ଯେଉଁ ନାରୀର ଛାତିରେ କଳାଜାଇ ଥାଏ, ସେମାନଙ୍କ ଚରିତ୍ର କିପରି ହୋଇଥାଏ ?

ଆଜି ଆମେ ପୁଣି ଠାରେ ଆପଣ ମାନଙ୍କ ମଧ୍ୟରେ ନେଇ ଆସିଛୁ କିଛି ନୂତନ ନୂତନ ସୁନ୍ଦର ଅନୁଚିନ୍ତା ମାନ । ଯାହା ଜାଣିବା ଦ୍ଵାରା ଆପଣ ମାନଙ୍କର ମଙ୍ଗଳ ହେବା ସହ ଆପଣ ମାନଙ୍କ ପରିବାର ଲୋକ ଙ୍କର ମଧ୍ୟ ମଙ୍ଗଳ ହେବ । ବନ୍ଧୁଗଣ ଗାଧୋଇବା ପୂର୍ବରୁ କିମ୍ବା ଗାଧୋଇବା ପରେ ଏକ ଗ୍ଲାସ ପଣି ପିଇବା ଦ୍ଵାରା ଶରୀରର ବ୍ଲଡ ପ୍ରେସର ନିୟନ୍ତ୍ରଣ ହୋଇଥାଏ । ଦୁଇ ଗ୍ଲାସ ପାଣି ଖାଇବାର ଅଧ ଘଣ୍ଟା ଆଗରୁ ପିଇବା ଦ୍ଵାରା ଖାଦ୍ୟ ଭଲ ଭାବରେ ହଜମ ହୋଇଥାଏ ।
ବନ୍ଧୁଗଣ ଯେଉଁ ମାନଙ୍କର କେଶ ଜନିତ ସମସ୍ଯା ମାନ ରହିଅଛି ସେମାନେ ଯଦି ପାଞ୍ଚ ଟି ଗୋଲମରିଚ, ଗୋଟିଏ ପିଆଜ ଓ ଅଧ ଚାମଚ ଲୁଣ କୁ ବାଟି କେଶ ରେ ଲଗାଇବା ଦ୍ଵାରା କେଶ ଜନିତ ସମସ୍ତ ସମସ୍ଯା ରୁ ମୁକ୍ତି ମିଳିଥାଏ । ମୁହଁ ରେ କଳା ଦାଗ ହେଉଥିଲେ ବିଲାତି ରେ ଦହି ମିଶାଇ ଲଗାଇବା ଦ୍ଵାରା ମୁହଁ ର କଳା ଦାଗ ଦୂର ହୋଇ ଯାଇଥାଏ ।
ମୁହଁ ର ରଙ୍ଗ ସଫା କରିବାକୁ ହେଲେ ଆଳୁର ରସ କୁ ରାତିରେ ଶୋଇବା ପୂର୍ବରୁ ଲଗାଇବା ଦ୍ଵାରା ମୁହଁ ର ରଙ୍ଗ ସଫା ହୋଇ ଯାଇଥାଏ । ଦୁଇଟି ଗୁଜୁରାତି କୁ ରାତିରେ ଗୁଣ୍ଡା କରି ଉଷୁମ ପାଣି ରେ ମିଶାଇ ଖାଇବା ଦ୍ଵାରା କେଶ ମୂଳ ମଜବୁତ ହୋଇ ଯାଇଥାଏ ।
ଯେଉଁ ମାନଙ୍କର ଗ୍ଯାସ ଜନିତ ସମସ୍ଯା ଦେଖା ଦିଏ, ସେମାନେ ଯଦି ଏକ ଚାମଚ ଜୁଆଣୀ ରେ ଅଳ୍ପ କିଛି କଳା ଲୁଣ ମିଶାଇ ଖାଇଥାନ୍ତି, ତେବେ ଏହା ଦ୍ଵାରା ଗ୍ଯାସ ଜନିତ ସମସ୍ଯା ରୁ ମୁକ୍ତି ମିଳିଥାଏ । ଭଙ୍ଗା ବାସନ ରେ ରୋଷେଇ କରିବା କି ଖାଇବା ଦ୍ଵାରା ମା ଲକ୍ଷ୍ମୀ ରାଗି ଘରୁ ଚାଲି ଯାଇଥାନ୍ତି । ଏହା ଗୃହ ପାଇଁ ଖୁବ ଅଶୁଭ ହୋଇଥାଏ । ତାହାଛଡା ରୋଷେଇ ଘରେ ଠାକୁର ଙ୍କୁ ରଖି ପୂଜା କରିବା ଅଶୁଭ ହୋଇଥାଏ ।
ତାହା ସହ ରୋଷେଇ ଘରେ କେବେ ମଧ୍ୟ ଅଇନା କିମ୍ବା ଔଷଧ ଆଦି ରଖିବା ଉଚିତ ହୋଇ ନଥାଏ । ଏହା ଘରର ବାସ୍ତୁ ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ । ପଇସା ରଖିବା ସ୍ଥାନ ରେ କିମ୍ବା ଆଲମାରୀରେ ସ୍ଵସ୍ତିକ ଚିହ୍ନ ଆଙ୍କିଲେ ଶୁଭ ହୋଇଥାଏ ଏବଂ ଆର୍ଥିକ ସମସ୍ଯା ହୋଇ ନଥାଏ । ଘରେ ପଇସା ରଖିବା ଆଲମାରି ଦକ୍ଷିଣ ଦିଗରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।
ଯେଉଁ ଲୋକ ଙ୍କର ନୟନ ବା ଆଖିରେ କଳାଯାଇ ଥାଏ, ସେ ଚତୁର, ବୁଦ୍ଧିମାନୀ ଓ ଦୁରଦୃଷ୍ଟି ସମ୍ପର୍କ ହୋଇଥାନ୍ତି । ଯେଉଁ ଲୋକ ଙ୍କର ପାଦ ତଳେ କଳା ଯାଇ ଥାଏ ସେ ବ୍ୟକ୍ତି ଅଶିକ୍ଷିତ ଓ ଧନ ନଷ୍ଟ କାରୀ ହୋଇଥାନ୍ତି । ଯେଉଁ ମାନଙ୍କର ଦକ୍ଷିଣ ବକ୍ଷରେ କଳା ଯାଇଥାଏ, ସେ ବିଦ୍ୟାବାନ ହୋଇଥାନ୍ତି ।