ରାଜ୍ୟ

ଗଣେଶ ମଣ୍ଡପରେ ଖଣ୍ଡା ବୁଲାଇବା ଘଟଣା : ୩ ଗିରଫ

ଭୁବନେଶ୍ବର,୯।୯ : ସମେଇଗାଡିଆ ଗଣେଶ ମଣ୍ଡପରେ ଖଣ୍ଡା ବୁଲାଇବା ଘଟଣାରେ ମଞ୍ଚେଶ୍ୱର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ନିଜର ପତିଆରା ଜାହିର ପାଇଁ ୮ରୁ ୧୦ ଜଣ ଯୁବକ ସମେଇଗଡିଆ ଗଣେଶ ମଣ୍ଡପ ଆଗରେ ଆତଙ୍କ ଖେଳାଇ ଥିଲେ । ଦୁର୍ବୃତ୍ତମାନେ ହାତରେ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରି ଫେରାର ହୋଇଯାଇଥିଲେ।ଏହି ଘଟଣା ପରେ ମଞ୍ଚେଶ୍ବର ପୁଲିସ ବିଭିନ୍ନ ସ୍ଥାନରେ ୩ ଜଣଙ୍କୁ ଗିରଫ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button