ଦେଶ- ବିଦେଶ

ଶନିବାରକୁ ଜନ୍ମ ହୋଇଥିବା ଲୋକ ହୋଇଥାନ୍ତି ବହୁତ ଖାସ୍ ! ଜାଣନ୍ତୁ ଏହି ଲୋକଙ୍କର ସଂପୂର୍ଣ୍ଣ ବ୍ୟକ୍ତିତ୍ବ !

ଶନିବାରକୁ ଜନ୍ମ ହୋଇଥିବା ଲୋକଙ୍କର ଲକି ନମ୍ବର ହେଉଛି 3, 6 ଓ 9 । ଶୁଭ ରଙ୍ଗ ହେଉଛି କଳା ଓ ନାଲି । ଶୁଭ ବାର ହେଉଛି ଶନିବାର ଓ ମଙ୍ଗଳବାର । ଶନିବାର ଦିନକୁ ଜନ୍ମ ହୋଇଥିବା ଲୋକ ବହୁତ ହିଁ ଖାସ୍ ଅଟନ୍ତି । କାରଣ ଏମାନେ ନିଜ କଥା ଆଉ କାମରେ ପୁରା ପକା ହୋଇଥାନ୍ତି । ଯାହାଙ୍କୁ ଯେଉଁ କଥା ଦେଇଥାନ୍ତି । ସେମାନେ ତାହାକୁ ପୁରା କରିକି ହିଁ ଛାଡିଥାନ୍ତି ।

ଏମାନଙ୍କ ଜୀବନରେ ଯେତେ ବି ଖରାପ ପରିସ୍ଥିତି ଆସୁ ନା କାହିଁକି ? ହେଲେ ଏମାନେ ଯଦି କୌଣସି କାର୍ଯ୍ୟକୁ ପୁରା କରିବାର ଆରମ୍ଭ କରିଦେଇଥିବେ । ତେବେ ସେହି କାର୍ଯ୍ୟକୁ ପୁରା କରିକି ହିଁ ଛାଡିଥାନ୍ତି । ଏହି ଶନିବାରରେ ଜନ୍ମ ହୋଇଥିବା ଲୋକଙ୍କର ସାମାନ୍ୟ ରାଗୀ ସ୍ଵଭାବ ରହିଥାଏ । ଏମାନେ ଛୋଟ ଛୋଟ କଥାରେ ଖୁବ ଶୀଘ୍ର ରାଗି ଯାଇଥାନ୍ତି ।

 

ଏମାନଙ୍କର ଏହି ଗୁଣ କାରଣରୁ ଏମାନଙ୍କର ସାଙ୍ଗ ମାନଙ୍କର ସଂଖ୍ୟା ମଧ୍ୟ ଖୁବ କମ୍ ଥାଏ । ହେଲେ ଏମାନଙ୍କର ସାଙ୍ଗ ଯେତିକି ଥାନ୍ତି । ସେହି ସବୁ ସାଙ୍ଗ ମାନଙ୍କ ସହିତ ଏମାନଙ୍କର ଦୋସ୍ତି ପୁରା ସଚ୍ଚୋଟ ହୋଇଥାଏ । ଏହି ଲୋକମାନେ ଦେଖିବାକୁ ସୁନ୍ଦର ହୋଇବା ସହ ଫ୍ୟାସନ ଲଭର ମଧ୍ୟ ହୋଇଥାନ୍ତି । ଏମାନଙ୍କୁ ଅନ୍ୟ ମାନଙ୍କ ଠାରୁ ସ୍ଵତନ୍ତ୍ର ଦେଖାଯିବା ବହୁତ ପସନ୍ଦ ଅଟେ ।

ଶନିବାରକୁ ଜନ୍ମ ବ୍ୟକ୍ତି ପରୋପକାରୀ ହୋଇଥାନ୍ତି । ଏମାନଙ୍କ ଦ୍ଵାରା ଯେତିକି ସମ୍ଭବ ସେମାନେ ନିହାତି ଭାବେ ଅନ୍ୟର ସାହାଜ୍ଯ କରିଥାନ୍ତି । ଏହି ଲୋକମାନେ ଯେଉଁ କ୍ଷେତ୍ରରେ କାମ କରିଥାନ୍ତି । ସେହି କ୍ଷେତ୍ରରେ ବହୁତ ଶୀଘ୍ର କାମ ଶିଖିବା ସହ ସେଠାରେ ଦକ୍ଷ ମଧ୍ୟ ହୋଇଯାଇଥାନ୍ତି ।

 

ଶନିବାରକୁ ଜନ୍ମ ହୋଇଥିବା ଲୋକ ପ୍ରେମରେ କେବେ ଧୋକା ଦେଇନଥାନ୍ତି । ନିଜ ଜୀବନସାଥି ପ୍ରତି ସବୁବେଳେ ଏମାନେ ଲୋୟାଲ ହୋଇକି ରହିଥାନ୍ତି । ଏମାନଙ୍କର ପ୍ରେମ ଜୀବନ ଅପେକ୍ଷା ବୈବାହିକ ଜୀବନ ଅଧିକ ଭଲରେ କଟିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button