ଦେଶ- ବିଦେଶ

90 ବର୍ଷ ପର୍ଯ୍ୟନ୍ତ ହେବ ନାହିଁ ଆଣ୍ଠୁ, ଗଣ୍ଠି ଦରଜ, ଲଗାନ୍ତୁ ଏହି ଗୋଟିଏ ଜିନିଷ, ବୁଢାପାରେ ବି ଭରିଦେବ ଏମିତି ଜୋସ କି ଘୋଡା ପରି ଦୌଡିବେ

ସୂଚନା ଅନୁସାରେ ପ୍ରାୟତଃ ଲୋକମାନଙ୍କର ଆଁଠୁ ଗଣ୍ଠି ବିନ୍ଧା ହେବାର ସମସ୍ଯା ଥାଏ । ବୟସ ବଢିବା ସହ ଦେହରେ କ୍ୟାଲସିୟମର ଅଭାବ ଦେଖା ଯାଇଥାଏ । ଯାହା ଦ୍ଵାରା ଲୋକମାନଙ୍କୁ ଆଁଠୁ ଗଣ୍ଠି ଦରଜ ହେବା ଭଳି ସମସ୍ଯାର ଶିକାର ହେବା ପାଇଁ ପଡିଥାଏ । ଏହି ସମସ୍ଯା କିଛି କିଛି ଛୋଟ ଛୁଆଙ୍କ ଠାରେ ମଧ୍ୟ ପରିଲକ୍ଷିତ ହୋଇଥାଏ । କାରଣ ସେମାନଙ୍କର ଖାଦ୍ୟରେ କ୍ୟାଲସିୟମର ଅଭାବ ହେତୁ ଏହି ଆଣ୍ଠୁ, ଗଣ୍ଠି ବିନ୍ଧା ଆରମ୍ଭ ହୋଇଯାଇଥାଏ । ଆଜି ଆପଣଙ୍କୁ ଏକ ଘରୋଇ ଉପାୟ ବତାଇବୁ ।

 

ଯାହା ଦ୍ଵାରା ଆପଣଙ୍କର ଯେତେବି ପୁରୁଣା ଆଣ୍ଠୁ ବିନ୍ଧା ହେଇଥାଉ । ବହୁତ ଶୀଘ୍ର ଏଥିରୁ ମୁକ୍ତି ପାଇବେ । ଏହି ହୋମ ରେମିଡିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ କିଛି ସୁଣ୍ଠି ଦରକାର । ଅଦାର ଶୁଖିଲା ଗୁଣ୍ଡକୁ ଆମେ ସୁଣ୍ଠି କହିଥାଉ । ଏହାଛଡା ଯାଇ ଫଳ, ହଳଦୀ ଗୁଣ୍ଡ, କ୍ଷୀର ଓ ସୋରିଷ ତେଲ ଏହା ପ୍ରସ୍ତୁତ କରିବା ପାଇଁ ଦରକାର ହୋଇଥାଏ ।

ଗୁଣ୍ଡ ଆପଣ ମାନେ ପ୍ରସ୍ତୁତ କରନ୍ତୁ । ଆପଣ ଅଧ ଚାମଚ ଯାଇ ଫଳ ଗୁଣ୍ଡ ଓ ଅଧ ଚାମଚ ସୁଣ୍ଠି ଗୁଣ୍ଡ ଗୋଟେ କପ କ୍ଷୀରରେ ମିଶାନ୍ତୁ । ସେହି କ୍ଷୀରକୁ ଗୋଟିଏ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ତାପରେ ଏହାକୁ ପିଅନ୍ତୁ । ଏହିପରି ଭାବରେ କରି ପ୍ରତିଦିନ କ୍ଷୀର ପିଇଲେ ଆପଣ ଦେହରେ ଥିବା କ୍ୟାଲସିୟମର ଅଭାବ ଦୂର ହେବ । ଆପଣଙ୍କ ହାଡ ମଜଭୁତ ହେବା  ସହ ଆଁଠୁ, ଗଣ୍ଠି ବିନ୍ଧା ସମସ୍ଯା ଦୂର ହେବ ।

 

୧୫ ରୁ ୨୦ ବର୍ଷର ପିଲା ମାନଙ୍କର ଯେତେବେଳେ ଉଚତା ବଢିଥାଏ । ସେତେବେଳେ  ତାଙ୍କ ହାଡ ବଢିବା ସହ ହାଡରେ କ୍ୟାଲସିୟମର ଅଭାବ ଦେଖା ଦେଇଥାଏ । ଯଦି ଆପଣଙ୍କ ପିଲାଙ୍କୁ ସେହି ସମୟରେ ଏହି କ୍ଷୀର ପ୍ରସ୍ତୁତ କରି ପିଇବାକୁ ଦେବେ । ତେବେ ତାଙ୍କର ଶରୀରରେ କ୍ୟାଲସିୟମର ପରିମାଣ ବୃଦ୍ଧି ପାଇବା ସହ ଆଁଠୁ, ଗଣ୍ଠି ଦରଜ ମଧ୍ୟ ହେବ ନାହିଁ । ଏହି କ୍ଷୀରକୁ ପିଇସାରିଲା ପରେ ଏହି ସବୁ ସାମଗ୍ରୀରେ  ଆପଣ ଏକ ରେମିଡି ପ୍ରସ୍ତୁତ କରିବେ । ଯାହାକୁ ଆପଣ ଆପଣଙ୍କ ବିନ୍ଧୁଥିବା ସ୍ଥାନରେ ଲଗାଇ ପାରିବେ ।

ଏକ ପାତ୍ରରେ ଦୁଇ ଚାମଚ ସୋରିଷ ତେଲରେ ଅଧା ଚାମଚ ଯାଇଫଳ ଗୁଣ୍ଡ ଓ ଅଧା ଚାମଚ ହଳଦୀ ମିଶାଇ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଗୋଳାଇ ସାରିଲା ପରେ ଏହାକୁ ଗ୍ଯାସରେ  ସାମାନ୍ଯ ନଖ ଉଷୁମ କରନ୍ତୁ। ଏହାକୁ ଗରମ କରିସାରିଲା ପରେ ତାକୁ ଆପଣ ଗୋଡରେ କିମ୍ବା ପାଦରେ ଲଗାଇ ପାରିବେ ।

 

ଏହାକୁ ଛୁଆଠୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତ ଲୋକ ନିଜର ଗୋଡରେ ଲଗାଇ ପାରିବେ । ଆପଣଙ୍କ ହାଡର ଜଏଣ୍ଟ ଜାଗା ମାନଙ୍କରେ ଲଗାନ୍ତୁ । ଦେଖିବେ ବହୁତ ଶୀଘ୍ର ଏହି ପ୍ରସ୍ତୁତ କରିଥିବା ରେମିଡି ଆପଣଙ୍କ ସମସ୍ତ ଆଁଠୁ, ଗଣ୍ଠି ବିନ୍ଧା ସମସ୍ଯା ଦୂର କରିଦେବ ।

Related Articles

Leave a Reply

Your email address will not be published. Required fields are marked *

Back to top button