ଦେଶ- ବିଦେଶ

ମାଳିକାରେ ମିଳିଲା ବଡ଼ ପ୍ରମାଣ କଳିଯୁଗର ଘଟିବାକୁ ଯାଉଛି ଏହି ସବୁ ଅଘଟଣ ,ଜାଣନ୍ତୁ କିପରି ହେବ ଯୁଗର ଅନ୍ତ ଆରମ୍ଭ ହେବ ସତ୍ୟ ଯୁଗ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ଯେ ହିନ୍ଦୁ ଧର୍ମରେ ସମୟର କାଳ ଦଣ୍ଡକୁ ଚାରି ଭାଗରେ ବଣ୍ଟା ଯାଇଛି ଯଥା ସତ୍ୟ ଯୁଗ ,ତ୍ରେତୟା ଯୁଗ ,ଦ୍ୱାପର ଯୁଗ ଏବଂ କଳିଯୁଗ ଏବେ ଆମେ ମାନେ କଳିଯୁଗରେ ରହିଛେ କଳିଯୁଗ ଅର୍ଥାତ ଏମିତି ଏକ ଯୁଦ୍ଧ ଯେଉଁଠାରେ ଆମେ ମାନେ ମାନସିକ ରୂପରେ ଦୁଃଖିତ ରହିଛନ୍ତି ଏବଂ ଧର୍ମର କେବଳ ଏକ ଚତୁର୍ଥାଂଶ ରହିଯାଇଛି |ଅହଙ୍କାର ,ପ୍ରତିଶୋଧ ,ଲୋଭ ହିଁ କେବଳ ଦେଖାଯାଉଛି ପୁରାଣରେ କଳିଯୁଗକୁ ମନୁଷ୍ୟ ମାନଙ୍କ ପାଇଁ ଅଭିଶାପ ମଧ୍ୟ କୁହାଯାଇଛି କିନ୍ତୁ ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଏହି କଳିଯୁଗ କେବେ ଆରମ୍ଭ ହୋଇଥିଲା ଏବଂ ଏହି ଅଭିଶପ୍ତ ଯୁଗର ଅନ୍ତ କେବେ ଆରମ୍ଭ ହେବ ଏବଂ ଏହାର ପରେ କେଉଁ ଯୁଗ ଆରମ୍ଭ ହେବ |

ତେବେ ଆଜି ଆପଣଙ୍କୁ ଏହି ବିଷୟରେ ଜଣାଇବାକୁ ଯାଉଚୁ ଧର୍ମ ଗ୍ରନ୍ଥ ଅନୁସାରେ ଯୁଗ ପରିବର୍ତ୍ତନର 22 ଚକ୍ର ଚାଲିଛି |ଭଗବତ ଗୀତାରେ ମଧ୍ୟ ଏହି କଥାକୁ ବର୍ଣ୍ଣନା କରାଯାଇଛି କି ଗୀତ ଅନୁସାରେ ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ ହୋଇଥାଏ |ଯେମିତି ଆତ୍ମା ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଧାରଣା କରିଥାଏ ଦିନ ପରେ ରାତି ହୋଇଥାଏ ଯେମିତି କଢ଼ଟି ଉପଯୁକ୍ତ ସମୟରେ ଫୁଲରେ ପରିଣତ ହୋଇଥାଏ |ଠିକ ସେହିପରି କଳିଯୁଗ ପରେ ସତ୍ୟଯୁଗ ଆସିବା ମଧ୍ୟ ଅଟଳ ସତ୍ୟ ଅଟେ |

ଗ୍ରନ୍ଥରେ କଳିଯୁଗ ସହିତ ଜଡ଼ିତ ଗୋଟିଏ କଥା ବର୍ଣ୍ଣିତ ଅଛି ଯାହା ଦ୍ୱାରା ଗୋଟିଏ ଦିନରେ କୌଣସି ଏକ ବ୍ୟକ୍ତି ଭଗବାନ ବିଷ୍ନୁ ଙ୍କୁ ପଚାରିଥିଲେ ପ୍ରଭୁ ଏବେ ଦ୍ୱାପର ଯୁଗ ଚାଲୁଅଛି କାଳଚକ୍ର ଅନୁସାରେ ଏହା ପରେ କଳିଯୁଗ ଆସିବାର ଅଛି କିନ୍ତୁ ମନୁଷ୍ୟ ସେହି ନୂତନ ଯୁଗକୁ ଜାଣିବେ କିପରି |ବିଷ୍ନୁ ଭାଗବାନ କହିଥିଲେ ଯେତେବେଳେ ଦୁନିଆରେ ପାପ ବଢ଼ିଯିବ ତେବେ ବୁଝିଯିବ ଯେ କଳିଯୁଗର ଆରମ୍ଭ ହୋଇଯିବ |

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button