷ ଲଗାଇବା ତ ଭଲ କଥା ଅଟେ । କାରଣ ଏହା ପରିବେଶକୁ ସବୁଜ ବାତବାରଣ କରି ରଖିବା ସହ ଆମକୁ ମଧ୍ୟ ଗଛର ଅନେକ ଉପକାର ମିଳିଥାଏ । ଯେପରି ଘର ଆଖପାଖରେ କେଉଁ ଗଛ ରହିବା ଉଚିତ କି ଅନୁଚିତ । କାରଣ ଏପରି କିଛି ଗଛ ରହିଅଛି ।

 

ଯେଉଁ ଗଛର ଘରର ଆଖପାଖରେ ରହିବା ଦ୍ଵାରା ଘରର କେବେ ମଧ୍ୟ ଉନ୍ନତି ଘଟି ନଥାଏ । ଏହା ସହ ଘରେ ସବୁବେଳେ କିଛି ନା କିଛି ସମସ୍ଯାମାନ ଦେଖା ଯାଇଥାଏ । ଓସ୍ତ ଗଛଟି ଏକ ବହୁତ ହିଁ ମହତ୍ଵପୂର୍ଣ୍ଣଗଛ ଅଟେ । ଏହି ଗଛରେ ଅନେକ ଦେବାଦେବୀ ବାସ କରିଥାନ୍ତି । ଯେଉଁ ଲୋକ କୌଣସି ଏକ ଜଳାଶୟ ନିକଟରେ ଓସ୍ତ ଗଛ ଲଗାଇଥାଏ । ଯେତେବେଳେ ସେହି ଗଛର ପତ୍ର ଆସି ପାଣିରେ ପଡିଥାଏ । ତେବେ ସେହି ଲୋକଙ୍କ ଉପରେ ପିତୃ ପୁରୁଷ ବହୁତ ସନ୍ତୁଷ୍ଠୀ ହୋଇଥାନ୍ତି ।

ବ୍ୟକ୍ତିଙ୍କୁ ଅନେକ ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ । ଓସ୍ତ ଗଛକୁ ପୂଜା କରିବା ତଥା କେବଳ ଓସ୍ତ ଗଛକୁ ସ୍ପର୍ଶ କରି ପ୍ରଣାମ କରିବା ଦ୍ଵାରା ହିଁ ବହୁତ ଶୁଭ ହୋଇଥାଏ । ଯେଉଁ ଘର ସାମ୍ନାରେ ଅଁଳା ଗଛ ରହିଥାଏ । ସେହି ଘର ଉପରେ ସ୍ଵୟଂ ଲକ୍ଷ୍ମୀ ଓ ନାରାୟଣଙ୍କର କୃପା ରହିଥାଏ । କାରଣ ଅଁଳା ଗଛ ଲଗାଇବା ଦ୍ଵାରା ଘରର ବହୁତ ଉନ୍ନତି ଘଟି ଥାଏ ।

 

ଏହା ସହ ଅଁଳାକୁ ଖାଇବା ଦ୍ଵାରା ପାପ କ୍ଷୟ ଘଟିବା ସହ ରୋଗରୁ ମୁକ୍ତି ମିଳିଥାଏ । ଏହା ସହ ଆୟୁ ମଧ୍ୟ ବୃଦ୍ଧି ଘଟିଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ଅଛି । ଘର ପାଖରେ ଅଶୋକ ଗଛ ରହିବାକୁ ମଧ୍ୟ ଶୁଭ ମନା ଯାଇଥାଏ । ଏହି ଗଛ ରହିବା ଦ୍ଵାରା ଘରେ କୌଣସି ପ୍ରକାର ଦୁଃଖ କିମ୍ବା ଶୋକ ଦେଖା ଦେଇନଥାଏ । ଘର ପାଖରେ ଡିମିରୀ ଗଛ ଲଗାଇବା ମଧ୍ୟ ଶୁଭ ବୋଲି ମାନ୍ୟତା ରହିଅଛି ।

ଏହି ଗଛ ଲଗାଇବା ଦେବାର ଯେଉଁ ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ । ତାହା ଗୋଟିଏ ଯଜ୍ଞ କରିବାର ଫଳ ସହିତ ସମାନ ହୋଇଥାଏ । ଘର ପାଖରେ ନୀମ ଗଛ ଲଗାଇବା ଦ୍ଵାରା ସେହି ଘର ଉପରେ ପ୍ରଭୁ ସୂର୍ଯ୍ୟ ଦେବତା ଅତି ପ୍ରସନ୍ନ ହୋଇଥାନ୍ତି । ଏହା ସହ ଏହାକୁ ଘର ପାଖରେ ଲଗାଇବା ଦ୍ଵାରା ନାନା ପ୍ରକାର ରୋଗରୁ ମୁକ୍ତି ମିଳିଥାଏ ।

 

ଘର ପାଖରେ ତାଳ କିମ୍ବା ବାହାଡା ଗଛ ଲଗାଇବା ଉଚିତ ନୁହେଁ । ଘର ପାଖରେ ତାଳ ଗଛ ରହିଲେ ସନ୍ତାନ ମାନଙ୍କର ଉନ୍ନତି ହୋଇନଥାଏ । ଏହା ସହ ବାହାଡା ଗଛ ରହିଲେ। ସେଠାରେ ଭୂତପ୍ରେତ ଭଳି ନକରାତ୍ମକ ଶକ୍ତିର ପ୍ରଭାବ ଦେଖା ଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button