ରାଜ୍ୟ

ଆଡିବନ୍ଧ ଗେଟ ଚୋରି, ୨ ଗିରଫ

ଗୁରୁଡିଝାଟିଆ: ଆଡିବନ୍ଧରେ ଲାଗିଥିବା ଗେଟ୍‌ ଚୋରି କରିନେବା ଅଭିଯୋଗରେ ଗୁରୁଡିଝାଟିଆ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଦ୍ୱୟଙ୍କ ନାମ ରଞ୍ଜନ ମହାନ୍ତି ଓ ପରମାନନ୍ଦ ବେହେରା । ଉଭୟଙ୍କ ଘର ଗୋବରା ପଞ୍ଚାୟତର ଗୋବରା ଗ୍ରାମରେ । ଚୋରି ହୋଇଥିବା ଲୁହାଗେଟକୁ ପୁଲିସ ଜବତ କରିଛି ।

ଗତ ୩ଦିନ ତଳେ ଗ୍ରାମର ପଶ୍ଚିମ ପାର୍ଶ୍ବରେ ଥିବା ଆଡିବନ୍ଧ ଗେଟକୁ ଅଭିଯୁକ୍ତମାନେ ନେଇଯାଉଥିବା ଗ୍ରାମବାସୀ ଦେଖିଥିଲେ ।

ଲୋକଙ୍କୁ ଦେଖି ସେମାନେ ଦୌଡ଼ି ପଳାଇଥିଲେ। ଏ ସଂପର୍କରେ ସ୍ଥାନୀୟ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ପୂର୍ବକ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଅଭି

Related Articles

Leave a Reply

Your email address will not be published. Required fields are marked *

Back to top button