ରାଜ୍ୟ

ବାହାର ରତ୍ନଭଣ୍ଡାର ସୁରକ୍ଷା ବୃଦ୍ଧି କରାଯିବ, ବାୟୋମେଟ୍ରିକ ଓ ଡିଜିଟାଲାଇଜେସନ ଉପରେ ଗୁରୁତ୍ଵ

ମାଜ ଡିଜିଟାଲ ଡେସ୍କ: ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ସୁରକ୍ଷା ବୃଦ୍ଧି କରାଯିବ। ଏହାକୁ ଅଧିକ ସୁରକ୍ଷିତ କରାଯିବାକୁ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଡ୍ରେଜ୍‌ ସିକ୍ୟୁରିଟିଜ ସହିତ ଆଲୋଚନା କରାଯାଇଛି। ବାହାର ରତ୍ନଭଣ୍ଡାରର ସୁରକ୍ଷା ମାନଦଣ୍ଡକୁ ଅଧିକ ସୁଦୃଢ଼ କରାଯିବ।

ଏହା ସହିତ ସୁରକ୍ଷା ବ୍ୟବସ୍ଥାରେ ବାୟୋମେଟ୍ରିକ ବ୍ୟବସ୍ଥା ସହିତ ଡିଜିଟାଲାଇଜେସନକୁ ଗୁରୁତ୍ଵ ଦିଆଯିବ ବୋଲି ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button