ଦେଶ- ବିଦେଶ

କେଉଁ କାମ କଲେ ଘରେ ସବୁବେଳେ ବଢିଥାଏ ସୁଖ ଶାନ୍ତି, ଘରକୁ ଆସେ

ସୂଚନା ଅନୁସାରେ ଜୀବନରେ ସବୁବେଳେ ଆଦର୍ଶ ଯୁକ୍ତ ନୀତି ଓ ନିୟମ ମାନିକି ଚାଲିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ । ଯିବାର ଚଲାପଥ କୁସୁମିତ ହୋଇଥାଏ । ଯେଉଁ ବ୍ୟକ୍ତି ଏହାର ପାଳନ କରିନଥାଏ । ସେହି ବ୍ୟକ୍ତି ମାନେ ସର୍ବଦା ଦୁଃଖ ଯନ୍ତ୍ରଣା ଭୋଗ କରିଥାନ୍ତି । ବହୁତ ଲୋକ ଅନେକ କିଛି ନିୟମ ବିଷୟରେ ଅବଗତ ଥାଇ ମଧ୍ୟ ତାହାକୁ ପାଳନ ନକରି ତାହାର ଅବହେଳା କରିଥାନ୍ତି । ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଚାହୁଁଥିଲେ ।

 

ଘରେ କିଛି ସମୟ ଭଜନ ଗୀତ ବଜାଇବା ଉଚିତ । ଘରେ ଝାଡୁକୁ କେବେ ଠିଆ କରି ରଖନ୍ତୁ ନାହିଁ । ଏହା ସହିତ ଝାଡୁକୁ କେବେ ମଧ୍ୟ ଗୋଇଠା ମରନ୍ତୁ ନାହିଁ । ଏହା ଦ୍ଵାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ଶୋଇବା ଘରେ କେବେ ଦର୍ପଣ ରଖିବା ଉଚିତ ହୋଇନଥାଏ । ଯଦି ମଧ୍ୟ ଦର୍ପଣ ରଖୁଛନ୍ତି । ତେବେ ତେବେ କପଡା ଘୋଡାଇ ରଖନ୍ତୁ ।

ଘରର ଶୋଇବା ଖଟ ଉପରେ କେବେ ବସିକରି ଖାଆନ୍ତୁ ନାହିଁ । ଏହା ଦ୍ଵାରା ଖରାପ ସ୍ଵପ୍ନ ଆସିବା ସହ ଦରିଦ୍ରତା ବୃଦ୍ଧି ହୋଇଥାଏ । ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବା ସକାଳ ସମୟ ୬ ରୁ ୮ ଟା ମଧ୍ୟରେ ଠାକୁର ପୂଜା କରନ୍ତୁ ଏବଂ କୁଶ ଆସନରେ ବସି ପୂର୍ବ କିମ୍ବା ଉତ୍ତରକୁ ମୁହଁ କରି କରିବା ଉଚିତ । ଘରେ ଖାଇବା ପାଇଁ ତିଆରି

ଏହା ଦ୍ଵାରା ଘରର ଉନ୍ନତି ହୋଇଥାଏ । ଘରେ ସବୁବେଳେ ଶାନ୍ତିର ବାତାବରଣ ରଖିବା ପାଇଁ ଚାହୁଁଥିଲେ । ଘରର ମୁଖ୍ୟ ଦ୍ଵାର ସାମ୍ନାର ଡାହାଣରେ  ସ୍ଵସ୍ତିକ ଚିହ୍ନଟିଏ କରିବା ଉଚିତ ହୋଇଥାଏ । ଘରେ ଯଦି ଔଷଧ ରଖିଥାନ୍ତି । ତେବେ ଉତ୍ତର ପୂର୍ବ କୋଣରେ ରଖିବା ଉଚିତ । ଏହା ଦ୍ଵାରା ଔଷଧର ଭଲ ପ୍ରଭାବ ରହିଥାଏ ।

ଘରର ଦକ୍ଷିଣପୂର୍ବ କୋଣକୁ ସବୁବେଳେ କମଳା ରଙ୍ଗ କିମ୍ବା ଗୋଲାପୀ ରଙ୍ଗ କରିବା ଉଚିତ ଏହାଦ୍ବାରା ବ୍ୟର୍ଥ ଖର୍ଚ କମ୍ ହୋଇଥାଏ । ଘରେ କେବେ ମଧ୍ୟ ଶୁଖି ଯାଇଥିବା ଗଛ ରଖିବା ଶୁଭ ହୋଇନଥାଏ । ଏହା ସହିତ ଘରେ ଲଗାଯାଇଥିବା ଗଛରେ ସବୁଦିନ ପାଣି ଦେବା ଉଚିତ । ଘରେ କବାଟ ଖୋଲିଲା ବେଳେ କିମ୍ବା ବନ୍ଦ ହେଲା ବେଳେ ଯେପରି କର୍କଶ ଶବ୍ଦ ନହୁଏ ।

 

ଏହା ଦ୍ଵାରା ଘରେ ଅଶାନ୍ତି ବଢିଥାଏ । ଘରେ କେବେବି ଦକ୍ଷିଣକୁ ଗୋଡ କରି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ଘରେ ଅଶାନ୍ତି ଓ ଖରାପ ସ୍ଵପ୍ନ ଆସିଥାଏ । ଘରେ ଶୋଇଲା ବେଳେ ପଶ୍ଚିମ ଦିଗକୁ ଗୋଡ ରଖୀ ଶୋଇଲେ । ଧାର୍ମିକ ଭାବନା ବୃଦ୍ଧି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button