ଦେଶ- ବିଦେଶ

– ନିଜ ସ୍ତ୍ରୀ କୁ ରାଣୀ ପରି ରଖିଥାନ୍ତି ଏହି 5ଟି ରାଶିର ଲୋକ ଆଉ ଆପଣଙ୍କ ସ୍ଵାମୀ ?

ପ୍ରତ୍ଯେକ ଝିଅ ର ଇଛା ଥାଏ କି ଯେପରି ତାର ସ୍ଵାମୀ ବା ତା ଜୀବନ ସାଥି ତାକୁ ସବୁବେଳେ ଦୁନିଆ ର ସବୁଠାରୁ ଅଧିକ ଭଲ ପାଉ । ତାର ପ୍ରତ୍ଯେକ ଇଚ୍ଛା କୁ ପୂରଣ କରୁ । ଓ ତାକୁ ରାଣୀ ଭଳି କରି ରଖୁ । କିନ୍ତୁ ଆଜିକାଳୟର ଦୁନିଆ ରେ ଏହି ଭଳି ପ୍ରକୃତ ସଚା ପ୍ରେମ ଦେଖିବାକୁ ଖୁବ କମ ହିଁ ମିଳିଥାଏ । ଏହାର କାରଣ ଆଜିର ଦୁନିଆ ରେ ସବୁ ମଣିଷ ସଚୋଟ୍ଟ ହୋଇ ନଥାନ୍ତି । କାରଣ ପ୍ରତ୍ଯେକ ମଣିଷ ମଧ୍ୟରେ କିଛି ନା କିଛି ଦୁର୍ବଳତା ନିହାତି ରହିଥାଏ ।

 

ତେବେ ଆଜିର ସମୟ ରେ ଏକ ଭଲ ସାଥି ଟିଏ ଖୋଜିବା ସହଜ ନୁହେଁ  । କିନ୍ତୁ କିଛି ରାଶି ଏପରି ରହିଛି, ଯେଉଁ ରାଶିର ପୁଅ ମାନେ ସେମାନଙ୍କର ସ୍ତ୍ରୀ ଙ୍କୁ ସବୁବେଳେ ରାଣୀ କରି ରଖିଥାନ୍ତି । ଯେଉଁ ଝିଅ ମାନେ ଏହି ରାଶିର ବ୍ୟକ୍ତି ମାନଙ୍କୁ ବିବାହ କରିଥାନ୍ତି, ସେମାନେ ବଡ ଭାଗ୍ୟଶାଳୀ ହୋଇଥାନ୍ତି ।

ପ୍ରଥମ ରାଶି ଟି ହେଉଛି ତୁଳା ରାଶି । ଯେଉଁ ପୁଅ ମାନଙ୍କର ତୁଳା ରାଶି ହୋଇଥାଏ, ସେମାନେ ସମସ୍ତ ଙ୍କର ଭାବନା କୁ ଭଲ ଭାବରେ ବୁଝି ଯାଇଥାନ୍ତି । ସେମାନଙ୍କୁ ଭଲ ଭାବରେ ଜଣା ଥାଏ କି ଯଦି କାହାକୁ କେବେ ଧୋକା ଦିଆଯାଏ, ତେବେ ତାଙ୍କୁ କିପରି ଲାଗିବ । ଏହି କାରଣ ରୁ ଏମାନେ କେବେ କାହାକୁ କଷ୍ଟ ଦେଇ ନଥା’ନ୍ତି । ଏମାନେ କେବେ କାହାର ବିଶ୍ବାସ ଭାଙ୍ଗି ନଥା’ନ୍ତି । ଥରେ କହିଦେଲା ମାତ୍ରେ ଏମାନେ ନିଜ ସାଥି ପାଇଁ ସବୁ କିଛି ଆଣି ରଖି ଦେଇଥାନ୍ତି ।

 

ଦ୍ଵିତୀୟ ଟି ହେଉଛି ବିଛା ରାଶି । ଏହି ରାଶିର ପୁଅ ମାନେ ନିଜ ସାଥି ପାଇଁ ବଡ ଯତ୍ନଶୀଳ ହୋଇଥାନ୍ତି । ଏମାନେ ତାଙ୍କ ସାଥି ଙ୍କର ପ୍ରତ୍ଯେକ କଥା କୁ ଖୁବ ଭଲ ଭାବରେ ଶୁଣନ୍ତି । ତାହା ପରେ ଏମାନେ ସେମାନଙ୍କର ସମସ୍ତ ଅସୁବିଧା ଗୁଡିକୁ ଦୂର କରି ଦେଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ସାଧାରଣତଃ ବିବାହ ପୂର୍ବରୁ ଯତ୍ନହିନ ହୋଇ ରହିଥାନ୍ତି । କିନ୍ତୁ ବିବାହ ପରେ ଏମାନେ ନିଜ ସାଥି ଙ୍କୁ ନେଇ ଖୁବ ଯତ୍ନଶୀଳ ହୋଇ ଯାଆନ୍ତି । ଏମାନେ କେବେ ମଧ୍ୟ ଏମାନଙ୍କର ସାଥି ମାନଙ୍କୁ ଧୋକା ଦେଇ ନଥା’ନ୍ତି ।

ତୃତୀୟ ରାଶି ଟି ହେଉଛି ଧନୁ ରାଶି । ଏହି ରାଶି ର ଲୋକ ମାନଙ୍କ ଜୀବନରେ ବିବାହ ପରେ ମଧ୍ୟ କୌଣସି ପରିବର୍ତ୍ତନ ଆସି ନଥାଏ । ବିବାହ ପୂର୍ବରୁ ଏମାନଙ୍କ ମଧ୍ୟରେ ଯେପରି ଭଲପାଇବା ଥାଏ, ବିବାହ ପରେ ମଧ୍ୟ ଭଲ ପାଇବା ରେ ସେହିପରି ଥାଏ । ଏହି ରାଶିର ପୁଅ ମାନେ ଭଲ ହେବା ସହ ସଚୋଟ୍ଟ ହେବା ସହ ନିଷ୍ଠବାନ ମଧ୍ୟ ହୋଇଥାନ୍ତି ।

 

ଏମାନଙ୍କୁ ବାହାର ଠାରୁ ଭିତର ଭାବନା ଅଧିକ ଆକର୍ଷଣ କରିଥାଏ, ଏହି କାରଣ ରୁ ଏମାନେ ସବୁବେଳେ ନିଜ ସାଥିଙ୍କୁ ସବୁବେଳେ ଖୁବ ଭଲ ପାଇ ଥା’ନ୍ତି । ଅନ୍ତିମ ରାଶି ଟି ହେଉଛି ସିଂହ ରାଶି । ଏହି ରାଶିର ବ୍ୟକ୍ତି ମାନଙ୍କର ଭଲ ପାଇବା ତାରିକା ଅନ୍ୟ ଙ୍କ ଠାରୁ କିଛି ଭିନ୍ନ ହୋଇଥାଏ ।

ଏମାନେ ନିଜ ପଟି ଙ୍କୁ ସବୁବେଳେ ଦାମୀ ଦାମୀ ଉପହାର ଦେବାକୁ ପସନ୍ଦ କରିଥାନ୍ତି । ଏମାନେ ନିଜ ସ୍ତ୍ରୀ ଛଡା ଆଉ କାହାକୁ କେବେ ଚାହାନ୍ତି ନାହିଁ । କର୍କଟ ରାଶି ର ପୁଆ ମାନେ ଦେଖିବାକୁ ଖୁବ ସୁନ୍ଦର ହେବ ସହ ହୃଦୟ ରୁ ମଧ୍ୟ ଖୁବ ଭଲ ହୋଇଥା’ନ୍ତି । ଏହି ରାଶିର ପୁଅ ମାନେ ଏତେ ମାତ୍ରା ରେ ଭଲ ହୋଇଥା’ନ୍ତି କି ପ୍ରତ୍ଯେକ ଝିଅ ଏମାନଙ୍କୁ ନିଜର ସ୍ଵାମୀ ରୂପେ ପାଇବାକୁ ଇଛା କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button