ରାଜ୍ୟ

ନୂଆଖାଇ ପାଇଁ ଉତ୍ସବ ମୁଖର ବଲାଙ୍ଗୀର ଜିଲ୍ଲା, ମା’ ପାଟଣେଶ୍ୱରୀ ପୀଠରେ ନବାନ୍ନ ଲାଗି

ଲାଙ୍ଗିର, ୮।୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଉତ୍ସବ ମୁଖର ବଲାଙ୍ଗୀର ଜିଲ୍ଲା । ବାଜା, ମହୁରୀ ଢୋଲରେ ଦୁଲୁକୁଛି ଗାଁଠୁ ସହର । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ସକାଳ ୯ଟା ୩୫ରୁ ୧୦ଟା ୭ ମଧ୍ୟରେ ବଲାଙ୍ଗିର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ମା’ ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି କରାଯାଇଛି । ଏଥିସହ ମା’ଙ୍କ ମହାଆଳତି ଶେଷ ହେବା ପରେ ନବାନ୍ନ ଗ୍ରହଣ କରିବେ ବଲାଙ୍ଗୀରବାସୀ ।

ଏହି ଅବସରରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିରହିଥିବା ବେଳେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button